ଜୀବନ ପଛେ ଚାଲିଯାଉ କିନ୍ତୁ ତମସା ଦେଖିବା ଜରୁରୀ, କ୍ୟାମେରାରେ ରେକର୍ଡ ହେଲା ଭୟଙ୍କର ଦୃଶ୍ୟ…. ଦେଖନ୍ତୁ Video

ତୃତୀୟ ଆଖିଭଳି ଏହି ସିସିଟିଭି କ୍ୟାମରା ଓ ମୋବାଇଲ ନଥାନ୍ତା ତେବେ ଏମିତି ବହୁତ ଘଟଣା ଆମେ ଜାଣି ପାରିନଥାନ୍ତୁ ।ଏବେ ଆମେ ଟେକ୍ନୋଲୋଜି ଜରିଆରେ ଦେଖିବା ବହୁତ ସହାୟକ ହୋଇଛି । ବହୁତ ବାର ଏମିତି କାଣ୍ଡ ଓ ଘଟଣା ରେକଡ ହୋଇଯାଇଥାଏ । ଏହା ଦେଖି ହସି ହସି ହାଲିଆ ହୋଇଯାଇଥାଉ । ୮ ଜୁନ ୨୦୨୧ ଉତ୍ତର ଚିନର ଶାନକ୍ସି ଦତୋଙ୍ଗ ୟୁନିଭରସିଟିର ଜଣେ କଲେଜ ଛାତ୍ର ହାୟ କ୍ଷୀଅଓୟଙ୍ଗ ରେଶ ଟ୍ରାକରେ ଶହେ ମିଟର ରେଶରେ ଗୋଟେ ସ୍ପୃଣ୍ଟର୍ଷକୁ ପଛରେ ପକାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ ।

ସେ ତାଙ୍କର ଗୋଟିଏ ହାତରେ ଚାରି କିଲୋର କ୍ୟାମାରା ଧରିକି ଏତେ ସ୍ପିଡ ଦଉଡୁ ଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସମସ୍ତଙ୍କ ନଜର ତାଙ୍କ ପାଖରେ ଅଟକି ଯାଇଥିଲା । ସୋସିଆଲ ମିଡିଆରେ ଲୋକ ସେଇ ଲୋକଟିକୁ ଅସଲି ୱିନର ବୋଲି କହିଥିଲେ । ପୋଲିସ ସାଧାରଣ ଜନତା ଭିତରେ ଗୋଟିଏ ଭୟ ସୃଷ୍ଟି କରିଛନ୍ତି ।

ଆମେ ସବୁବେଳେ ଏମିତି ଭାଇରାଲ ଭିଡିଓରେ ଦେଖୁଛୁ । କିନ୍ତୁ କ୍ୟାମରାରେ ଏମିତି ଗୋଟିଏ ଘଟଣା କେଦ ହୋଇଛି ଯାହା ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ମଧ୍ୟ ପ୍ରଦେଶର ସାଗର ଜିଲାର ଏସ ଏଚ ଅନୁପ ସିଂହ ଠାକୁର ଲୋକଙ୍କ ମାନଙ୍କୁ କୋରୋନା ସମୟରେ ଲୋକ ମାନଙ୍କ ମଧ୍ୟରେ ଜାଗରୁକତା ଆଣିବାରେ ଲୋକ ମାନଙ୍କୁ ବହୁତ ସାହାର୍ଯ୍ୟ କରିଚମନ୍ତି ।

ତାଙ୍କ ଗୋଟିଏ ଭିଡିଯୋ ଭାଇରାଲ ହେବାକୁ ଲାଗିଛି ତାହା ଅଟେକି ସେ ରାସ୍ତା କଦରେ ଗୋଟିଏ ପାରିବା ବିକାଳୀକୁ ରାସ୍ତା କଦରେ ବିନା ମାସ୍କ ପିନ୍ଧି ପାରିବା ବିକୁଥିବାର ଦେଖିଲେ । ସେ ସେଠାରେ ଗାଡି ରୋକୀ ସେ ସେଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମାସ୍କ ଦେଇ ଓ ତାଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲେ ।

ସେ ଲୋକଟି କୌଣସି ଦୁର୍ଘଟଣାର ଶିକାର ନହେଉ ତାକୁ ଶେଠୀ ପାଇଁ ତାର ସବୁ ପରିବା ଉଠାଇ ତାକୁ ରୋଡରୁ ଦୂରରେ ବସାଇ ଥିଲେ । ଏମିତି ପୋଲିସ ବାଲାଙ୍କ ପାଇଁ ହୃଦୟରୁ ଦୁଆ ଆସିଥାଏ । ବେଲେଇ ମାନେ ସବୁବେଳେ ତାଙ୍କର କଉତିକିୟା ପ୍ରକୃତି ଲାଗି ସବୁବେଳେ ସାମନାକୁ ଆସିଥାନ୍ତି ।

ସେ ବହୁତ ଉଞ୍ଚାରୁ ଉଠିକି ବଞ୍ଚି ଥାନ୍ତି ବା କାନ୍ଥରେ ଚାରି ଗୋଡରେ ଝଟପଟ ଚଢି ଯାନ୍ତି । ଆଉ ତାଙ୍କଠୁ ବଡ ପଶୁଙ୍କ ସହିତ ବିନା ଡରରେ ଲଢି ଯାଇଥାନ୍ତି । ଆଉ ତାଙ୍କ ପ୍ରହାରରୁ ମରୁ ମରୁ ବଞ୍ଚି ଥାନ୍ତି । ଏମିତି ଗୋଟେ ଘଟଣା ୧୦ ଜୁଲାଇ ୨୦୨୦ ରେ ଗୋଟିଏ କୁକୁର ଗୋଟେ ଛୋଟ ପିଲାକୁ ଏକ ଦେଖି ତା ଉପରେ ଆକ୍ରମଣ କରିଥିଲା । ବିଲେଇଦେଖି ସେଇ କୁକୁର ଉପରେ ଯେତେବେଳେ ଆକ୍ରମଣ କରିଥିଲା କୁକୁର ବିଲେଇ ଡରରେ ପିଲାଟିକୁ ଛାଡି ଦେଇଥିଲା ଆଉ ସେଇ ସମୟରେ ପିଲାଟିର ମାଆ ଆସିଯାଇଥିଲା ।

Leave a Reply

Your email address will not be published. Required fields are marked *