ଝିଟିପିଟି ଶରୀରର କେଉଁ କେଉଁ ଅଙ୍ଗରେ ପଡିଲେ ଶୁଭ ଓ ଅଶୁଭ ହୋଇଥାଏ ? 10+ ଆଜିର ଅନୁଚିନ୍ତା

ବନ୍ଧୁଗଣ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ । ଯାହା ମାନବ ଜୀବନରେ ପାଳନ କରିବା ନିତାନତା ଆବଶ୍ୟକ ଅଟେ । ଏହି ସବୁ ଅନୁଚିନ୍ତା ଗୁଡିକ ମଣିଷ ର ଉପକାର କରିଥାଏ । 1- ଯଦି କୌଣସି ବ୍ୟକ୍ତି ସ୍ଵପ୍ନ ରେ ଅନ୍ୟ କାହାର ମୃତ୍ୟୁ ଦେଖୁଛନ୍ତି ତେବେ ସେହି ବ୍ଯକ୍ତିର ଆୟୁଷ ବଢିଥାଏ । ନିଜ ଘର ଲୋକ ରୋଗ ଶଯ୍ୟାରେ ମୃତ୍ୟୁବରଣ କରି ସ୍ଵପ୍ନ ରେ ସୁସ୍ଥ ଥିବାର ଦେଖାଗଲେ ଏହାର ଅର୍ଥ ଅଲଗା ଜାଗାରେ ଜନ୍ମ ହୋଇ ସାରିଲେଣି ।

2- ରୋଷେଇ ଘରର ରଙ୍ଗ କେବେ ନୀଳ କି କଳା ରଙ୍ଗ କରିବା ଉଚିତ ନୁହେଁ । ଯଦି ଏପରି ହୋଇଥାଏ ତେବେ ନାଲି ରଙ୍ଗର ବଲ ଜଳାଇ ରଖନ୍ତୁ । ଏହା ଦ୍ଵାରା ଖାଦ୍ଯ ଅମୃତ ତୁଲ୍ୟ ଓ ରୋଗ ହୁଏ ନାହିଁ ।

3- ଠାକୁର ଘରେ କେବେ ଗୋଟିକିଆ ଶଙ୍ଖ ରଖିବା ଉକିତ । ଦୁଇଟି ଶଙ୍ଖ ରଖିବା ଶୁଭ ହୋଇଥାଏ । ଝିଟିପିଟି ଛାତ ରୁ ମୁଣ୍ଡ ଉପରେ ପଡିଲେ ରାଜ୍ୟ, ପିଠି ରେ ପଡିଲେ ଐଶ୍ଚର୍ଜ୍ୟ, ଡାହାଣ ହାତ ଓ ଗୋଡ ରେ ପଡେ ତେବେ ଶୁଭ ହୋଇଥାଏ ।

4- ଝିଟିପିଟି ବାମ ହାତ ଓ ଗୋଡ ରେ ପଡିବା ଅଶୁଭ ହୋଇଥାଏ । ଛାତି ରେ ପଡିଲେ ମୃତ୍ୟୁ ଭଳି ଦଣ୍ଡ ମିଳିଥାଏ । ଦୀପାବଳି ଦିନ ଘର ପାଖରେ ପେଚା ଦେଖାଯାଏ ତେବେ ଜାଣି ରଖନ୍ତୁ ମା ଲକ୍ଷ୍ମୀ ଆସିଛନ୍ତି ।

5- ଦୀପାବଳି ଦିନ ଦିନ ସମୟରେ ବିଲେଇ ଘରୁ କ୍ଷୀର ପିଇଯାଏ ତେବେ ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ । ଏହି ଦିନ ରାତିରେ ମୂଷା କି ଚୁଚୁନ୍ଦ୍ରା ଦେଖିଲେ ଲକ୍ଷ୍ମୀ ଆସିବାର ସଂକେତ ହୋଇଥାଏ ।

6- ତ୍ରି-ସନ୍ଧ୍ୟା ମଧ୍ୟରୁ ସନ୍ଧ୍ୟା ସମୟରେ ଘରେ ଶଙ୍ଖ ବଜାଇବା ଉଚିତ । ଏହା ଦ୍ଵାରା ଅଶୁଭ ଦ୍ରୁଷ୍ଟି ଦୂରେ ହୁଏ ଓ ଶୁଭ ହୋଇଥାଏ ।

7- ରବିବାରରେ କୁଆଡେ ଯାଉଥିଲେ ପାନ ଖାଇକି ଯାତ୍ରା କରନ୍ତୁ । ସୋମବାରରେ ଯାଉଥିଲେ ଆଇନା, ମଙ୍ଗଳବାରରେ ମିଠା ଖାଇ, ବୁଧବାରରେ ପାନମଧୁରୀ, ଗୁରୁବାରରେ ତୁଳସୀ ପତ୍ର, ଶୁକ୍ରବାରରେ ଖସା, ଶନିବାରରେ ଯାଉଛନ୍ତି ଅଦା ଖାଇ ଯାତ୍ରା କରନ୍ତୁ । ଯାତ୍ରା ଶୁଭପ୍ରଦ ହେବ ।

8- ଜ୍ଵର ଓ କାଶ ହେଉଥିବା ବ୍ୟକ୍ତିଙ୍କୁ କ୍ଷୀର ପିଇବାକୁ ଦେବା ଉଚିତ ନୁହେଁ । କ୍ଷୀର ରେ ଚିନୀ ବା ଗୁଡ ମିଶାଇ ପିଇବା ଉଚିତ ନୁହେଁ । ଆକାଶରେ ଇନ୍ଦ୍ରଧନୁ ପଡିଥିଲେ ନିଜେ ଦେଖିବେ କିନ୍ତୁ ଅନ୍ୟ କାହାକୁ କହିବା ଉଚିତ ନୁହେଁ ।

9- ଯଦି ଚୁଟି ଅଧିକ ଉପୁଡିଥାଏ ତେବେ ଲୁଣ କୁ ଗୁଣ୍ଡ କରି ଶୋଇବା ସମୟରେ ଚୁଟି ମୂଳରେ ଲୁଣ ଘାସନ୍ତୁ । ଏହାକୁ 7 ଦିନ କରନ୍ତୁ ଓ  7 ଦିନ ପରେ ଦୁଦୁରା ପତ୍ର ର ରସ ଚୁଟି ରେ ଲାଗନ୍ତୁ । ଏହା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଥାଏ ।

10- ଛୋଟ ଛୁଆଙ୍କୁ 1 ବର୍ଷ ହେବା ଯାଏଁ ଥଣ୍ଡା ହେଉଥିଲେ ତୁଳସୀ ପତ୍ର ରସ ଓ ମହୁ ପିଇବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *