ଜୁନିଅର ‘ହନୀ ସିଂହ’ ର ରାପ୍ ଶୁଣି ଲୋକେ ହେଲେ ଦିବାନା, ଭାଇରାଲ ହେଲା ଭିଡିଓ – ଦେଖନ୍ତୁ

ଟ୍ରେନ ରେ ଯାତ୍ରା କଲା ବେଳେ ଆମେ କେତେ ଛୁଆଙ୍କୁ ଗୀତ ଗାଉଥିବାର ଦେଖିଥାଉ । କିଛି ଛୁଆଙ୍କର କଣ୍ଠ ଏତେ ମଧୁର ହୋଇଥାଏ ଯାହା ଆମେ ଚାହିଁକି ବି ଭୁଲିପାରି ନଥାଉ । ଏମିତି ଏକ ଛୁଆ ର ଭିଡିଓ ସୋସିଅଲ ମିଡିୟା ରେ ଭାଇରାଲ ହେଉଛି ଯିଏ ନିଜ ରାପ୍ ରେ ରାପର ହନୀ ସିଂହଙ୍କୁ ବି ନିଜ ଫ୍ୟାନ କରିଦେଇଛି । ଆଜିକା ଛୁଆ ବହୁତ ଟ୍ୟାଲେନ୍ଟଡ ହେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି କୁନି ପିଲା ବିଷୟରେ ।

ହନୀ ସିଂହ ନିଜ ଇନଷ୍ଟାଗ୍ରାମ ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଗୋଟେ ଛୋଟ ଛୁଆ ଟ୍ରେନ ରେ ଗୀତ ଗାଉଥିବାର ଦେଖାଯାଊଛି ।

ଛୁଆ ଢୋଲ ତାଳ ରେ ହନୀ ସିଂହଙ୍କ ରାପ ଗାଉଅଛି । ମାତ୍ର ଏତିକି ନୁହେଁ ସେହି ଛୋଟ ଛୁଆ ବାଦଶାହଙ୍କ ଗୀତ କୁ ନିଜ ଷ୍ଟାଇଲ ରେ ଗାଉଥିବାର ଶୁଣାଯାଉଛି ।

ଭିଡିଓ ରେ ଦେଖାଯାଉଛି କି ଛୁଆ ର ଗୀତ ଶୁଣିକି ଲୋକ ବହୁତ ଖୁସି ହେଉଛନ୍ତି, ତାର ଇଛାଶକ୍ତି ଦେଖି ଲୋକ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । କିଛି ସମୟ ରେ ଏହି ଭିଡିଓ କୋଟି କୋଟି ଲୋକ ଦେଖି ସାରିଲେଣି । ଛୁଆ ର ଇଛା ଶକ୍ତିକୁ ଲୋକ ବହୁତ ପସନ୍ଦ କରୁଛନ୍ତି, କିଛି ୟୁଜର ପିଲାଟିକୁ ଜୁନିଅର ହନୀ ସିଂହ ର ଉପାଧି ଦେଇ ସାରିଲେଣି ।

ଏହି ଭିଡିଓ ରେ ପିଲାଟି ଅତି ଗରିବ ଦେଖା ଯାଉଅଛି ଲାଗୁଛି ଯେମିତି ପଇସା ରୋଜଗାର ପାଇଁ ତାକୁ ଏହି କାମ କରିବାକୁ ପଡୁଅଛି । ତେବେ ଏହା କେବଳ ଭଗବାନଙ୍କର ବରଦାନ ଅଟେ ଯେ ସେହି ପିଲା ଟି ଏତେ ଭଲ ଗାଈ ପାରୁଛି । ହୋଇପାରେ ଆଗକୁ ତାର ମଧ୍ୟ ଭାଗ୍ୟ ବଦଳି ଯିବ ରାନୁ ଙ୍କ ପରି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *