ମନ ସବୁବେଳେ ଅଶାନ୍ତ ଓ ଦୁଃଖୀ ରହୁଛି କି ? ଜାଣନ୍ତୁ ମନକୁ କିପରି ପ୍ରସନ୍ନ ରଖିବେ ? Krishna Vani

ଏ ଦୁନିଆରେ ପ୍ରତେକ ମଣିଷ ମନରେ ହିଂ-ସା ଭାବ ରହିଥାଏ । ଏହା କିଛି ନୂଆ କଥା ନୁହେଁ । ହିଂ-ସା ଭାବ ରହିବା କାରଣରୁ ବ୍ୟକ୍ତି ଅନ୍ୟ ଠାରୁ ପ୍ର-ତି-ଶୋ-ଧ ନେବା ପାଇଁ ଚେଷ୍ଟା କରିଥାଏ । ଯଦି କୌଣସି ବ୍ୟକ୍ତି ମନରେ ପ-ତି-ଶୋ-ଧ ନେବା ଭଳି ଭାବନା ରହିଥାଏ ତେବେ ସେ ନିଜେ ନିଜ ମନରେ ଯନ୍ତ୍ରଣା ଦେଉଥିବ ଏକ ବିଶାଳାକାୟ ଗଛ ର ସୃଷ୍ଟି କରୁଥାଏ ବୋଲି ଭଗବାନ କୃଷ୍ଣ ମତ ଦେଇଛନ୍ତି ।

ଯଦି ଆପଣ ଅନ୍ୟକୁ ଦୁଖ ଦେବାକୁ ଇଚ୍ଛା କରୁଛନ୍ତି ତେବେ ସମୟ କ୍ରମେ ତାହା ଆପଣଙ୍କ ପାଖକୁ ଆସିବ ଏହା ବାସ୍ତବିକ ଅଟେ । ଯଦି ଅନ୍ୟକୁ ଦୁଖ ଦେଲା ଭଳି ଭାବନା ଆପଣଙ୍କ ମନରେ ଜାଗୃତ ହୋଇଥାଏ ତେବେ ଏହାର ମଞ୍ଜି ଆପଣଙ୍କ ମନରେ ଏକ ବିଶାଳକାୟ ଗଛ ଭାବେ ପରିଣୀତ ହୋଇଯିବ ।

ଭଗବାନ କୃଷ୍ଣ କହିଛନ୍ତି ଜୀବନ ଆପଣଙ୍କର, କର୍ମ ଆପଣଙ୍କର, ଦୁଖ ଦେବାର ଭାବନା ମଧ୍ୟ ଆପଣଙ୍କର ଥିଲା ତେବେ ଏହାର ଫଳ ସ୍ୱରୂପ ଆପଣଙ୍କୁ ହିଁ ଭୋଗ କରିବାକୁ ପଡିବ । ଏହାକୁ ଗ୍ରହଣ ମଧ୍ୟ ଆପଣଙ୍କୁ କରିବାକୁ ପଡିବ । ଭଗବାନ କୃଷ୍ଣ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ମନରେ ଚିନ୍ତା କରିଥାଏ କି ଅନ୍ୟକୁ ଯାହା ବି ହୋଇଯାଉ ଦୁଖ ଦେବୀ କି ତାକୁ ଯନ୍ତ୍ରଣା ଦେବି ତେବେ ସେହି ଭାବନା ରଖୁଥିବା ବ୍ୟକ୍ତିକୁ ଏହି ସବୁ ମିଳିଥାଏ ।

ଯଦି ଏହି କ୍ଷେତ୍ର ରେ ଆପଣ ନିଜ ମନରେ ଚିନ୍ତା କରିବେ କି ଆପଣ ଅନ୍ୟକୁ ସୁଖ ଦେବେ କି ଅନ୍ୟକୁ ଖୁସି ଦେବାକୁ ଇଚ୍ଛା କରୁଛି ତେବେ ଏହାର ବୀଜ ଆପଣଙ୍କ ମନରେ ଘର କରିବ । ଏହା ମଧ୍ୟ ଆପଣଙ୍କ ମନରେ ଗଛ ଭଳି ବଢି ଚାଲିବ ଯାହାର ଫଳ ଆପଣଙ୍କୁ ହିଁ ମିଳିବ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ମଣିଷର ଚିନ୍ତାଧାରା କଣ ରହିଥାଏ ଅନ୍ୟ ମାନଙ୍କ ପ୍ରତି ତାହା ସମୟ କ୍ରମେ ଜଣ ପଡିଥାଏ ।

ତେଣୁ ପ୍ରତେକ ବ୍ୟକ୍ତି ନିଜ ମନରେ ଅନ୍ୟ ମାନଙ୍କ ପ୍ରତି ଭଲ ଭାବନା ରଖିବା ଉଚିତ । ଯାହା ଦ୍ଵାରା ଆପଣଙ୍କର ହିଁ ଭଲ ଫଳ ପ୍ରାପ୍ତ ହେବ । ଯେଉଁ ଚିନ୍ତାଧାରା ସତ ହୋଇଥିବ ତାହା ସମସ୍ତଙ୍କୁ ସାମନାକୁ ଆସିବାକୁ ସମୟ ଲାଗେ ନାହି । କାହା ମନରେ ଆପଣଙ୍କ ପାଇଁ ଯାହା ବି ଚିନ୍ତାଧାରା ଥାଉ ନାଁ କାହିଁକି ତାହା ତାର କର୍ମ ଉପରେ ନିର୍ଭର କରିଥାଏ ।

ଯେଉଁ ଚିନ୍ତାଧାରା ଆପଣଙ୍କ ମନରେ ପ୍ରସନ୍ନତା ଆଣିଥାଏ ତାହା ହେଉଛି ଶୁଦ୍ଧ । ତେଣୁ ନିଜର ଭାବନକୁ ବଦଳାଇବାକୁ ଚେଷ୍ଟା କରିବା ଉଚିତ । ଏହା ସହ ସର୍ବଦା ଭଲ କର୍ମ କରିବା ଉଚିତ ବୋଲି ଭଗବାନ କୃଷ୍ଣ ରାଏ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *