ଯିଏ ମିଛ ପ୍ରେମ କରିବ ସିଏ…. ବାରମ୍ବାର ଏହି ସବୁ ପ୍ରଶ୍ନ ନିଜକୁ ନିଜେ ପଚାରିବ- Love Tips

ବନ୍ଧୁଗଣ ପ୍ରେମ ଦୁନିଆର ଏମିତି ଏକ ସତ୍ୟ ଯାହାକୁ କେହି କେବେ ବଦଳାଇ ପାରିବେ ନାହିଁ । ପ୍ରେମ କେବେ ବି ଜିଦି ରେ ନୁହେଁ ପ୍ରେମ ଭାଗ୍ୟରେ ଥିଲେ ମିଳିଥାଏ । ସେଥିପାଇଁ ତ ଭଗବାନ କୃଷ୍ଣ ରାଧା ଙ୍କ ବିନା ରହିଥିଲେ । ମଣିଷ ଜୀବନରେ ଦୁଇଟି ସ୍ଥାନରେ ହାର ମାନି ଥାଏ । ଗୋଟେ ପ୍ରେମ ପାଖରେ ଓ ଦ୍ବିତୀୟରେ ପରିବାର ପାଖରେ । ପ୍ରେମର ଅନୁଭବ ଟିକେ ନିଆରା ହୋଇଥାଏ ।

ପ୍ରେମ କରୁଥିବା ବ୍ୟକ୍ତି ଦୂରରେ ଥିଲେ ବି ଭବନରେ ପାଖରେ ଥାଏ । ସଚ୍ଚା ପ୍ରେମ କଣ ହୋଇଥାଏ ଏ କଥା ସିଏ ବୁଝିଥାଏ ଯିଏ ପ୍ରେମ କରି ନିଜ ପ୍ରେମକୁ ହରାଇଛି । ଆଜି ଆମେ ଜାଣିବା ମିଛ ପ୍ରେମ କରୁଥିବା ମଣିଷ ଟି ବାରମ୍ବାର କେଉଁ ପ୍ରଶ୍ନ ପଚାରିଥାଏ । ଅନେକ ସମୟରେ ମଣିଷ କାନ୍ଦି ଥାଏ ଯାହାର ଖୁସି ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଥାଏ । ଯାହା ସହଜରେ ମିଳେ ତାହାର ମହତ୍ଵ ମଧ୍ୟ ଶସ୍ତା ହୋଇଥାଏ ।

କେବେ ବି କାହା ଠାରୁ ଅଧିକ ଆଶା ର୍ତାଖିବା ଉଚିତ ନୁହେଁ । ନ ହେଲେ ନିଜେ ଦୁଃଖ ରେ ରହିବ ଆଉ କାହାକୁ ବି ଏ କଥାକୁ ନେଇ ଫରକ ପଡିବ ନାହିଁ । ଅନ୍ୟ ମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ସେ କଥା ଜରୁରୀ ନୁହେଁ । କାରଣ ଆପଣ ନିଜେ କଣ ତାହା ନିଜେ ଭଲ ଭାବେ ବୁଝିଛନ୍ତି । ସେଥିପାଇଁ କାହାକୁ କହିବ ଜରୁରୀ ନୁହେଁ । ଯାହା ସହ ଆପଣ ରହିବାକୁ ପସନ୍ଦ କରନ୍ତି ଗୋଟିଏ ବାହାନା ତ ନିଶ୍ଚୟ ମିଳିଯିବ ।

କିନ୍ତୁ ଯାହା ସହ ରହିବା ପସନ୍ଦ ନୁହେଁ ତାଙ୍କ ସହ ନ ରହିବା ପାଇଁ ହଜାର ବାହାନା ମିଳିଯିବ । ସଚ୍ଚା ପ୍ରେମ କରୁଥିବା ମଣିଷ ଅଧିକ କଥା କୁହନ୍ତି ନାହିଁ କିନ୍ତୁ ପ୍ରେମ ପାଇଁ ଅଧିକ ଚିନ୍ତା କରିଥାନ୍ତି । ସେମାନେ ଦେଖେଇ ହୁଅନ୍ତି ନାହିଁ ପ୍ରେମ ପାଇଁ ବହୁତ ବ୍ୟସ୍ତ ହୋଇଥାନ୍ତି । ମଣିଷ ଯେବେ କାନ୍ଦି ଥାଏ ସେତେବେଳେ ସେ ଦୁର୍ବଳ ହୋଇଯାଏ । କିନ୍ତୁ କାନ୍ଦି କାନ୍ଦି ନିଜକୁ ସମ୍ଭାଳୁଥିବା ମଣିଷ ଟି ଶେଷରେ ମଜବୁତ ହୋଇଯାଏ ।

ହୃଦୟର ସମ୍ପର୍କ ସବୁଠାରୁ ନିଆରା ହୋଇଥାଏ ଏ ଦୁନିଆରେ । କାରଣ ସବୁଠୁ ଅଧିକ ସି କାନ୍ଦିଥାନ୍ତି ଯିଏ ସମ୍ପର୍କ କୁ ହୃଦୟ ରୁ ମାନି ଥାନ୍ତି । ମଣିଷ ନିଜ ଜୀବନରେ ତାକୁ ଭଲ ପାଇବା ଉଚିତ ଯିଏ କି ବିନା ସ୍ଵାର୍ଥ ରେ ଅନ୍ୟ କୁ ଭଲ ପାଇଥାନ୍ତି । ସମୟ ବହୁତ କିଛି ଶିଖେଇ ଦିଏ ଆମକୁ । ଲୋକଙ୍କ ସହ ବଞ୍ଚିବା ବି ଆଉ ଲୋକଙ୍କ ବିନା ବଞ୍ଚିବା ବି ।

ନିଜ ଉପରେ ବିଶ୍ଵାସ ରଖ । ତେବେ ମିଛ ପ୍ରେମ କରୁଥିବା ମଣିଷ ପାଖରେ ଏଭଳି କିଛି ସ୍ଵାର୍ଥ ଭାବନା ରହିଥାଏ ଯାହା ତା ମନରେ ବାରମ୍ବାର ପ୍ରଶ୍ନ ହୋଇ ଆସିଥାଏ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *