କେଉଁ ସ୍ତ୍ରୀ ପାଇଁ ସ୍ୱାମୀ ଧନବାନ୍ ହୁଏ ? Ajira Anuchinta

ବନ୍ଧୁଗଣ ଜାଣନ୍ତୁ କିଛି ସୁଚିନ୍ତିତ ଅନୁଚିନ୍ତା ବିଷୟରେ ଯାହା ନିଶ୍ଚୟ ଆପଣଙ୍କର ଜୀବନରେ କାମରେ ଆସିବ । ୧- ଯେଉଁ ମହିଳାଙ୍କ କଣ୍ଠ କୋମଳ ଓ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୨- ଯେଉଁ ମହିଳା ମାନେ ଘରକୁ ଆସୁଥିବା ଅତିଥିଙ୍କୁ ଆଦର ସତ୍କାର କରନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୩- ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି ସୁନ୍ଦର ଓ ମାଂସାଳା ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୪- ଯେଉଁ ମହିଳାଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ସେମାନେ ଉତ୍ତମ ଲକ୍ଷଣଯୁକ୍ତ ହୋଇଥାନ୍ତି ।

୫- ଯେଉଁ ମହିଳାଙ୍କ ବେକରେ ଘଣ୍ଟିଆ ଉଚ୍ଚ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୬- ଯେଉଁ ମହିଳାଙ୍କ ବେକରେ ୩ଟି ରେଖା ପଡିଥାଏ ସେମାନେ ସ୍ଵାମୀ ଐଶ୍ଚର୍ଜ୍ଯଶାଳୀ ହୋଇଥାନ୍ତି ।

୭- ଯେଉଁ ନାରୀଙ୍କ ନାକରା ଅଗ୍ର ଭାଗ ଅଳ୍ପ ଲମ୍ବା ଥାଏ ସେମାନେ ସୁଖ ଓ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି ।

୮- ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୯- ଯେଉଁ ମହିଳାଙ୍କ ଜିଭ ପତଳା, ଲାଲ ଓ କୋମଳ ହୋଇଥାଏ ସେମାନଙ୍କୁ ଉତ୍ତମ ସ୍ଵାମୀ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୧୦- ଯେଉଁ ମହିଳା ହସିବା ବେଳେ ଅଳ୍ପ ଖୋଲିଥାନ୍ତି ଓ ଦାନ୍ତ ଦେଖାଯାଏ ନାହିଁ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି ।

୧୧- ଯେଉଁ ମହିଳାଙ୍କ ଆଖି ହରିଣ ପରି, ଡୋଳା କଳା, ଆଖି ତଳ ପତାରେ ଛୋଟ କଳା ଚୁଟିଥାଏ ସେମାନେ ଶୁଭ ହୋଇଥାନ୍ତି ।

୧୨- ଯେଉଁ ମହିଳାଙ୍କ ହାତ କୋମଳ, ଲୋମ ନ ଥାଏ, କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ବହୁତ ସୁଖ ଭୋଗ କରନ୍ତି ।

୧୩- ଯେଉଁ ମହିଳାଙ୍କ ବାମ ହାତରେ, ବେକରେ, ଗାଳରେ, କାନରେ କଳାଜାଇ ଥାଏ ସେମାନେ ସୁଖ ଭୋଗ କରନ୍ତି ।

୧୪- ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ, ହାତରେ ପଦ୍ମ ପତାକା, ମାଛ, ଶଙ୍ଖ ଚିହ୍ନ ଥାଏ ସେମାନେ ଧନବାନ ହୋଇଥାନ୍ତି ।

୧୫- ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଲାଗିକି ରହିଥାଏ ଓ କୋମଳ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୧୬- ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ଥାଏ ସେମାନେ ଧନ ସଞ୍ଚୟ କରିପାରନ୍ତି ନାହିଁ ।

୧୭- ଯେଉଁ ମହିଳାଙ୍କ ପାଦର କାଣୀ ଆଙ୍ଗୁଠି ଭୂମିରେ ସ୍ପର୍ଶ କରେ ନାହିଁ ସେମାନେ ସମୟ ଅନୁସାରେ ନିଜକୁ ବଦଳାଇ ଦିଅନ୍ତି ।

୧୮- ମହିଳା ମାନେ ସବୁ ଗହଣା ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ ହୋଇଥାଏ ।

୧୯- ମହିଳା ଧଳା ଜିନିଷ କାହାକୁ ଦେଲେ ଘରେ ଧନର ଅଭାବ ହୁଏ । ମହିଳା ସୂର୍ଯ୍ୟ ଉଦୟ ପୂର୍ବରୁ ଝାଡୁ ମାରିବା ଉଚିତ ହୋଇଥାଏ ।

୨୦- ମହିଳା ମାନେ କେବେ ବି ଲୁଣ ରଖୁଥିବା ପାତ୍ରକୁ ଖୋଲା ରଖିବା ଅନୁଚିତ । ଏହା ଦ୍ଵାରା ଧନର ଅଭାବ ଦେଖାଯାଏ ।

୨୧- ମହିଳା ମାନେ ସପ୍ତାହକୁ ଥରେ ସମୁଦ୍ର ଲୁଣ ପାଣିରେ ପକାଇ ପୋଛା ମାରିଲେ ବହୁତ ଶୁଭ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *