KK ଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ, ନଜର ଆସିଲା କିଛି ଏମିତି…ବିଶ୍ଵାସ କରି ହେବନି! ଆପଣ ବି ଦେଖନ୍ତୁ ଏହି Video

କୁହା ଯାଉଛି କି କେକେ ଙ୍କ ନିଧନ ହଠାତ ହୋଇ ଯାଇଛି । ଗତ କାଲୀ ରାତିରେ ସେ ଏକ କନସନ୍ଟ ରେ ଭାଗ ନେବା ପାଇଁ ଯାଇ ଥିଲେ । ଯାହା କଲିକତାରେ ଆୟୋଜନ କରା ଯାଇଥିଲା । ହଠାତ କିଛି ସ୍ମାୟ ମଧ୍ୟରେ ତାଙ୍କ ଦେହ ବହୁତ ଖରାପ ହେବା ରେ ଲାଗିବା ରୁ ତାଙ୍କୁ ଡାକ୍ତର ଖାନା କୁ ନିଆ ଯାଇ ଥିଲା ଯେଉଁ ଠି ତାଙ୍କୁ ମରୁତ ଘୋଷଣା କରା ଯାଇଥିଲା । କେକେ ପ୍ରାୟ 1 ଘଣ୍ଟା ଧରି ଗୀତା ଗାଉ ଥିଲେ ।

ଯାହା ଦ୍ଵାରା ତାଙ୍କ ର ଦେହ ଖରାପ ହୋଇଯିବା କଥା ସେହି ଜାଗାରେ ଥିବା ଲୋକମାନେ କହୁଛନ୍ତି । ଏହାର ଅନେକ ଭିଡିଓ ଭାଇରାଲ ହେଉଛି ଏହା ମଧ୍ୟରେ ଦେଖା ଯାଉଛି କି ସେ ଗାଇବା ବେଳେ ଖୁବ ଅସହ୍ୟ କଷ୍ଟ ଦେଇକି ଯାଉଛନ୍ତି ।

ଲାଇଭ ପରଫରମାନ୍ସ ସମୟରେ ହଠାତ କିଛି ଭଲ ଅଣୁଭା କରି ନଥିଲେ । ଏହା ମଧ୍ୟରେ ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବା ପାଇଁ ମିଲିଛି କି ତାଙ୍କ ଦେହ ଟିକେ ଖରାପ ଲାଗିବା ଦ୍ଵାରା ଦେହ ରୁ ଗାମ ଗାମ ହୋଇକି ଝାଳ ବାହାରିବା ପାଇଁ ଲାଗିଲା ।

ଯାହାକୁ ସେ ଏକ ଟାଉଏଲ ସାହାଯ୍ୟରେ ପୋଛିବା ପାଇଁ ଲାଗିଲେ । ସେ ଅଣନିଶ୍ବାଶ ଅନୁଭବ କରିବା ବେଳେ ଆଉ ରହି ପାରି ନଥିଲେ ସେହି ଜାଗାରୁ ସେ ନିଜ ୟୁନିଟ ସହ ବାହାରି ଆସି ଥିଲେ । ମାତ୍ର ତ୍ତାଙ୍କୁ ଡାକ୍ତର ଖାନା କୁ ନେବା ବେଳେ ବୋଧେ ହୁଏ ଡେରି ହୋଇ ଯାଇ ଥିଲା ।

ଡାକ୍ତର ମାନେ କହିଛନ୍ତି କି ସେ ଆଉ ଏହି ଦୁନିଆରେ ନାହାନ୍ତି । ଯାହା ଦ୍ଵାରା ତାଙ୍କୁ ଏବେ ଲକ୍ଷ ଲକ୍ଷ ଲୋକମାନେ ଖୁବ ମାନେ ପକାଉ ଛନ୍ତି । ହଠାତ ଏହି ଭଳି ଘଟଣା ର କାରଣ ଡାକ୍ତର ମାନେ ହାର୍ଟ ଆଟାକ ବୋଲି କହିଛନ୍ତି ।

ଏହା ମଧ୍ୟ କହିଛନ୍ତି କି ବୋଧେ ହୁଏ ଲମ୍ବା ସମୟ ଯାଏ ସେ ନିଜକୁ ସମ୍ଭାଳି ନେବା ପାଇଁ ଚେଷ୍ଟା କରିକି ଗୀତା ଗାଇବା ଦ୍ଵାରା ଏହି ଭଳି ହୋଇଛି । ତେବେ ଏହି ଘଟଣା ସାରା ବଲିଉଡ କୁ ଚମକାଇ ଦେଇଛି । ତେବେ ଆମ ଗହଣ ରୁ ହଜି ଯାଇ ଥିବା ଏହି ତାରକା ଆମ କୁ ଆଉ ତ ମିଳିବ ନାଇ ।

ଆମ ଗହଣ ରେ ନଥିବା ଏହି ଗାୟକ ଆମକୁ ଆଉ କେଉଁ ଭି ନୂଆ ଗୀତା ଦେଇ ପାରିବେନି କିନ୍ତୁ ଆମେ ତାଙ୍କୁ ସବୁ ଦିନ ପାଇଁ ନିଜ ସ୍ମୃତି ରେ ସାଇତି କି ରଖିବା ପାଇଁ ଦେବା । ସେ କେବଳ ବଲିଉଡ ନୁହେଁ ସେ ମାଲାୟଲମ ଓ ତେଲୁଗୁ ରେ ମଧ୍ୟ ନିଜର ଚାପ ଛାଡି ଯାଇ ଛନ୍ତି ।

Leave a Reply

Your email address will not be published. Required fields are marked *