ସତ ହେଇଗଲା ଶେଷ ଗୀତ! ଥରେ ଶୁଣନ୍ତୁ Live Showରେ KK ଙ୍କ ଏହି ଶେଷ ଗୀତ, ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

କେକେ ଯିଏ କି ଆମ ଚଳଚିତ୍ର ଦୁନିଆକୁ ବହୁତ ଅମୂଲ୍ୟ ସମୟ ଓ ନିଜର କଳାର କିଛି ନମୁନା ଦେଇ ଛନ୍ତି ସେ ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ଆଜି ଆମେ କହିବା କି ସେ ଯାହାଭି କମାଇ ଛନ୍ତି ତାହା ଏବେ ତାଙ୍କ ଜୀବନ ରକ୍ଷା କରି ପାରି ନଥିଲା । ନିଜ ଜୀବନ କୁ ସେ ଶେଷ ଏହି ଭଳି ଭାବେ ହେବ ବୋଲି ଭାବି ନଥିଲେ ଶେଷ ସମୟରେ ଭି ସାଙ୍ଗରେ ଥିଲା ସଂଗୀତ । ଯାହାକୁ ଗାଇବା ପାଇଁ ସେ କଲିକତା ଯାଇ ଥିଲେ ।

ସେ ଏକ ମାଲାୟଲମ ପରିବାର ରୁ ଆସିଛନ୍ତି ତାଙ୍କ ଗୀତା ସଭିଙ୍କ ମନକୁ ଛୁଇଁ ଯାଇ ଥାଏ ସେ ସବୁ ଧର୍ମ ଓ ସବୁ ପ୍ରକାର ଲୋକଙ୍କ ସହ ମିଶିବା ପାଇଁ ଭଲ ପାନ୍ତି । ଯେଉଁ ମାନେ କେକେ ଙ୍କ ଗୀତା ଶୁଣି ଛନ୍ତି ସେମାନେ ତାଙ୍କ ତାରିଫ ନକରିକି ରହି ପାରି ନଥାନ୍ତି ।

କେକେ ନିଜର ଏକ ଗୀତା ପାଇଁ ପ୍ରାୟ 5 ରୁ 6 ଲକ୍ଷ ଟଙ୍କା ଯାଏ ଦାବି କରି ଥାନ୍ତି । ଆଜି ଆମେ କହିବା କି କେକେ ଏବେ ଏକ ବହୁତ ଭଲ ସ୍ଥାନ ପାଇ ଥିବେ ଭାଗବାନ ଙ୍କ ତାଙ୍କ ଆତମାନ କୁ ଶାନ୍ତି ଦିଅନ୍ତୁ । ସେ ଏକ ପ୍ରୋଗ୍ରାମ ରେ କଲିକତା ଯାଇ ଥିଲେ ।

ହଠାତ ଗୀତ ଗାଇବା ବେଳେ ସେ ଆଶ୍ଵସ୍ତି ଅନୁଭବ କରି ଥିଲେ ଯାହା ପାଇଁ ସେ କିଛି ସମୟ ପାଇଁ ଗୀତା ଗାଇବା ବନ୍ଦ କରି ଦେଇ ଥିଲେ । କିନ୍ତୁ କିଛି ପ୍ରଭାବ ଆସି ନଥିଲା ତାଙ୍କ ଶରୀର ଉପରେ ଝାଳ ରେ ଗାଧୋଇ ପଡି ଥିଲେ ବାର ବାର ନିଜ ମୁହଁ କୁ ସେ ପୋଛିବା ପାଇଁ ଚେଷ୍ଟା କରୁଥିଲେ ।

ସେ ଜାଣି ନଥିଲେ କି ଏହା ହାର୍ଟ ଆଟାକ ର ଲକ୍ଷଣ ଅଟେ । ସେ ନିଜକୁ ସାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ଦେହ ଅଧିକା ଖରାପ ଲାଗିବା ଦ୍ଵାରା ନିଜ ୟୁନିଟ କୁ ନେଇକି ସେ ସେହି ଜାଗାରୁ ଚାଲି ଯାଇଥିଲେ । ସେ କିଛି ସମୟ ପରେ ବେହୋସ ହୋଇ ଯାଇଥିଲେ ।

ଡାକ୍ତର ଖାନା କୁ ନେବା ବେଳେ ଏହା ଜଣା ପଡିଲା କି ସେ ଆଉ ନାହାଁନ୍ତି ତାଙ୍କ ଦେହାନ୍ତ ଏକ ହାର୍ଟ ଆତ୍ତକ ରେ ହୋଇ ସାରିଛି । ଏହା ଶୁଣିବା ପରେ ସବୁ ଲୋକମମାନେ ସ୍ତବ୍ଦ୍ଧ ହୋଇ ଯାଇ ଥିଲେ । ତେବେ ଆମେ ଏହି ଭଳି ଏକ ମହାନ ଗାୟକ କୁ ହରାଇ ମନରେ ଅନେକ ପ୍ରକାର କଷ୍ଟ ଅନୁଭବ କରୁଛେ ।

ତାଙ୍କ ଫ୍ୟାନ୍ସ ମାନେ ଏହା ଶୁଣିବା ପରେ ନିଜ ମତ ଅନୁସାରେ ଦୁଃଖ ପ୍ରକାଶ କରି ଛନ୍ତି ମାତ୍ର 53 ବର୍ଷ ରେ ସେ ନିଜ ପ୍ରାଣ ହରାଇ ଛନ୍ତି । ଯେଉଁ ଘର ପରିବାର ଲୋକଙ୍କ କଥା କହିବା ଯଦି ଏହା ଆହୁରି ମଧ୍ୟ କଷ୍ଟ ଦାଯକ ଅଟେ ସ୍ଵୀକାର କରିବା ପାଇଁ ।

Leave a Reply

Your email address will not be published. Required fields are marked *