Jio ଆଣିଛି ଦମଦାର Independence day ଅଫର, 1 ବର୍ଷ ପର୍ଯ୍ୟନ୍ତ ରହିବନି Recharge କରିବାର ଟେନସନ… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦେଶରେ ଟେଲିକମ କମ୍ପନୟ ଗୁଡିକ ଭିନ୍ନ ଭିନ୍ନ ପ୍ରକାରର ରିଚାର୍ଜ ପ୍ଳାନ ଅଫର ଦେଇଥାନ୍ତି ଗ୍ରାହକ ମାନଙ୍କୁ । ଗ୍ରାହକ ମାନେ ଏହି ସବୁ ଅଫର ର ଫାଇଦା ମଧ୍ୟ ଉଠାଇଥାନ୍ତି । ଆମ ଦେଶରେ ଜିଓ, ଏୟାରଟେଲ, ଭୋଡାଫୋନ, ଆଇଡିଆ, ବିଏସନାଲ ଭଳି ଏକ ଟେଲିକମ କମ୍ପାନୀ ରହିଛି । ଏହି ସବୁ କମ୍ପାନୀ ଗୁଡିକ ଅନେକ ଅବସରରେ ବିଭିନ୍ନ ପ୍ରକାରର ଅଫର ନେଇ ଆସିଥାନ୍ତି ଯାହା ଗ୍ରାହକ ମାନଙ୍କୁ ବେଶ ଉପକୃତ କରାଇ ଥାଏ । ଏହି ଅଫର ଗୁଡିକରେ ଅପରେଟର ଟକଟାଇମ, ଠାରୁ ବାର୍ଷିକ ପର୍ଯ୍ଯନ୍ତ ସବୁ କିଛି ମିଳିଥାଏ ।

ଏମିତିକି ଟେଲିକମ କମ୍ପାନୀ ଗୁଡିକ ରିଚାର୍ଜ ରେ କିଛି ମାଗଣା ଅଫର ମଧ୍ୟ ରଖିଥାନ୍ତି ଯାହା ପାଇଁ ଗ୍ରାହକ ମାନେ ବେଶ ଉପକୃତ ମଧ୍ୟ ହୋଇଥାନ୍ତି । ତେବେ ବର୍ତ୍ତମାନ ଅଗଷ୍ଟ ୧୫ ଥିବାରୁ ଜିଓ କମ୍ପାନୀ ଗ୍ରାହକ ଙ୍କ ପାଇଁ ଆଣିଛି ଦମଦାର ଅଫର । ଜାଡ୍ୟ ପାନ ବାରମ୍ବାର ରିଚାର୍ଜ କରିବା ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଜିଓ ର ଏହି ବାର୍ଷିକ ପ୍ଳାନ କୁ ଆପେଣଇବାକୁ ପଡିବ ।

ଆଜ୍ଞା ହଁ ଯିଏ ଏବେ ଆଣିଛି ନୂଆ ଅଫର ଗ୍ରାହକ ମାନଙ୍କ ପାଇଁ । ଜିଓ କମ୍ପାନୀ ପକ୍ଷ ରୁ ବାର୍ଷିକ ୩ଟି ପ୍ଲାନର ଅଫର ମିଳୁଛି । ଏହି ପାଳନ ଗୁଡିକ ମଧ୍ୟରୁ ୨ଟି ପାଳନାର ବୈଧତା ୩୬୫ ଦିନ ରହିଥିବା ବେଳେ ଅନ୍ୟ ଏକ ପ୍ଲାନର ବୈଧତା ୩୩୬ ଦିନ ରହିଛି । ଏହି ୩ଟି ପ୍ଳାନ ଦର ରେ ବିଶେଷ ତାରତମ୍ୟ ରହି ନାହି ।

ମାତ୍ର ସୁବିଧାରେ ତାରତମ୍ୟ ରହିଛି ଓ ତାଲିକାର ବାର୍ଷିକ ଯୋଜନା ମଧ୍ୟରେ ସବୁଠାରୁ ପ୍ରଥମେ ଆପଣଙ୍କୁ ଦର ଆସିବ ୨୫୪୫ ଟଙ୍କା ର ଯୋଜନା । ଏହାର ବୈଧତା ୩୩୬ ଦିନ ହୋଇଥିବା ବେଳେ ଦୈନିକ ଡାଟା ମିଳିବ ୧.୫ GB । ସେହିପରି ଅନ୍ୟ ଏକ ପ୍ଳାନ ଅନୁଯାୟୀ ୨୮୭୯ ଟଙ୍କାରେ ଯାହାର ବୈଧତା ରହିଛି ୩୬୫ ଦିନ ରହିଛି ।

ଦୈନିକ ୨ GB ଡାଟା ପ୍ଳାନ ଏଥିରେ ରହିଛ । ସବୁଠାରୁ ଶେଷରେ ଥିବା ପ୍ଳାନ ଟି ହେଉଛି ୨୯୯୯ ଟଙ୍କାର । ଏଥିରେ ଆପଣଙ୍କୁ ୩୬୫ ଦିନର ବୈଧତା ମିଳୁଥିବା ବେଳେ ଦିନକୁ ୨.୫GB ଡାଟା ମିଳିବ । ସବୁ ପ୍ଳାନ ଗୁଡିକରେ ଆପଣଙ୍କୁ ଦିନକୁ ୧୦୦ SMS ମାଗଣା ମିଳିବ । ତୃତୀୟ ପାଳନ ରେ ଆପଣଙ୍କୁ ଡିଶନେପ+ ହଟଷ୍ଟାର ର ୧ ବର୍ଷ ପର୍ଯ୍ଯନ୍ତ ମୋବାଇଲ ସବସ୍କ୍ରୀପସନ ମଧ୍ୟ ମିଳିବ ।

ଅଗଷ୍ଟ ୧୫ ଅର୍ଥାତ ସ୍ଵାଧୀନତା ଦିବସ ଅବସରରେ ଜିଓ କମ୍ପାନୀ ପକ୍ଷ ରୁ ଏହି ଦମଦାର ଅଫର ରଖା ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଜିଓ କମ୍ପାନୀ ଆଣିଥିବା ଏହି ଅଫର ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *