ଏହି 8ଟି ସଂକେତ ମିଳିଲେ ଜାଣିବେ ଭଗବାନ ଆପଣଙ୍କ ସାଥିରେ ଅଛନ୍ତି!

ବନ୍ଧୁଗଣ ସୁଖ, ଦୁଃଖ, ହାନି, ଲାଭ ଜୀବନର ଏକ ଅଂସ ଅଟେ । ଏହା ଆସିଥାଏ ଓ ଯାଇଥାଏ । କିନ୍ତୁ କିଛି ଲୋକ ଜୀବନରୁ ଏତେ ନିରାଶ ହୋଇ ଯାଇଥାନ୍ତି କି ତାଙ୍କୁ ଲାଗିଥାଏ କି ଭଗବାନ ତାଙ୍କ ସହ ନାହାନ୍ତି । କିଛି ଲୋକ ଏମିତି ଭାବିଥାନ୍ତି କି ଭଗବାନ ସତରେ ଅଛନ୍ତି କି ନାହିଁ । ଭଗବାନ ଅଲଗା ଅଲଗା ରୂପରେ ମନୁଷ୍ୟ ସହ ରହିଥାନ୍ତି । ଆଜି ଆମେ ଜାଣିବା ଏମିତି କିଛି ଅଙ୍କେତ ବିଷୟରେ ଯାହା ଦ୍ଵାରା ଜଣା ପଡିଥାଏ କି ଭଗବାନ ମନୁଷ୍ୟ ସହ ଅଛନ୍ତି ।

1- ଯଦି ଆପଣଙ୍କ ଉପରେ ଭଗବାନଙ୍କ ହାତ ଥିବ ତେବେ ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ବିଫଳ ହେବେ । ଇଶ୍ଵର ଆପଣଙ୍କୁ ଭଲ ପାଉଥିଲେ ଏମିତି ହେବ । ଆପଣ ଅଧିକ ମେହନତ କରିବେ। ସଚ୍ଚା ରସତରେ ଚାଳିବେ କିନ୍ତୁ ବିଫଳତା ପାଇବେ । ଆପଣ ବିଫଳତା ସେତେବେଳେ ଯାଏଁ ଦେଖିବେ ଯେବେ ଯାଏଁ ଜୀବନର ଅର୍ଥ ନ ବୁଝିଛନ୍ତି ।

2- ଯେବେ ଭଗବାନ ଆପଣଙ୍କ ସହ ଥିବେ ଆପଣ ଏକ ଅନୁଭବ କରିବେ । ଆପଣଙ୍କ ସାମନାରେ ଏମିତି ସ୍ଥିତି ଆସିବ ଆପଣ କଣ କରିବେ କଣ ନାହିଁ ବୁଝିପାରିବେନି । ଆପଣ କାହାକୁ ନିଜର ସମସ୍ଯା କହିଲେ ବି କେହି ବୁଝିପାରିବେନି ।

3- ଭଗବାନଙ୍କ କୃପା ହେଲେ ଆପଣଙ୍କୁ ଦୁଃଖ ମିଳିବ ଓ ଆପଣଙ୍କୁ ଲାଗିବ ଆମ ଜୀବନରେ ଏହା ଠାରୁ ଖରାପ କମ ହୋଇପାରେ । ଆପଣ ଦୁଃଖର ଚରମ ସୀମା ଅନୁଭବ କରିବେ । ଜୀବନରେ ବଡ ବଡ ଦୁଃଖ ଆସିବ ଓ ଭୌତିକ ସୁଖ ତ୍ୟାଗ କରି ଆଧ୍ୟାତ୍ମିକ ମାର୍ଗ ଆପଣେଇବା ଉଚିତ ।

4- ଭଗବାନଙ୍କ କୃପା ହେଲେ ମଣିଷର ସବୁ ଆଶା ଭାଙ୍ଗିଯିବ । ଏହା ଦ୍ଵାରା ଆପଣ ନୂଆ କିଛି ଖୋଜିବାରେ ଲାଗିବ । ଆପଣ ବିଫଳତା ହେବାର କାରଣ ଜାଣିପାରିବେ । ଆପଣ ନିଜକୁ ନିଜେ ପ୍ରଶ୍ନ କରିବେ ଓ ସେହି ପ୍ରଶ୍ନ ଆପଣଙ୍କୁ ଯୋଡିବାରେ ଲାଗିବ ।

5- ଭଗବାନ ଆପଣଙ୍କ ସହ ସାଥିରେ ଥିଲେ ଆପଣଙ୍କ ଚରିତ୍ରରେ ଚେଞ୍ଜେସ ଆସିବ । ଆପଣ ପୂର୍ବ ଅପେକ୍ଷା ଶାନ୍ତ ହୋଇଯିବେ । ଭଗବାନଙ୍କୁ ଖୋଜିବା ଆରମ୍ଭ କରିଲେ ନିଜ ଭିତରେ ପରିବର୍ତ୍ତନ ଆସିଯିବ ।

6- ଭଗବାନ ଆପଣଙ୍କ ସହ ଥିଲେ ଆପଣ ହାର ଜିତ ବୁଝିପାରିବେ । ଏହି ସମୟରେ ଆପଣଙ୍କ ଜୀବନର ନଜରିୟା ବଦଳିଯିବ । ଆପଣ ହାନି ଲାଭର ବିଚାର କରିପାରିବେ । ଭଗବାନଙ୍କ ଭକ୍ତିରେ ଏତେ ଲୀନ ରହିବେ କି ଦୁଃଖ ସୁଖ ଆପଣଙ୍କୁ ବିଚଳିତ କରିପାରିବନି ।

7- ଯେବେ ଆପଣ ଭଗବନାଙ୍କ ଭକ୍ତିରେ ଲୀନ ହୋଇଥାନ୍ତି ଏକ ପରୀକ୍ଷା ଦେବାକୁ ପଡିଥାଏ । ଏମିତି ସ୍ଥିତି ଆସିଥାଏ ଯେବେ ସବୁ କିଛି ସହଜରେ ପ୍ରାପ୍ତ ହୋଇଥାଏ ।

8- ଶେଷରେ ଭଗବାନଙ୍କ ଆପଣଙ୍କ ସହ ଥିଲେ ଐଶ୍ଵରୀୟା ପ୍ରାପ୍ତ ହୋଇଥାଏ । କିନ୍ତୁ ଏଥିରୁ ବଞ୍ଚିତ ରହିବାର ଅଛି । ଯେଉଁ ଜିନିଷ ପ୍ରାପ୍ତ କରିବା କଷ୍ଟକର ଥିଲା ତାହା ସହଜ ହୋଇଯିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *