ପ୍ରାୟତଃ ସମସ୍ତଙ୍କ ଘରେ ଏହା ଦେଖିବାକୁ ମିଳିଛି ଯେ ଖାଇବା ପରେ ଯାହା ଖାଦ୍ଯ ବଞ୍ଚିଥାଏ ଏହାକୁ ଫ୍ରିଜରେ ରଖି ଦିଆ ଯାଏ ଯାହା ପରେ ଉପଯୋଗ କରା ଯାଇ ପାରିବ । କାହିଁକିନା ଖାଦ୍ଯ ବର୍ବାଦ ନହେଉ , ଆମେ ଗୋଟେ ଟାଇମ ଖାଦ୍ଯ ଅନ୍ୟ ଟାଇମରେ ଗରମ କରି ଖାଇଥାଉ କିନ୍ତୁ ଆପନାଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏମିତି କରିବା ଦ୍ଵାରା ଆପଣ ଘରେ ବସି ଭୟଙ୍କର ରୋଗକୁ ନିମନ୍ତ୍ରଣ ଦେଇ ଥାନ୍ତି । ଖାଦ୍ୟ ଜିନିଷ ଏହି ଭଳି ଗରମ କଲା ପରେ ସେ ପୂର୍ଣ ରୂପରେ ବଦଳି ଯାଇଥାଏ ।
ତେବେ ଏହି ଖାଦ୍ୟକୁ ଗରମ କଲା ପରେ ଏଥିରେ ଥିବା ପ୍ରୋଟିନ ସମାପ୍ତ ହୋଇଥାଏ ଓ ଏଥିରେ ଥିବା କିଛି ତତ୍ଵ କ୍ୟାନ୍ସର କାରକରେ ପରିବର୍ତିତ ହୋଇଥାଏ, ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ଯ ପଦାର୍ଥ ଦୁତୀୟ ଥର ଗରମ କରି ସେବନ କରିବା ଉଚିତ ନୁହ ।

୧. ଚିକେନ :
ଚିକେନ ପ୍ରଥମ ଥର ରୋଷେଇ କରି ଖାଇଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ, ତେବେ ଦୁତୀୟ ଥର ଗରମ କରି ଖାଇଲେ ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ଚିକେନ ଦୁଇ ଥର ଗରମ କଲେ ଏଥିରେ ଥିବା ପ୍ରୋଟିନ କମ୍ପୋଜିସନ ବଦଳିଯାଇଥାଏ । ଯାହା ପାଚନ କ୍ରିୟା ପାଇଁ ଅସୁବିଧା କାରଣ ହୋଇଥାଏ, ଭଲ ଭାବରେ ପାଚନ ନହେଲେ ଆପଣଙ୍କୁ ପେଟ ବହୁତ ସମସ୍ଯା ହୋଇଥାଏ ।

୨. ଆଳୁ :
ଉସୁନା ଆଳୁ ଠାରେ ରୋଷେଇ ହେଲା ପରେ ଥଣ୍ଡା ହେଲେ ପ୍ପାରେ ଗୋଟେ ପ୍ରକାର ବେକଟେରିଆ ଉତପନ ହୋଇଥାଏ ଯାହା ଥଣ୍ଡା କରି ମାଇକ୍ରୋୱେବରେ ଗରମ କଲେ ସେହି ବେକଟେରିଆକୁ ଜିଅନ୍ତା କରିଥାଏ ଯାହା ଶରୀରରେ ଗଲେ ବହୁତ ପ୍ରକାର ଗମ୍ଭୀର ରୋଗ ଦେଇଥାଏ ।
୩. ଚୁକନ୍ଦର :
ଚୁକନ୍ଦର ଦୁତୀୟ ଥର ଗରମ କରି ଖାଇବା ଉଚିତ ନୁହ, ଏହାର ପୋଶତିକ ତତ୍ଵ ଗରମ କରିବା ଦ୍ଵାରା ସମାପ୍ତ ହୋଇଥାଏ ଓ ହାନିକାରକ ଗୁଣ ରହି ଯାଇଥାଏ । ଚୁକନ୍ଦର ଫ୍ରିଜରେ ରଖି ଦୁତୀୟ ଥର ଗରମ କରି ଖାଇଲେ, ଏହା ଆପଣଙ୍କୁ ବହୁତ ହାନି କରିଥାଏ, ଯଦି ଆପଣଙ୍କୁ ଫ୍ରିଜରେ ରଖି ଖାଇବାର ଅଛି ତେବେ ଗରମ କରିବା କିଛି ସମୟ ଆଗରୁ ବାହାରେ ରଖିବା ଉଚିତ ଅଟେ ।

୪. ଛତୁ :
ଛତୁରେ ପ୍ରୋଟିନ ଖଜାନା ହୋଇଥାଏ, ତେବେ ଏହାକୁ ଥରେ ରୋଷେଇ କରି ଖାଇଲା ପରେ ଦୁତୀୟ ଥର ଗରମ କଲେ ଏହା ଶରୀର ପାଇଁ ହାନିକାରକ ହୋଇଥାଏ ।
୫. ଅଣ୍ଡା :
ଅଣ୍ଡା ଦୁଇଥର ଗରମ କରି ଖାଇଲେ ଏହା ହାନିକାରକ ହୋଇଥାଏ ଓ ଏହା ବିଷାକ୍ତ ହୋଇଯାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।