ନମସ୍କାର ବନ୍ଧୁଗଣ । ଆଜିକାଲି ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିବାର ଦେଖିବାକୁ ମିଳୁଛି । କିଛି ଘଟଣା ଲୋକଙ୍କ ଅସାବଧନତା ଯୋଗୁ ହେଉଛି ତ ଆଉ କିଛି ଦୁ-ର୍ଘ-ଟ-ଣା ବଶତ ହେଉଛି । ତେବେ ଆଜିର ବଡ ଖବର ହେଉଛି ଶ୍ଵଶୁର ଘରକୁ ଯିବା ପାଇଁ ଜ୍ଵାଇଁ ପାଇଁ ହେଲା କା-ଳ । ରାୟଗଡା ଜିଲ୍ଲା ବିଷମ କଟକ ଥାନା ଚାଟିକୋଣା ଗାଁ ନିକଟରେ ଦୁ-ର୍ଘ-ଟ-ଣା ହୋଇଛି । ଆଜି ହେଉଛି ଶୁଭ ଦୀପାବଳି । ସମସ୍ତଙ୍କ ଘରେ ଆଜି ଦୀପ ଜଳାଇ ଦୀପାବଳି ପାଳନ କରାଯାଏ ।
କିନ୍ତୁ ଆଜିର ଏହି ପବିତ୍ର ଦିନରେ ଏମିତି ଏକ ଦୁ-ର୍ଘ-ଟ-ଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଦୀପାବଳି ପାଇଁ ଜ୍ଵାଇଁ ଡାକରା ପାଇଁ ସେ ଆଜି ଭୋର ରୁ ଏକ ବାଇକ ଯୋଗେ ନିଜ ଗାଁ ସରାବାଲି ରୁ ଶ୍ଵଶୁର ଘର ବାରିଗୁଡା ଗାଁ କୁ ଯାଉଥିଲେ । ଚାଟିକୋଣ ନିକଟରେ ଭାରସାମ୍ୟ ହରାଇ ନାଳ ଭିତରେ ଜ୍ଵାଇଁ ଜଣକ ପଶି ଯାଇଥିଲେ । ବାଇକ ସହ ପାଣି ରେ ବୁଡି ଯିବାରୁ ଘ-ଟ-ଣା ସ୍ଥଳରେ ତାଙ୍କର ମୃ-ତ୍ୟୁ ଘଟିଛି । ତେବେ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଯେ ଘ-ଟ-ଣା ସ୍ଥଳରେ ଅନେକ ଲୋକଙ୍କର ଭିଡ ଜମିଛି ।
ଘ-ଟ-ଣା ସ୍ଥଳରେ ଆ-ମ୍ବୁ-ଲା-ନ୍ସ ମଧ୍ୟ ଆସି ପହଞ୍ଚିଛି । ଏମିତି କି ସେଠାରେ ପୋ-ଲି-ସ ମଧ୍ୟ ଆସି ପହଞ୍ଚିଛି । ପୋ-ଲି-ସ ଶବ ଉ-ଦ୍ଧା-ର କରି ଆ-ମ୍ବୁ-ଲା-ନ୍ସ ଜରିଆରେ ପୋ-ଷ୍ଟ ମ-ର୍ଟ-ମ ପାଇଁ ପଠାଇଛି । ଏହି ଘଟଣା ବାବଦରେ ପୋ-ଲି-ସ ଅଧିକ ଯା-ଞ୍ଚ ପରତାଳ ମଧ୍ୟ କରିବାରେ ଲାଗିଛି । ତେବେ ଏହି ଘଟଣା ରୁ ଏହା ସ୍ପଷ୍ଟ ହେଉଛି କି ମଣିଷ ନିଜର ଭୁଲ କାରଣରୁ ନିଜ ମୃ-ତ୍ୟୁ ର କାରଣ ନିଜେ ସାଜୁଛି ।
ଏମିତି କି ଅଳ୍ପ ମାତ୍ରା ରେ ଭାରସାମ୍ୟ ହରାଇବାରୁ ମଧ୍ୟ ଲୋକଙ୍କର ଜୀବନ ଯାଉଛି । ତେବେ ସେହି ବ୍ୟକ୍ତି ଜଣକ କେତେ ଖୁସିରେ ଶ୍ଵଶୁର ଘରକୁ ବାହାରି ଥିଲେ । କିନ୍ତୁ ସେ କଣ ଜାଣିଥିଲେ କି କା-ଳ ତାଙ୍କ ପାଇଁ ଏମିତି ଅପେକ୍ଷାରେ ରହିଛି । ତେବେ ରାସ୍ତା ରେ ଯାଉଥିବା ସମୟରେ ସେହି ବ୍ୟକ୍ତିଙ୍କର ଅ-କା-ଳ ବି-ୟୋ-ଗ ଘଟିଛି ଯାହା ଏହି ଘ-ଟ-ଣା ରୁ ସ୍ପଷ୍ଟ ଏହୁଛି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।