କେଉଁ ପତ୍ର ଖାଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ । 15+ GK WITH ANSWERS

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ଜ୍ଞାନ ମଣିଷ ଜୀବନରେ ବହୁତ କାମରେ ଆସିଥାଏ । ଏହାର ଉପୋଯୋଗ ସଠିକ ସମୟରେ କରିଲେ ମଣିଷ ଜୀବନରେ କୃତ କାର୍ଯ୍ୟ ହୋଇଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଚନ୍ଦ୍ର ରେ ଲଗା ଯାଇଥିବା ପ୍ରଥମ ଉଦ୍ଭିଦ ର ନାମ କଣ ?

ଉତ୍ତର- କପା ।

2- ଠିଆ ହୋଇ ପାଣି ପିଇଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- କିଡନି ରୋଗ ।

3- ସକାଳେ ଖାଲି ପେଟରେ ଗାଜର ଖାଇଲେ କଣ ଲାଭ ହୁଏ ?

ଉତ୍ତର- ହଜମ ଶକ୍ତି ।

4- କେଉଁ ଫଳ ର ମଞ୍ଜି ରେ ବିଷ ରହିଥାଏ ?

ଉତ୍ତର- ତରଭୁଜ ।

5- କେଉଁ ପରିବା ଖାଇଲେ ରକ୍ତ ବୃଦ୍ଧି ହୁଏ ?

ଉତ୍ତର- ବିଟ ।

6- କେଉଁ ସାପ ବସା ତିଆରି କରିଥାଏ ?

ଉତ୍ତର- ଗୋଖର ।

7- ପାଟି ରୁ ଦୁର୍ଗନ୍ଧ ଯିବା ପାଇଁ କେଉଁ ଚୋପା ଖାଇବା ଉଚିତ ?

ଉତ୍ତର- କଦଳୀ ଚୋପା ।

8- କେଉଁ ଜୀବ ର 3ଟି ଅଲଗା ଅଲଗା ହୃତପିଣ୍ଡ ଅଛି ?

ଉତ୍ତର- କଟାଲ ଫିସ ।

9- ଅଣ୍ଡା ଖାଇଲେ କଣ ଶୀଘ୍ର ବଢିଥାଏ ?

ଉୟତ୍ତର- ଓଜନ ।

10- ଅଧିକ ଚିକେନ ଖାଇଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ହାର୍ଟ ରୋଗ ।

11- ଅଧିକ ବିଲାତି ଖାଇଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ଷ୍ଟୋନ ।

12- ମଦ ତିଆରି କରିବା ପାଇଁ କେଉଁ ଫଳ ର ବ୍ୟବହାର କରାଯାଏ ?

ଉତ୍ତର- ଅଙ୍ଗୁର ।

13- ସିଙ୍ଗଡା ସହିତ ଦହି ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- କୋଷ୍ଠ କାଠିନ୍ଯ ।

14- ଗୋଟିଏ ସିଗାରେଟ ପିଇବା ଦ୍ଵାରା ମଣିଷର କେତେ ସମୟ ଆୟୁଷ କମିଥାଏ ?

ଉତ୍ତର- 6 ମିନିଟ ।

15- କେଉଁ ପତ୍ର ଖାଇଲେ ବୁଦ୍ଧି ପ୍ରଖର ହୋଇଥାଏ ?

ଉତ୍ତର- ପାଳଙ୍ଗ ପତ୍ର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *