ମୃତ୍ୟୁ ପରେ ନିଜ ପରିବାର ପାଇଁ KK ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ହିନ୍ଦୀ ଜଗତରେ ଅନେକ ଗାୟକ ମାନେ ଅଛନ୍ତି ଯେଉଁ ମାନେ କି ଆମ ହୃଦୟକୁ ବାନ୍ଧି ରଖୀ ଛନ୍ତି ତେବେ ସଭିଙ୍କ ପାଇଁ ଆମେ ଯଦି ଦେଖିବା ପାଇ ଯିବା ଏକ ଅଲଗା ପ୍ରକାର ସମ୍ମାନ ଥାଏ । ସଭିଙ୍କ ଗୀତା ଗାଇବା ପ୍ରଣାଳୀ ଅଲଗା ପ୍ରକାର ଥାଏ । କିଏ ସାଧା ଗୀତା ଗାଇବା ପାଇ ଭଲ ପାଉ ଥିବା ବେଳେ କିଏ କିଏ କେବଳ ରୋମାଣ୍ଟିକ ଗୀତା ଗାଇବା ପାଇଁ ଭଲ ପାଇ ଥାନ୍ତି । ଆଯୀ ଆମେ କହିବା କି ଆମ ଗହଣରୁ ଆଉ ଏକ ତାରକା ଚାଲି ଯାଇଛନ୍ତି ।

ଆମେ ଆମ ଦୁନିଆରେ ଅନେକ କଥା ଘଟଣା ହେଉ ଥିବାରେ ଦେଖୁଚେ ଏବେ କିଛି ଦିନ ତଳେ ଜଣେ ପଞ୍ଜାବୀ ଗାୟକ ଙ୍କୁ ଗୁଳି କରି ହତ୍ୟା କରା ଯାଇ ଥିଲା ଏବେ ଆଉ ଏକ ଗାୟକ କେକେ ଆମ ଗହଣରୁ ଚାଲି ଗଲେ । ଭାରତରେ ସାଧାରଣ ଭାବେ କଳା କୁ ନେଇକି ଲୋକମାନେ ଅଧିକା ଗର୍ବ ଅନୁଭବ ଅକରିଥାନ୍ତି । ଏହା ଆମର ସ୍ଵାଭିମାନ ହୋଇ ଥାଏ ।

ଏହା ପାଇଁ ଆମେ ଆମ ପରିଚୟ ଆରମ୍ଭ କରି ପାରି ଥାଉ ବୋଲି କୁହାଯାଇ ଥାଏ । ତେବେ ଆମ ପାଇଁ ଏକ ଦୁଃଖ ଖବର କି ଆମ ତାରକା ମାନଙ୍କ ଗହଣରୁ ଆଉ ଏକ ତାରକା କୁ ଆମେ କେବଳ ମନେ ରଖି ପାରିବା ତାକୁ ନା ଦେଖି ପାରିବା ନା ହିଁ ତା କଣ୍ଠରୂ ଆଉ ନୂଆ ଗୀତା ଶୁଣି ପାରିବା ।

ଆଜି କାଲୀ ସୋସିଆଲ ମିଡିଆ ର ପ୍ରଚ୍ଛଳନ ଖୁବ ଅଧିକା ହେଉଥିବା ସବୁ ଲୋକମାନେ ନିଜ ଟ୍ୟାଲେଣ୍ଟ କୁ ଏହା ମାଧ୍ୟମରେ ବାହାରକୁ ବାହାର କରିବା ପାଇଁ ଚାହୁଁ ଛନ୍ତି । ମାତ୍ର ଖୁବ ଜଣ ଅଛନ୍ତି ଯେଉଁ ମାନେ ଭାରତ ର ପ୍ରତିଘରେ ଆବାଜ ହୋଇ ପାରି ଛନ୍ତି । ଓଲିଉଡ ର ଫେମସ ଗାୟକ କ୍ରୀଷ୍ଣା କୁମାର କୁନ୍ନର ନିଜ କୁ କେକେ ନାମରେ ପରିଚିତ କରାଇ ପାରିଥିଲେ ।

ଇଣ୍ଡଷ୍ଟ୍ରି ରେ ତାଙ୍କର ଦେହାନ୍ତ କାଲୀ ରାତିରେ ହଠାତ ଚାଲି ଯାଇ ଛନ୍ତି । 90 ଦଶକ ରୁ ଆମକୁ ନୂଆ ନୂଆ ଗୀତା ଶୁଣାଉଥିବା ଏହି କେକେ ଙ୍କ ଦେହାନ୍ତ ଖବର ପାଇବା ପରେ ସାରା ଇଣ୍ଡଷ୍ଟ୍ରି ଏବେ ଶୋକରେ । ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଖୁବ କଷ୍ଟରେ ଅଛନ୍ତି ଏବେ ।

ସେ 53 ବର୍ଷ ର ଅଟନ୍ତି ସେ ଦିଲ୍ଲୀରେ ରୁହନ୍ତି ମାତ୍ର ତାଙ୍କ ପ୍ରକୃତ ଘର ରାଜସ୍ଥାନ ରେ ଅଟେ । ସେ ମାଲାୟଲମ ପରିବାର ରୁ ଆସିଛନ୍ତି ସେ ସବୁ ଧର୍ମ ଉପରେ ଭରସା କରୁଥିଲେ । ସେ ଗ୍ରାଜୁଏସନ ଯାଏ ପାଠ ପଢିଛନ୍ତି । ସେ ହିନ୍ଦୀ କୁ ଛାଡିକି ମାଲାୟଲମ, ତେଲୁଗୁ, କର୍ଣ୍ଣଡ ଭାଷାରେ ମଧ୍ୟ ଗୀତ ଗାଈ ଛନ୍ତି ।

ସେ ଖୁବ ପ୍ରଭିଭାବାନ ହୋଇଥିବା ହେତୁ ସେ ଏକ ଗୀତା ପାଇଁ 5 ଲକ୍ଷ ରୁ 6 ଲକ୍ଷ ନେଇ ଥାନ୍ତି । ସେ କେଉଁ ଲାଇଭ କାନସନ୍ଟ ପାଇଁ ସେ 10 ଲକ୍ଷ ରୁ 15 ଲକ୍ଷ ଯାଏ ଚାର୍ଜ କରୁଥିଲେ ସେ 60 କୋଟି ଟଙ୍କାର ମାଲିକ ଅଟନ୍ତି । ସେ ଗାଡି ସହ ଘୋଡା ସବାର କରିବାର ସଉକ ମଧ୍ୟ ରଖିଥିଲେ । ଏହା ସହିତ କେକେଙ୍କ ପାଖରେ ଗୋଟେ ଆଲିଶାନ ଘର ଓ କେତେକ ଲକ୍ସରି କାର ମଧ୍ୟ ଅଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଗାୟକ କେକେ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *