Famous ସିରିୟଲ CIDର ଅଭିନେତା ମାନଙ୍କ Real ଲାଇଫ ସ୍ତ୍ରୀମାନେ ଦେଖିବାକୁ ବହୁତ Hot ଓ Bold

ସିରିଏଲ୍ ଦୁନିଆରେ ବହୁତ୍ ଅଭିନେତା ଆଉ ଅଭିନେତ୍ରୀଙ୍କୁ ସମସ୍ତେ ଜାଣିଥାନ୍ତି କାହିଁକି ନା ତାଙ୍କୁ ଦର୍ଶକ ସିରିଏଲ୍ ରେ ଦେଖି ଥାନ୍ତି । ସିରିଏଲ୍ ଦୁନିଆରେ ଲୋକ ନିଜ ଅଭିନୟ ଦ୍ୱାରା ସେ ନିଜର ଗୋଟେ ପରିଚୟ ସମସ୍ତଙ୍କ ଆଗରେ ସ୍ଥାପନା କରନ୍ତି କିନ୍ତୁ ତାଙ୍କ ଘର ଲୋକଙ୍କ ବିଷୟରେ ବହୁତ୍ କମ ଲୋକ ଜାଣିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି କଳାକାର ମାନଙ୍କ ଘର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଆପଣ ମାନେ ଜାଣି ନଥିବେ । ତେବେ ଆପଣ ମାନେ ଶିଆଇଡି ସିରିଏଲ୍ ଦେଖୁଥିବେ ଓ ଆପଣଙ୍କୁ ତାଙ୍କ ଅଭିନୟ ମଧ୍ୟ ବହୁତ୍ ଭଲ ଲାଗିଥିବ ।

୧- ରିଶିକେଶ ପାଣ୍ଡେ :

ଆପଣ ମାନେ ସିଆଇଡି ସିରିଏଲ୍ ରେ ଋଷିକେଶ ପାଣ୍ଡେ ସଚିନ ଇନ୍ସପେକ୍ଟର ଅଭିନୟ କରିଥିଲେ ତାଙ୍କ ଅଭିନୟ ଲୋକଙ୍କ ମନରେ ବହୁତ୍ ଅଲଗା ଭାବନା ବନେଇଥିଲା କିନ୍ତୁ କଣ ଆପଣ ତ୍ରୁଷା ପାଣ୍ଡେଙ୍କୁ ଜାଣିଛନ୍ତି କି ସେ ଋଷିକେଶଙ୍କ ସ୍ତ୍ରୀ ଅଟନ୍ତି ତାଙ୍କ ସ୍ତ୍ରୀ ଦେଖିବା ପାଇଁ ବହୁତ୍ ସୁନ୍ଦର ଅଛନ୍ତି କଉନସି ଅଭିନେତ୍ରୀ ଠାରୁ କମ ନୁହନ୍ତି ।

୨- ଦୟାନନ୍ଦ ସେଠି :

ଦୟାନନ୍ଦ ସେଠୀଙ୍କ ଅଭିନୟ ସିଆଇଡି ସିରିଏଲ୍ ରେ ଦୟା ନା ରେ ପ୍ରଚଳିତ ଅଛନ୍ତି, ତାଙ୍କ ଅଭିନୟ ଆଉ ତାଙ୍କ ଦମଦାର ଲୁକ୍ ଦର୍ଶକ ମାନଙ୍କୁ ବହୁତ୍ ପଶନ୍ଦ ହୋଇଥାଏ । ଦୟାନନ୍ଦ କେବଳ ସିରିଏଲ୍ ନୁହଁ ଫିଲ୍ମରେ ମଧ୍ୟ ବହୁତ୍ ଭଲ କାମ କରିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ତାଙ୍କ ସ୍ତ୍ରୀଙ୍କ ନାମ୍ ସ୍ମିତା ସେଠି ଅଟେ ଆଉ ଦୁହିଁଙ୍କ ଗୋଟେ ଝିଅ ମଧ୍ୟ ଅଛି ।

୩- ଅଭିଜିତ ଶ୍ରୀଵାସ୍ତବ :

ଅଭିଜିତ ଶ୍ରିଵାସ୍ତବ ଅଭିନୟ ବହୁତ୍ ଭଲ କରନ୍ତି, ତାଙ୍କ  ସିରିଏଲ୍ ନାମ୍ ଆଦିତ୍ୟ ଥିଲା ଆଉ ତାଙ୍କ ଅଭିନୟ ଲୋକଙ୍କ ମନରେ ବହୁତ୍ ଭଲ ନା କରିଛି । ତାଙ୍କ ସ୍ତ୍ରୀଙ୍କ ନାମ୍ ମାନସୀ ଅଟେ ଦୁହେଁ ବହୁତ୍ ସୁନ୍ଦରୀ ଅଟନ୍ତି ।

୪- ଡକ୍ଟର ତାରିକା :

ସିଆଇଡି ସିରିଏଲ୍ ରେ ତାରୀକା ଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣି ଥିଲା । ତାରିକାଙ୍କ ମନ ଅନୁଯାଇ ତାଙ୍କୁ କାମ ମଧ୍ୟ ମିଳିଥିଲା ସେ ଅଭିନୟ ସହ ମଡଲିଙ୍ଗ କରିବାକୁ ପସନ୍ଦ କରନ୍ତି ତାଙ୍କ ସ୍ୱାମୀଙ୍କ ନାମ ଦୀପକ ତୋମର ଅଟେ ଆଉ ତାରୀକାଙ୍କ ଅସଲ ନାମ୍ ଶ୍ରଦ୍ଧା ଅଟେ ।

Leave a Reply

Your email address will not be published. Required fields are marked *