ଜ୍ଵାଇଁ ଦେଖି ଯାଇଥିଲେ ଶବ ହୋଇ ଫେରିଲେ! ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ହୃଦୟ ବି କାନ୍ଦିବ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ସଡକ ଦୁର୍ଘଟଣା ଅଧିକ ମାତ୍ରା ରେ ଦେଖା ଯାଉଛି । ଯାହା ଫଳରେ ଅନେକ ନିରୀହ ଲୋକଙ୍କର ଜୀବନ ଚାଲି ଯାଉଛି । ଆଉ ନିଜ ଲୋକଙ୍କୁ ହରାଇ ପରିବାର ଲୋକେ ଦୁଖରେ ଭାଙ୍ଗି ପଡ଼ୁଛନ୍ତି । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ନଜର ଆସିଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ।

ମଝି ରାସ୍ତାରେ ପଡିଛି କାନ୍ଦ ବୋବାଳି । ଏ ବୁଢୀ ମାଉସୀ ଜଣକ ବାପା ଆଲୋ କଣ କରିଲୁ ଧନ ରେ କହି ଭୋ ଭୋ ହୋଇ କାନ୍ଦୁଛି । ହେଲେ ଅଗ୍ନିସମ କର୍ମଚାରୀ ତାଙ୍କୁ ଆଡେଇ ଦେଇ ଚାଲି ଆଉଛନ୍ତି । ଏ ସବୁ ଦେଖିବା ପରେ ଦର୍ଶକ ବନ୍ଧୁ କିଛି ବୁଝା ପଡୁ ନ ଥିବ ନିଚୟ । ଏମାନେ କାହିଁକି ଏମିତି କାନ୍ଦୁ ଛନ୍ତି ମନରେ ପ୍ରଶ୍ନ ନିଶ୍ଚୟ ଆସୁଥିବ । ତେବେ ସୂଚନା ଅନୁଯାୟୀ ଝିଅର ବାହାଘର ଲାଗି ପ୍ରସ୍ତାବ ଦେଖିବାକୁ ଆସିଥିଲେ ବାପା ।

ମନରେ କେତେ କଣ ଚିନ୍ତା କରିଥିଲେ । ଭଲ ପ୍ରସ୍ତାବା ଦେଖିବେ ଝିଅକୁ ବାହା ଦେବେ । ସେ ଖୁସି ରେ ସଂସାର କରିବ କିନ୍ତୁ ବାପର ସବୁ ସ୍ଵପ୍ନ କୁ ଧୂଳିସାତ କରି ଦେଲା ଗୋଟେ ମାତ୍ର ଦୁର୍ଘଟଣା । ହଁ ଦର୍ଶକ ବନ୍ଧୁ ଦୁର୍ଘଟଣା ହିଁ ସବୁ ସ୍ଵପ୍ନ କୁ ଛାରଖାର କରି ଦେଲା । ଝିଅର ବାହଘର କରିବ କଣ ବରଂ ନିଜର କୋ-କେ-ଇ ଉଠିଲା । ବାପା ଖୋଜିବାକୁ ଯାଇଥିଲା ବର କିନ୍ତୁ ଅଧ ରାସ୍ତା ରେ ଶ-ବ ହୋଇଗଲା ।

ଏମିତି ଏକ ଦୁଖଦ ଘଟଣା ଘଟିଛି ଦଶପୋଲା ଗୋଡିଆ ଥାନା କିଶୋର ପ୍ରସାଦ ଗାଁ ପଞ୍ଚାୟତ କାର୍ଜ୍ୟାଳୟ ପାଖରେ । ଖଣ୍ଡପଡା ଲକ୍ଷ୍ମୀ ପ୍ରସାଦ ଗାଁ ର ମହେଶ୍ଵର ବେହେରା ନିଜ ଝିଅ ଝିଅର ବାହାଘର ଲାଗି ସ୍ଥାନୀୟ ଅଞ୍ଚଳର କିଶୋର ପ୍ରସାଦ ଗାଁ କୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରତେ ଚାଲି ଚାଲି ରାସ୍ତା ପାର ହେଉଥିଲେ ।

ହେଲେ ଦ୍ରୁତ ଗତିରେ ଆସୁଥିବା ଗାଡି ମହେଶ୍ଵର ଙ୍କୁ ଏତେ ଜୋର ରେ ଧକ୍କା ଦେଇଥିଲା ଯେ ଘଟଣା ସ୍ଥଳରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ତାଙ୍କର ମୃ-ତ୍ୟୁ ଖବର ପାଇବା ମାତ୍ରେ ପରିବାର ଲୋକ ସଙ୍ଗେ ସଙ୍ଗେ ପହଞ୍ଚିବା ସହ କାନ୍ଦ ବୋବାଳି ପକାଇ ଥିଲେ । ହେଲେ କାନ୍ଦି କାନ୍ଦି ନୟାନ୍ତ ହେବା ପରେ ବି ମହେଶ୍ଵର କିନ୍ତୁ ଉଠି ନ ଥିଲେ । ଝିଅ ବାହାଘର ପାଇଁ ପ୍ରସ୍ତାବ ଦେଖୁଥିବା ମହେଶ୍ଵର ସବୁ ଦିନ ଲାଗି ଶ-ବ ହୋଇଗଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେସ ଚର୍ଚ୍ଚା ଲାଗି ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *