ଯଦି କ୍ୟାମେରାରେ ରେକଡ ହୋଇନଥାନ୍ତା ତେବେ କେହି ଜାଣି ପାରି ନଥାନ୍ତେ

ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯେଉଁ ମାନେ ଭଗବାନଙ୍କୁ ମାନନ୍ତି ନାହିଁ, ତେବେ ଏହି ଭଳି ଲୋକ ଅଛନ୍ତି କିନ୍ତୁ ଆଜି ଆମେ ଆପନାଙ୍କୁ ଏମିତି କିଛି ଦେଖେଇବାକୁ ଯାଉଛୁ ଯାହା ଅନୁଯାଇ ଆପଣ ମଧ୍ୟ ଭଗବାନଙ୍କୁ ମାନିବା ପାଇଁ ରାଜି ହୋଇବେ । ତେବେ ଏମିତିକା ଚମତ୍କାର କେବଳ କ୍ୟାମେରା ପାଇଁ ଦେଖିବାକୁ ମିଳିଛି ନଚେତ କେହି ଭରସା କରି ନଥାନ୍ତି ।

ତେବେ ଆସନ୍ତୁ ଜାଣିବା କଣ ହେଇଥିଲା ଓ କଣ କ୍ୟାମେରାରେ ଦେଖିବାକୁ ମିଳିଛି ।

Image Courtesy: Google

ତେବେ ଥରେ ଗୋଟେ ପରିବାର ମା କାଳୀଙ୍କ ମନ୍ଦିରରେ ଦର୍ଶନ ପାଇଁ ଗଲା ସେହି ସମୟରେ ପରିବାର ଗୋଟେ ପୁଅ ଫୋନରେ ରେକଡିଙ୍ଗ କଲା ଯେଉଁଥିରେ ସେ ମନ୍ଦିର ସବୁ ଜାଗା ବୁଲିଲେ ଓ ମା କାଳୀଙ୍କ ପ୍ରତିମା ଭିଡିଓ କରୁଥିବା ସମୟରେ ସେ ଗୋଟେ ଆଶ୍ଚର୍ଯ୍ୟ କଥା ଦେଖିବାକୁ ପାଇଲା ମା କାଳୀଙ୍କ ପ୍ରତିମା ଆଖି ଯେଉଁ ଆଡେ କ୍ୟାମେରା ଯାଉଥିଲା ସେହି ଆଡକୁ ଯାଉଥିଲା ଏହା ଦେଖି ପୁଅ ଆଶ୍ଚର୍ଯ୍ୟ ହେଲା ଓ ଏହି ଜିନିଷକୁ ବାରାମବାର ଦେଖିବାକୁ ପାଇଲା । ତେବେ ଆପାନଙ୍କୁ କଣ ଲାଗୁଛି ଏହାର କାରଣ କଣ ହୋଇଥିବ ।

Image Courtesy: Google

ତେବେ ଏହି ଭଳି ଆଉ ଗୋଟେ ଘଟନା ହୋଇଥିଲା ଗୋଟେ ଜାଗାରେ ୩ଟି ଲୋକ ଆତ୍ମାକୁ ଡାକିବା ଜନ୍ତ୍ର ରେ କାମ କରୁଥିଲେ ଓ ନିଜ କାମ ରେକଡିଙ୍ଗ କରିବା ପାଇଁ କ୍ୟାମେରା ସାମ୍ନାରେ ରଖିଥିଲେ ଯାହା ପରେ ହଟାତ ତାଙ୍କ ପଛରେ ରକ୍ଷା ହୋଇଥିବା ଟେଡି ହଳିବାକୁ ଆରମ୍ଭ କଲା ଯାହା ଆରମ୍ଭରେ ସେ ଜାଣି ପାରିଲେ ନାହିଁ କିନ୍ତୁ ଏହା କ୍ୟାମେରାରେ କଇଦ ହୋଇଗଲା ଓ ତା ପରେ ଜେନ ଦେଖିବା ପରେ ଏହାକୁ ଉଠାଇ ଦେଖିଲେ ଯେ କୌଣସି ମୂଷା ତ ନାହିଁ କିନ୍ତୁ କିଛି ନଥିଲା ଓ ଟେଡିକୁ ରଖିବା ପରେ ଆଉଥରେ ଟେଡି ଆପେ ଆପେ ହଳିବାକୁ ଲାଗିଲା ଯାହା ଦେଖି ସେହି ୩ ଲୋକ ଡଋ ଗଲେ ।

Image Courtesy: Google

ଏମିତି ଆଉ ଗୋଟେ ଇନସିଡେଣ୍ଟ ହେଇଥିଲା ଚାଇନାରେ ଲୋକ ବୁଦ୍ଧଙ୍କୁ ମାନନ୍ତି ଓ ଶେଠୀ ଗୋଟେ ମନ୍ଦିରରେ ହଟାତ ବୁଦ୍ଧଙ୍କ ପ୍ରତିମାରୁ ପ୍ରକାଶ ବାହାରିବା ଆରମ୍ଭ ହେଲା ଓ ହଟାତ ବୁଦ୍ଧଙ୍କ ଆଖି ପାଲକ ବନ୍ଦ ହୋଇ ଖୋଲିଲା ଏହି ଦୃଶ୍ୟ ସେଠିଥିବା ପ୍ରାୟତଃ ଲୋକ ଦେଖିବାକୁ ପାଇଲେ, ତେବେ ବହୁତ ଶ୍ରାଦ୍ଧାଳୁ ଏହାର ଭିଡିଓ କରିଥିଲେ ଯାହା ସୋଶିଅଲମିଡିଆରେ ବହୁତ ଭାଇରାଲ ମଧ୍ୟ ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *