ପୁରୁଣା ରୁ ପୁରୁଣା ବ୍ରଣକୁ ମାତ୍ର 3 ଦିନରେ ସବୁଦିନ ପାଇଁ କରନ୍ତୁ Bye Bye, ବାସ କରନ୍ତୁ ଏହି ଛୋଟ ଉପାୟ- Face Care

ବୟସ ବଢିବା ସହ ପୁଅ ଓ ଝିଅ ମାନଙ୍କ ଠାରେ ପିମ୍ପଲ୍ସ ବା ବ୍ରଣ ସମସ୍ଯା ଦେଖା ଯାଇଥାଏ । କିଛି କ୍ଷେତ୍ରରେ ଏଥିପାଇଁ ମୁହଁ କଳା ମଧ୍ୟ ହୋଇଯାଏ । ଯାହା ପାଇଁ ପୁଅ ଓ ଝିଅ ଉଭୟ ଅନେକ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି । ମୁହଁରେ ପିମ୍ପଲ ହେଲେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ବ୍ରଣ ହେବା ଦ୍ଵାରା ମୁହଁ ରେ ଅନେକ ଜାଗାରେ ଦାଗ ମଧ୍ୟ ହୋଇଯାଏ ଯାହା ଦ୍ଵାରା ମୁହଁ ଅସୁନ୍ଦର ଲାଗିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ପିମ୍ପଲ ଦୂର କରିବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ପ୍ରଥମେ ଆବଶ୍ୟକ ରହିଛି ଆଲୋଭେରା ଜେଲ ।

ଅଧ ଚାମଚ ଆଲୋଭେରା ଜେଲ ସହ କୌଣସି କମ୍ପାନୀର କଲଗେଟ ମିଶ୍ରଣ କରନ୍ତୁ । ପେଷ୍ଟରେ ଥିବା ପୋଷାକ ତତ୍ତ୍ଵ ଆମ ପିମ୍ପଲ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏହା ପରେ ରହିଛି ଅଳ୍ପ ହଳଦୀ । ଏହାକୁ ଭଲ ଭାବେ ମିଶ୍ରଣ କରି ନିଜ ମୁହଁରେ ଭଲ ଭାବେ ମଶାଚ କରନ୍ତୁ ।

ଏହି ରେମଡି ବହୁତ ପ୍ରଭାବିତ ଅଟେ ଯାହା ଦ୍ଵାରା ମୁହଁରେ ହୋଇଥିବା ପିମ୍ପଲ ବହୁତ ଜଲ୍ଦି ଦୂର ହୋଇଥାଏ । ଏହା ପରମାନେଣ୍ଟ ଉପାୟ ଯାହା ଦ୍ଵାରା ପିମ୍ପଲ ବା ବ୍ରଣ ଭଳି ସମସ୍ୟା ଦୂର ହୋଇଯିବ । ଏଥିରେ ବ୍ୟବହାର ହୋଇଥିବା ସବୁ ସମାଗରୀ ବ୍ରଣ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ । ଏହି ଉପଚାର ରେ ଯେଉଁ କୋଲଗେଟ ବ୍ୟବହାର କରାଯିବ ତାହା ଦ୍ଵାରା ପିମ୍ପଲ ବହୁତ ଜଲ୍ଦି ଦୂର ହେବ ।

ଏହା ସହ ହଲଦିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଆମ ମୁହଁ ରେ ଥିବା ସବୁ ସମସ୍ୟାକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଆଲୋଭେରା ଜେଲ ଆମ ସ୍କିନ କୁ ମଶ୍ଚୁରାଇଜର କରିବାରେ ସହାୟକ ହୋଇଥାଏ । ଯାହା ଆଜିକାଲି ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି । ଆଲୋଭେର ଜେଲ ବ୍ୟବହାର କରିବା ଦ୍ଵାରା ମୁହଁ ରେ ଥିବା ସବୁ ଏଲି ସମସ୍ଯା ଦୂର ହୋଇଥାଏ । ପିମ୍ପଲ ଦୂର କରିବାରେ ଆଲୋଭେରା ଜେଲ ବହୁତ ସହାୟକ ହୋଇଥାଏ ।

ଆପଣ ମାନେ ଚାହିଁଲେ କେବଳ ଆଲୋଭେରା ଜେଲ ନିଜ ପିମ୍ପଲ ଉପରେ ଲଗାଇ ପାରିବେ । ଏହା ଏକା ପ୍ରାକୃତିକ ଓ ଘରୋଇ ଉପଚାର ଅଟେ ଯାହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି । ଏହି ରେମେଡି ମୁହଁ ରେ ଲଗାଇବା ପରେ ୫ରୁ ୧୦ ମିନିଟ ଯାଏଁ ରଖନ୍ତୁ । ଏହା ପରେ ଥଣ୍ଡା ପାଣି ରେ ମୁହଁ ଧୋଇ ଦିନତୁ । ଏହି ଉପଚାର କୁ ରାତି ରେ ଶୋଇବା ପୂର୍ବ ରୁ କରି ପାରିବେ ।

ଦିନରେ ମଧ୍ୟ ଏହି ଉପଚାର ଆପଣ ଦୁଇ ରି ତିନି ଥର ବ୍ୟବହାର କରି ପାରିବେ । ଯଦି ବ୍ରଣ ଦୂର ହେବା ପରେ ମୁହଁ ରେ ଦାଗ ରହିଯାଏ ତେବେ ନିଶ୍ଚିନ୍ତ ଭାବେ ଏହି ରେମେଡିର ବ୍ୟବହାର କରନ୍ତୁ । ଦେଖିବେ ତୁରନ୍ତ ଏହା ଦୂର ହୋଇଯିବ ଓ ଆପଣଙ୍କ ସ୍କିନ ବହୁତ ଗ୍ଲୋ କରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *