ଦୁଃଖ ସାମ୍ନା ସମସ୍ତଙ୍କୁ ନିଜ ଜୀବନରେ କେବେ ନା କେବେ କରିବାକୁ ପଡିଥାଏ, କିଛି ଲୋକଙ୍କ ଜୀବନରେ ଦୁଃଖ ହିଁ ଦୁଃଖ ରହିଥାଏ, ଦୁଃଖ ସମୟରେ କାହାକୁ ରାଗ ଲାଗିଥାଏ ତ କିଏ ଡିପରେସନ ଭଳି ସମସ୍ଯା ଶିକାର ହୋଇଥାଏ, ଜୀବନରେ କିଛି ନାହିଁ କାହା ସହ ହସି କଥା ହେଲେ ବା କାହା ଜୀବନରେ ଖୁସି ଆଣିଲେ ଆପଣଙ୍କ ଜୀବନ ସାର୍ଥକ ହୋଇଥାଏ । ମଣିଷ ଏକୁଟିଆ ଏମିତି ଯିବ ଯିଏ ଚାହିଁଲେ ଅନ୍ୟ ମାନଙ୍କୁ ଖୁସି ଦେଇ ପାରିବ ଓ ଚାହିଁଲେ ଅନ୍ୟ ମାନଙ୍କୁ ଦୁଃଖ ସେଥିପାଇଁ ନିଜ ଜୀବନ ସାର୍ଥକ କରିବା ପାଇଁ ସବୁବେଳେ କାହାକୁ ହସେଇବାକୁ ଚେଷ୍ଟା କରନ୍ତୁ ।
ଜୋକ-୧
୧. ବହୁତ ଦିନ ପରେ ସନ୍ତା ପାର୍କ ବୁଲିବାକୁ ଗଲା……

ଘରେ ଆସି ସେ ନିଜ ସ୍ତ୍ରୀକୁ କହିଲା….
ସନ୍ତା – ଜାଣିଛ ଲୋକ ମତେ ଭଗବାନ ମାନୁଛନ୍ତି ।
ସ୍ତ୍ରୀ – ତମେ କେମିତି ଜାଣିଲ ଲୋକ ତମକୁ କଣ ଭାବୁଛନ୍ତି ?
ସନ୍ତା – ଯେତେବେଳେ ମୁଁ ଆଜି ପାର୍କ ଯାଇଥିଲି ସେଠିକା ସବୁ ସ୍ତ୍ରୀ ଲୋକ କହୁଥିଲେ, ହେ ପ୍ରଭୁ ପୁଣି ଆସି ଗଲା ।
ଜୋକ-୨
୨. ସାଙ୍ଗ – ମତେ ନିଜ ଗର୍ଲଫ୍ରେଣ୍ଡକୁ କିଛି ଗିଫ୍ଟଦବାର ଅଛି କଣ ଦେବୀ କହିଲୁ ଟିକେ ?
ପପୁ – ଗୋଟେ କାମ କର ସୁନା ମୁଦି ଦେଇ ଦେ ।
ସାଙ୍ଗ – କିଛି ବଡ ଜିନିଷ କହ ।
ପପୁ – ତାହେଲେ ସୁନା ମୁଦି ଥାଉ, ଏମଆରଏଫ ଟାୟର ଗିଫ୍ଟ କରି ଦେ…..

ଜୋକ-୩
୩. ପପୁ ମନ ଦୁଃଖ କରି କୋର୍ଟରେ କହିଲା…..
ପପୁ – ଛୁଆ ବେଳେ ଯଦି ମା କଥା ଶୁଣିଥାନ୍ତି ତେବେ ଆଜି ମତେ ଏହି ଦିନ ଦେଖିବାକୁ ପଡି ନଥାନ୍ତା ।
ଜଜ – କଣ କହୁଥିଲେ ତମ ମା ?
ପପୁ – କଣ ଜଜ ସାହାବ ଆପଣ ମଧ୍ୟ ଅପାଠୁଆ ଭଳି କଥା କହୁଛନ୍ତି……….
ଯେତେବେଳେ ଶୁଣି ତେବେ କହିବି କଣ!
ଜୋକ-୪
୪. ସ୍ଵାମୀ ସ୍ତ୍ରୀ ଭିତରେ ଘମାସାନ ଲଢେଇ ଚାଲୁଥିଲା ।
ସ୍ତ୍ରୀ – ମୋ ପାଖରେ ସବୁତ ଅଛି ତମର ପଡୋଶୀ ସହ ଚକର ଚାଲିଛି ।
ସ୍ଵାମୀ – କଣ ସବୁତ ଅଛି ତମ ପାଖରେ ?
ସ୍ତ୍ରୀ- ତା ସ୍ଵାମୀ କାଲି ତମ ଅଣ୍ଡରୱେୟର ପିନ୍ଧି ଆସିଥିଲା ।

ଜୋକ-୫
୫. ଝିଅ – ଆଜି ମତେ ଗୋଟେ ପୁଅ କିସ କଲା !
ମା – ତୁ ତାକୁ ଚାପୁଡା ମାଇଲୁ କି ନାହିଁ ?
ଝିଅ – ନା
ମା – କଣ ପାଇଁ ?
ଝିଅ – କାହିଁକିନା……..
ମତେ ଗାନ୍ଧୀଜୀ ମନେ ପଡି ଗଲେ ଓ ମୁଁ ତାକୁ ମୋ ଅନ୍ୟ ଗାଲ ଦେଖାଇ ଦେଲି !!!!
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।