ଜୀବନରେ ସବୁକିଛି କରନ୍ତୁ କିନ୍ତୁ “ପ୍ରେମ” କାହାକୁ କରନ୍ତୁ ନାହିଁ- Krishna Vani

ସବୁ ବ୍ୟକ୍ତି ମାନଙ୍କ ଜୀବନରେ ପ୍ରେମ ଗୋଟିଏ ଏମିତି ବନ୍ଧନ ଯାହାକୁ ସମସ୍ତେ ଅନୁଭବ କରନ୍ତି । କେହି କେହି ପ୍ରେମକୁ ବହୁତ ପସନ୍ଦ କରୁଥିଲେ ଅପର ପାର୍ଶ୍ଵରେ କେହି କେହି ଏହାକୁ ପସନ୍ଦ କରିନଥାନ୍ତି । ଏହି ସବୁ ମୁହୂର୍ତରେ କାହାକୁ ସଫଳ ପ୍ରେମ ମିଳିଥାଏ ତ କାହାକୁ ଧୋକା ମିଳିଥାଏ । କିଏ ପ୍ରେମ ପାଇଁ କାନ୍ଦୁଥିଲେ କେହି କେହି ଧୋକା ପାଇଁ କାନ୍ଧୁଥାନ୍ତି । ଯଦି କିଏ ଆପଣଙ୍କ ହୃଦୟକୁ କଷ୍ଟ ଦିଏ ତେବେ ଆପଣ ସେହି କ୍ଷେତ୍ରରେ ଚୁପ ରହିବା ଶିଖିଯାଆନ୍ତୁ ।

କାରଣ ଆପଣ ଯାହାକୁ ଜବାବ ଦେଇ ପାରନ୍ତି ନାହିଁ, ତାକୁ ଇଶ୍ଵର ଜବାବ ଦେଇଥାଏ । ଯଦି ଆପଣଙ୍କ ଜୀବନରେ ଖରାପ ସମୟ ନଆସେ, ତେବେ କେଉ ବ୍ୟକ୍ତି କେତେ ଆପଣାର ଏବଂ କେଉଁ ବ୍ୟକ୍ତି ଆପଣଙ୍କ ସାଥ ଛାଡି ଦେଉଛି ତାହା ଆପଣ କେମିତି ଜାଣିବେ ?

ଯଦି ଆପଣଙ୍କର ଅତି ଆପଣାର ବ୍ୟକ୍ତି ଆପଣଙ୍କୁ ଧୋକା ଦେଉଛନ୍ତି, ଏହା ଆପଣ ଜାଣି ସାରିଛନ୍ତି ତେବେ, ଆପଣ ଏହି ଧୋକା ବିଷୟରେ କେବେ ତାହାକୁ ଜଣାନ୍ତୁ ନାହିଁ । ଆପଣ ଧୀରେ ଧୀରେ ସେହି ବ୍ୟକ୍ତି ଜଣଙ୍କୁ ନିଜ ଜୀବନଠାରୁ ଦୂର କରି ଦିଅନ୍ତୁ । ଆପଣ କିଛି ଏମିତି ଭାବନ୍ତୁ ନାହିଁ ଯେ, ସେହି ବ୍ୟକ୍ତି ଜଣକ ଛାଡି ଗଲେ ଆପଣଙ୍କ ଜୀବନ ବର୍ବାଦ ହେଇଯିବ । କୌଣସି କାରଣରୁ ଆପଣ ନିଜର ସମ୍ପୂର୍ଣ ସ୍ଵୋଛ ମନରୁ ତାହା ସହିତ ରହି ଆସିଛନ୍ତି ।

ଯଦି ସେ ଧୋକା ଦେଉଅଛି, ଆପଣ ଏହା ଜାଣି ସାରିଳେଣି ତେବେ, ଆପଣ ତାହାଠାରୁ ପ୍ରତିଶୋଧ ନିଅନ୍ତୁ ନାହିଁ । ତାକୁ ନିଜ ଜୀବନର ଗୋଟିଏ ଭୁଲ ଭାବି ନିଜ ଜୀବନରୁ ବାହାର କରିଦିଅନ୍ତୁ । ଗୋଟିଏ ମହତ୍ଵପୂର୍ଣ କଥା ମନେ ରଖନ୍ତୁ, ଆପଣ ସେହି ବ୍ୟକ୍ତି ଜଣଙ୍କୁ ଆଉ ଗୋଟେ ସୁଯୋଗ ଦିଅନ୍ତୁ ନାହିଁ । ଯେ ଦିନେ ସେ ସୁଧୁରିଯିବ । କାରଣ ଯେଉଁ ବ୍ୟକ୍ତି ଆପଣଙ୍କୁ ଥରେ ଧୋକା ଦେଇ ସାରିଛି ସେ ଆହୁରି ଅନେକ ଥର ମଧ୍ୟ ଆପଣଙ୍କୁ ଧୋକା ଦେବ । ଏଭଳି ଲୋକଙ୍କୁ କିଛି ଫରକ ପଡିନଥାଏ ଯେ ଆପଣଙ୍କ ହୃଦୟକୁ କେତେ ଆଘାତ ଲାଗୁଥିବ ।

କଥାରେ ଅଛି, ସମୁଦ୍ରକୁ ପାଦ ଓଦା ନକରି ପାର କରାଯାଇଥାଏ । କିନ୍ତୁ ଆଖି ବନ୍ଧ କରି ପ୍ରେମ କରାଯାଇନଥାଏ । ପ୍ରତାରଣାର ଅର୍ଥ ସେମାନଙ୍କୁ ପଚାରନ୍ତୁ ଯିଏ କାହାକୁ ଅଧିକାର ଅଧିକ ଭଲପାଇଥାଏ, ମାତ୍ର ଅପର ପାର୍ଶ୍ବରୁ ତାକୁ ଧୋକା ମିଳିଥାଏ । ବହୁତ ଆଘାତ ଲାଗିଥାଏ ଯେବେ କେହି ଅତିଆପଣାର ବ୍ୟକ୍ତି ଛାଡି ଚାଲିଯାଇଥାଏ । ସେହି ବ୍ୟକ୍ତି ଜଣକ ସବୁ କିଛି ଭୁଲି ଯାଏ । ତାହାର କୌଣସି କାର୍ଯ୍ୟରେ ମନ ଲାଗେନାହିଁ ।

ପରିସ୍ଥିତି ଏମିତି ଆସିଯାଇଥାଏ ଯେ ସେହି ବ୍ୟକ୍ତି ଜଣଙ୍କ ନିଜକୁ ଗୋଟିଏ ଗୃହରେ ବନ୍ଧ କରି ଜୋରରେ ଚିତ୍କାର କରିଥାଏ । ଏବଂ ଧୀରେ ଧୀରେ ପାଗଳ ମଧ୍ୟ ପାଲଟି ଯାଇଥାଏ । ଯେବେ ଯେବେ ହୃଦୟ କାନ୍ଦେ, ସେବେ ସେବେ ସେ ଏହି ବାରତା ଦେଇଥାଏ ଯେ ସବୁ କିଛି କରିବ ଜୀବନରେ ପ୍ରେମ ଆଦୌ କରିବ ନାହିଁ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *