ହିନ୍ଦୁ ଧର୍ମରେ କାଳଅଷ୍ଟମୀ ପର୍ବ ବିଶେଷ ମାନ୍ୟତା ଅଟେ, କାଳଅଷ୍ଟମୀ ତ୍ଯୋହାର ପ୍ରତି ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି କୁ ପାଳନ କରା ଯାଇଥାଏ, ଏହି ଦିନ କାଳ ଭୈରବ ପୂଜା ଆରାଧନା କରାଯାଇଥାଏ ତେବେ କାଳଭୈରବଙ୍କୁ ଶିବଙ୍କ ଗୋଟେ ଅବତାର କୁହାଯାଏ, ଏହାକୁ କାଳଅଷ୍ଟମୀ, ଭୈରବଅଷ୍ଟମୀ ଇତ୍ୟାଦି କେତେକ ନାମ କୁହାଯାଏ । ଏହି ଦିନ ଦେବୀ ମା ଦୂର୍ଗାଙ୍କ ଆରାଧନା ଏବଂ ବ୍ରତ ବିଧାନ ଅଟେ । ତେବେ ଆଜି ଆମେ ଆପଣଙ୍କୁ ପର୍ବ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ନାରଦ ପୁରାଣ ଅନୁଯାଇ କାଳଅଷ୍ଟମୀ ଦିନ ଭଗବାନ ଶିବ ଅବତାର ଭୈରବ ଏବଂ ଦୂର୍ଗା ମାତାଙ୍କ ପୂଜା କରା ଯାଇଥାଏ ଯାହା ଦ୍ଵାରା ରୋଗ ଦୋଷ ନଷ୍ଟ ହୋଇଥାଏ । ଏହି ଦିନ ବିଧି ବିଧାନ ସହ ପୂଜା କଲେ ବଡ ବଡ ରୋଗ ଦୂର ହୋଇଥାଏ ଏବଂ ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ, ଭଗବାନ ଭୈରବଙ୍କ ପୂଜା ଦ୍ଵାରା ଶତ୍ରୁ ଉପରେ ବିଜଯ ପ୍ରାପ୍ତ ହୋଇଥାଏ, ଭୈରବ ଭଗବାନଙ୍କ ପୂଜା ଦ୍ଵାରା ଜାତକ ଜୀବନରେ ସବୁ ସୁଖ ସୁବିଧା ଆସିଥାଏ ।

କିନ୍ତୁ ଆପଣଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ । ଆଜି ଆପଣ ଉଧାର ଟଙ୍କା ଫେରେଇବା ରେ ସଫଳ ଇବେ । ଆଜି ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ଆପଣ ଦେଖା କରି ପାରିବେ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ, ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ତେବେ ସବୁ ସମସ୍ଯା ଠାରୁ ବଞ୍ଚିବା ପାଇଁ ଭୈରବ ଏବଂ ମାତା ଦୂର୍ଗାଙ୍କ ପୂଜା ଏବଂ ଆରାଧନା କରିବା ଆବଶ୍ୟକ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।