ଜୀବନରେ ହେବେ ନାହିଁ କେବେ ମୋଟା, ବାସ୍ ଖାଆନ୍ତୁ ଏହି 4ଟି ଖାଦ୍ୟ, ଜଲଦି ଦେଖନ୍ତୁ- Healthy Tips

ଆମ ଦେଶରେ ଅନେକ ଲୋକମାନେ ମୋଟାପା ର ଶିକାର ହୋଇ କି ଅଛନ୍ତି । ଆପଣ କଣ ଜାଣି ଛନ୍ତି କି ଏହାକୁ କମାଇବା ପାଇଁ ଚେଷ୍ଟା ଅକରୁଥିବା ଲୋକମାନେ କିଛି ସମୟ ଯାଏ ଏହାକୁ କେବଳ ଅଟକାଇ ପାରନ୍ତି । ଯେଉଁ ସମୟରେ ଏମାନେ ବ୍ୟାୟାମ କରିବା ଛାଡି ଦେଇ ଥାନ୍ତି । ସେହି ସମୟରେ ଏମାନେ ପୁଣି ଠାରେ ମୋଟା ହେବା ପାଇଁ ଲାଗି ଥାନ୍ତି । ଯେଉଁ ମାନେ ଏହାକୁ ବୁଝିବା ପାଇଁ ସମୟ ନିଅନ୍ତୁ ସେମାନେ ଏହା ଜାଣି ପାରି ନଥାନ୍ତି କି ସେମାନେ ପୁଣି ଥରେ ମୋଟା ହୋଇ ଯାଇ ଥାନ୍ତି ।

ଏହା ପାଇଁ ଆମକୁ ଏକ କଥାର ଧ୍ୟାନ ଦେବା କଥା କି ଆମେ ଯାହା ଖାଇବା ତାହା ଆମ ପାଖରେ ବହୁତ ସମୟ ଯାଏ ରହିବ । ଯେଉଁ ମାନେ ଖାଇବା ଉପରେ ନିୟନ୍ତ୍ରଣ କରି ପାରନ୍ତି ନି ସେମାନେ ମୋଟା ହୋଇ ଯାଇ ଥାନ୍ତି । ଆପଣ ନିଜ ଖାଇବା ରେ ଏହି ଭଳି କିଛି ଖାଇବା କୁ ଆଣିବା ଦରକାର ।

ଯାହା ଦ୍ଵାରା ଆପଣ ବ୍ୟାୟାମ କରିଲେ ମଧ୍ୟ ଆପଣ କମ ଭୋକ ଅନୁଭବ କରିବେ । କାରଣ ଆମେ ଯେଉଁ ସମୟରେ ଅଧିକା ପରିଶ୍ରମ କରି ଥାଉ ସେହି ସମୟରେ ଆମ ଶରୀର ରୁ ଅଧିକା ଶକ୍ତି ଖର୍ଚ୍ଚ ହୋଇଥାଏ । ଆମକୁ ଖୁବ କମ ସମୟ ମଧ୍ୟରେ ଅଧିକା ଭୋକ ଲାଗି ଥାଏ ।

ତେବେ ଆମେ ଆଜି ଆପଣଙ୍କୁ କହିବା କି ଆପଣ କଣ କଣ ଖାଇବା ମ୍କୁ ନିଜ ଖାଇବାରେ ଆଣିବା ଦରକାର । ସାଧାରଣ ଭାବେ ଆମେ ପ୍ରୋଟିନ କୁ ଅଧିକା ମାତ୍ରାରେ ଖାଇବା ଦରକାର । କାରଣ ଏହାକୁ ଖାଇବା ଦ୍ଵାରା ଆମର ମଶଲ ଅଧିକା ଜଲ୍ଦି ଭଲ ହୋଇଥାଏ ।

ଆମେ ଖାଇବା ରେ ଅଣ୍ଡା କୁ ବ୍ୟବହାର କରିବା କଥା ଏହାକୁ ଆମେ ସବୁ ଦିନ ଖାଇବା ବେଳେ ଆମ ଭୋକ କମ ହୋଇଥାଏ । ଏହା ଆପେଟାଇଟ ବୁଷ୍ଟ ଅକରୁଥିବା ହରମୋନ କୁ କମ କରି ଦେଇଥାଏ । ଯାହା ଦ୍ଵାରା ଆମକୁ ଅଧିକା ଭୋକ ହୋଇ ନଥାଏ ।

ଏହା ଶରୀର ର ଓଜନ ମଧ୍ୟ କମ କରିଥାଏ । ଆମେ ଯଦି ଶେଉ କୁ ଖାଇବା ତେବେ ଏହା ଆମ ପେଟ ଫୁଲ କରି ରଖିଥାଏ । ଆପଣ ଏହାକୁ ଖାଇବା ଦ୍ଵାରା ଭୋକ ଭି କମ ଲାଗିଥାଏ । ଚକଲେଟ ଖାଇବା ଭଲ କଥା ନୁହେଁ କିନ୍ତୁ ଆମେ ଯଦି ଦାରକ ଚକଲେଟ ଖାଇବା ତେବେ ଏହା ଆମ ପାଇଁ ଭଲ ।

ଏହାକୁ ଖାଇଲେ ଓଜନ ମଧ୍ୟ କମି ଥାଏ । ଦହି ଏହାକୁ ଖାଇବା ଦ୍ଵାରା ପେଟ ଥଣ୍ଡା ହୋଇକି ରହି ଥାଏ ଓ ଆପଣଙ୍କୁ ବହୂତ ସମଯ ଯାଏ ଭୋକ ଲାଗି ନଥାଏ । ତେବେ ଏହି ସବୁ ଖାଦ୍ୟକୁ ଆମେ ସକାଳ ଜଳଖିଆ ରେ ଖାଇବା ଭଲ ହୋଇଥାଏ । ଆମେ ଏହାକୁ ଖାଇବା ଦ୍ଵାରା ଆମର ଓଜନ ମଧ୍ୟ କମିଯାଇ ଥାଏ ଖୁବ ଶୀଘ୍ର ।

Leave a Reply

Your email address will not be published. Required fields are marked *