ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସବୁ ସଂକେତ, ଆପଣଙ୍କୁ ମିଳୁଛି କି ?

ବନ୍ଧୁଗଣ ପ୍ରତେକ କେହି ଇଚ୍ଛା କରିଥାନ୍ତି ତାଙ୍କ ଜୀବନରେ ସୁଖ ସମୃଦ୍ଧି ରହୁ । ଖରାପ ସମୟ ବିତାଇବା ବହୁତ କଷ୍ଟକର ହୋଇଥାଏ କିନ୍ତୁ ଏହି ଦିନରେ ଏମିତି ସଂକେତ ମିଳିଥାଏ କି ଯେଉଁଥିରୁ ଜଣା ପଡିଥାଏ କି ଭଲ ଦିନର ଆଗମନ ହେବାକୁ ଯାଉଛି । ଏହି ସଂକେତ ଗୁଡିକ ବିଷୟରେ ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି କି ସମୟ ସମସ୍ତଙ୍କ ପାଇଁ ସମାନ ନୁହେଁ । କେବେ ଭଲ ତ କେବେ ଖରାପ ସମୟ ଚାଲିଥାଏ ।

ପ୍ରକୃତି ଅନୁସାରେ ଦିନ ରାତି ଯେମିତି ହୋଇଥାଏ ସେମିତି ଖରପା ଭଲ ସମୟ ଚାଲିଥାଏ । ଆଜି ଆମେ ଜାଣିବା ଭଲ ସମୟ ଆସିବା ପୂର୍ବରୁ କେଉଁ କେଉଁ ସଂକେତ ମିଳିଥାଏ । 1- ଯଦି କାଉ ଘରର ଛାତ ଉପରେ ବା କୌଣସି ବ୍ୟକ୍ତି ଉପରେ ବସିଥାଏ ତେବେ ଗୃହକୁ ଅତିଥିଙ୍କ ଆଗମନର ସୂଚନା ମିଳିଥାଏ ।

2- ଧଳା ଗାଈ ଭବନ ଦ୍ବାରରେ ରାବ କରିଥାଏ ତେବେ ଗୃହର ସୁଖରେ ବୃଦ୍ଧି ହୋଇଥାଏ । ଏଣୁ ଗୋମାତାଙ୍କୁ ରୁଟି ଖାଇବାକୁ ଦେବା ଉଚିତ ।

3- ଯଦି ସକାଳୁ ମନ୍ଦିରରୁ ଭଜନ, ଘଣ୍ଟି, ସଙ୍କୀର୍ତ୍ତନ ଶବ୍ଦ ଶୁଣାଯାଏ ତେବେ ଶୁଭ ହୋଇଥାଏ । ଯାତ୍ରା ସମୟରେ ବାମ ପଟେ ମାଙ୍କଡ ବା କୁକୁର ଦେଖିଲେ ଧନ ଆସିବାର ସଂକେତ ହୋଇଥାଏ ।

4- ଯଦି ରାସ୍ତାରେ ଯାଉଥିବା ସମୟରେ ନବ ବିବାହିତା ସ୍ତ୍ରୀ ନଜରା ଆସିଥାଏ ଶୁଭ ସଂକେତ ହୋଇଥାଏ । ନଡିଆ ସକାଳୁ ଉଠିବା ପରେ ଦେଖିଲେ ଭଲ ଖବର ମିଳିବାର ସୂଚନା ହୋଇଥାଏ ।

5- ଧଳା ସାପ ସ୍ଵପ୍ନରେ ନଜର ଆସିଲେ ଭାଗ୍ୟ ଖୋଲିବାର ଇସାରା ଦେଇଥାଏ । ପକ୍ଷୀ ମଳତ୍ଯାଗ କରିବା ଭାଗ୍ଯବାନ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ।

6- ସକାଳୁ ଉଠିବା ପରେ କ୍ଷେତ ବା ଜଳାଶୟ ଦେଖନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଘରର କୌଣସି ବ୍ୟକ୍ତି କାମରେ ବାହାରକୁ ଯାଉଥିବା ସମୟରେ କେହି ତାକୁ ପଚରାନ୍ତି କି କେଉଁଠି କି ଓ କାହିଁକି ଯାଉଛ ତେବେ ଅଶୁଭ ହୋଇଥାଏ ।

7- ବର୍ଷା ସମୟରେ ସୂର୍ଯ୍ୟ ଆକାଶରେ ଦେଖାଯାଏ ତେବେ ଜଲ୍ଦି ମାଲାମାଲ ହେବାର ସଂକେତ ହୋଇଥାଏ । ସକାଳୁ ଉଠିବା ପରେ କ୍ଷୀର, ଦହି ଦେଖିଲେ ଭଲ ଭାଗ୍ୟ ଆସିବାର ସୂଚକ ହୋଇଥାଏ ।

8- ଚମଗାଦଡ ସକାଳୁ ଦେଖିଲେ ଅତିଅନ୍ତ ଶୁଭ ହୋଇଥାଏ । କଇଁଛ ଭଲ ଭାଗ୍ଯର ପ୍ରତୀକ ହୋଇଥାଏ । କଇଁଛ ଦେଖିବାର ଅର୍ଥ ଭଲ ଖବର ମିଳିଥାଏ ।

9- ଘରର ଦ୍ଵାରା ପାଖରେ ହାତୀ ନିଜର ଶୁଣ୍ଢ ଉଚ୍ଚ କରିଥାଏ ସେଠାରେ ଉନ୍ନତି ତଥା ମଙ୍ଗଳ ହେବାର ସୂଚନା ମିଳିଥାଏ । ଭୁଲରେ କୌଣସି ବ୍ୟକ୍ତି ଓଲଟା କପଡା ପିନ୍ଧିଲେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

10- ଜରୁରୀ ଯାତ୍ରା ସମୟରେ ଯଦି ମନେ ପଡେ କି ଜରୁରୀ ଜିନିଷ ଭୁଲି ଯାଇଛନ୍ତି ତେବେ ଖରାପ ସମୟ ଯିବାର ସଂକେତ ହୋଇଥାଏ ।

11- ରାସ୍ତାରେ କଏନ, ଘୋଡାନାଲ ମିଳିଯାଏ ତେବେ ତାହାକୁ ସମ୍ଭାଳିକି ରଖନ୍ତୁ । ଏହା ଭାଗ୍ୟ ଚମକାଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *