ଆରବିଆଇର କଏନ ଗାଇଡ ଲାଇନ- Coin ନେବାକୁ ମନ କଲେ ହୋଇପାରେ ଜେଲ

ଅଚଳ କହି କୌଣସିବି କଏନକୁ ନେଇ ମନା କରିପାରିବେନି କୌଣସିବି ଦୋକାନୀ କିମ୍ବା ଗାଡି ଚାଳକ । ଅଚଳ ତାଙ୍କ କହି ଯଦି କୌଣସି ବ୍ୟକ୍ତି ହଇରାଣ ହରକତ କରିବାକୁ ଚେଷ୍ଟା କରନ୍ତି ସମ୍ପୃକ୍ତ ବ୍ୟାକତିଙ୍କ ବିଷୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି କଥା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନରେ ଉଲେଖ ରହିଛି । ବଜାରରେ ଖୁଚୁରା ଗ୍ରହଣ କରିବା ପାଇଁ ରାଜି ହେଉନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ । ସହର ହେଉ ବା ଗାଁ ସବୁ ଆଡେ କଏନ ଅଚଳ ହେବାର ପରିସ୍ଥିତି ଦେଖାଦେଇଛି ।

ସେହି ପରି କଏନ କେହି ନା ନେବାରୁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଖୁଚୁରା ବ୍ୟବସାଇ । ସେପଟେ ବ୍ୟାଙ୍କ କର୍ତୁପକ୍ଷ ଏନେଇ ବାରମ୍ବାର ଏନେଇ ସ୍ପଷ୍ଟ କରିଥାନ୍ତି । ବ୍ୟାଙ୍କ କହିବ କଥା କଏନ ଅଚଳକୁ ଯେଉଁ ନ୍ୟୁଜ ଗୁଜବ ଅଟେ ।

Image Courtesy: Google

ଏହାକୁ ବିଶ୍ବାସ ନକରି ସମସ୍ତେ କଏଙ୍କୁ ଗ୍ରହଣ କରନ୍ତୁ, ନଚେତ ଆଇନି ଗତ ପ୍ରକ୍ରିୟାରେ ଦଣ୍ଡ ଭୋଗିବାକୁ ପଡିଥାଏ ।  ଆପଣ ଜିଣିବା ପାଇଁ ଆମେ କହିରଖୁଚୁକୀ ଯଦି କୌଣସି ବ୍ୟକ୍ତି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ଏନେଇ ଆପଣ ପୋଲିଶରେ ଅଭିଯୋଗ କରିପାରିବେ । ଯାହା ଦ୍ଵାରା ବ୍ୟକ୍ତି ୭ ବର୍ଷା ଜେଲ ଦଣ୍ଡ ଭୋଗିବାକୁ ପଡିବ ।

Image Courtesy: Google

ସତର୍କ କରାଇଲା ଆରବିଆଇ –

ଅବୈଧ ନୁହେଁ ବଜାରରେ କୌଣସି ବି କଏନ । ତେଣୁ ଲୋକଙ୍କ ସମସ୍ୟାକୁ ନଜରରେ ରଖି  ଆରବୀଆଇ ସ୍ପଷ୍ଟିକରଣ ଦେଇଛି । ରିଜର୍ଭ ବ୍ୟାଙ୍କ ଗାଇଡ ଲାଇନ ଅନୁସାରେ ଯେଉଁ ସବୁ କଏନ ଜାରି କରାଯାଇଛି ତାହା ରିଜର୍ଭ ବ୍ୟାଙ୍କ ନିୟମ ଆଧାରରେ ହିଁ ଜାରି କରାଯାଇଛି ।

Image Courtesy: Google

ଏଥିରେ ବଜାରରେ ଉପଲବ୍ଧ କଏନ ବୈଧ ଅଟେ । ଯଦି କୌଣସି ବ୍ୟକ୍ତି ଓ ବ୍ୟାଙ୍କ କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ତାର ସୂଚନା ପଲିଶକୁ ଦେବା ଉଚିତ । କାରଣ ଏହିଭଳି କରିବା ଅପରାଧ । ଗତ କିଛି ମାସ ହେବ ୧ ଟଙ୍କା କଏନ ଓ ଦୁଇଟଙ୍କା, ପାଞ୍ଚ ଟଙ୍କା ଓ ଦସ ଟଙ୍କା  ଅଚଳ କହି ଜୋର୍ଦାର ଚର୍ଚା ହେଉଛି । ଏହା ଗୋଟେ ଗୁଜବ ଅଛି ଏହା ଦ୍ଵାରା ଲୋକ ସଚେତନ ହେବ ଦରକାର ।

Image Courtesy: Google

କଲ କିମ୍ବା ଏସେମେସ ଜରିଆରେ କରିପାରିବେ ଅଭିଯୋଗ –

ଅନ୍ୟ ପଟେ ଦେଶରେ ନୂଆ କଞ୍ଜ୍ୟୁବର  ପ୍ରୋଟେକ୍ସନ ଆକ୍ଟ୨୦୧୯ ଲାଗୁହେବ ପରେ ଏଣିକି ଖୁଚୁରା ଟଙ୍କା ବଦଳରେ ଅନ୍ୟ କୌଣସି ଅନାବଶ୍ୟକ ଜିନିଷ ଦେଲେ କଞ୍ଜୁବର ଫୋରମ ଦ୍ଵାରସ୍ଥ ହୋଇପାରନ୍ତି ଗ୍ରାହକ । ଆଉ ଗ୍ରହକଙ୍କ ଅଭିଯୋଗର ମାସେ ମଧ୍ୟରେ ହିଁ ସମ୍ପୃକ୍ତ ବ୍ୟକ୍ତି ବିଶେଷଜ୍ଞଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Image Courtesy: Google

ଏଭଳି ସମସ୍ୟା ତଥା ଅଭିଯୋଗ ଆପଣ କେନ୍ଦର ସରକାରଙ୍କ ଦ୍ଵାରା ପରିଚାଳିତ ୱେବ ସାଇଟ https://jagograhkjago.gov.in/ ତଥା https://consumerhelpline.gov.inର ଟୋଲ ଫ୍ରୀ  ନମ୍ବର ୧୮୦୦-୧୧-୪୦୦୦ ନମ୍ବରରେ ବି ଫ୍ରୀ କଲ କରି ଜଣେଇ ପାରିବେ । ଏଥିସହିତ ହିଁ ଆପଣ ମୋବାଇଲ ନମ୍ବର ୮୧୩୦୦୦୯୮୦୯  ଏସେମେସ ଜରିଆରେ ମଧ୍ୟ ନିଜ ସମସ୍ୟା ସଙ୍କ୍ରାନ୍ତରେ ଅଭିଯୋଗ କରିପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *