ସବୁ ବେଳେ କବର ରୁ ଆସୁଥିଲା ସୁଗନ୍ଧ, କବରକୁ ଖୋଳିବାରୁ ଯାହା ବାହାରିଲା ଦେଖି ସ୍ତବ୍ଦ ହୋଇଗଲେ ସବୁ

ମଶାଣି କୌଣସି ଲୋକ ପାଇଁ ଗୋଟେ ଭୟାନକ ସ୍ଵପ୍ନ ଠାରୁ କମ ନୁହଁ, ଲୋକ ମଶାଣି ପାର କରି କେଉଁଠିକୁ ଯିବା ପାଇଁ ମଧ୍ୟ ଡରନ୍ତି, ଏହା ଛଡା ମଶାଣି ପାଖକୁ ଯିବା ଲୋକଙ୍କ ପାଇଁ ଭୟାନକ କାମ ଅଟେ । ମଶାଣି ବିଷୟରେ ଭାବିଲେ ଲୋକଙ୍କ ହାତ ଗୋଡ ଥଋ ଥାଏ, ଏହି କଥା ପାଇଁ ଯିଏ ଯେତେ ଯୁକ୍ତି କଲେ ମଧ୍ୟ ସତ ମିଛ ହୋଇ ଯିବ ନାହିଁ । ଆଜି ଆମେ ଆପଣଙ୍କୁ ମଶାଣି ବିଷୟରେ କିଛି କହିବାକୁ ଯାଉଛୁ, କାହିଁକିନା ଏହି କିଛି ଦିନରୁ ଗୋଟେ ଭିଡିଓ ଭାଇରାଲ ହୋଇଛି, ଯେଉଁ ଭିଡିଓ ରେ ଦେଖା ଯାଇଛି ଯେ ସିରିୟା ର ଗୋଟେ କବରରୁ ସୁଗନ୍ଧ ଆସୁଛି ।

Image Courtesy: Google

ଏହି ସୁଗନ୍ଧକୂ ସେଠାରେ ବହୁତ ଲୋକ ଅନୁଭବ କରି ଥିଲେ । ପ୍ରଥମେ ଲୋକଙ୍କୁ ଏହି କଥା ଉପରେ ଭରସା ହେଲାଣି ଯେ ସୁଗନ୍ଧ କବରରୁ ଆସୁଛି, କିନ୍ତୁ ପରେ ସତ ଜାଣିବା ପାଇଁ ଯେତେବେଳେ କବର କୁ ଖୋଳା ଗଲା ସେତେବେଳେ ଯାହା ଜଣା ପଡିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ । ଆପଣଙ୍କୁ ଆମେ କହିବା ପାଇଁ ଚାହୁଁଛୁ ଯେ କବରରୁ ଶୁଙ୍ଗାଧ ଆସିବାର ସିରିୟା ରେ ଏହା ପ୍ରଥମ ଘଟଣା ଏହା ପୂର୍ବରୁ ଏମିତି ଘଟଣା କେବେ ସାମ୍ନାକୁ ଆସି ନଥିଲା ।

Image Courtesy: Google

ଏହି କବରକୁ ଖୋଳିଲା ପରେ ଏଠାରେ ଦୁଇଟି ସହିଦଙ୍କ ଶବ ପ୍ରାପ୍ତ ହୋଇ ଥିଲା, ଯାହା ହାତ ଗୋଡ ବନ୍ଧା ହୋଇ ଥିଲେ, ଖବର ଅନୁଯାଇ ଏହା ମାନୁଚନ୍ତି ଲୋକ ଯେ ଆଇଏସଆଇ ଆତଙ୍କବାଦୀ ମାନେ ଏହି ସିପାହୀଙ୍କୁ ସହିଦ କରି ଥିବେ । ଶବ ଦେଖି ଲାଗୁ ଥିଲା ଯେମିତି ବହୁତ ନୁରସନ୍ସ ଭାବରେ ଦୁଇ ଜଣଙ୍କ ହତ୍ୟା କରା ଯାଇ ଥିଲା, ଏହା ପରେ ମଧ୍ୟ ବିଶେଷ କଥା ଏହା ଯେ ପୋତିବା ଏତେ ଦିନ ପରେ ମଧ୍ୟ ଶବ ଖରାପ ହୋଇ ନଥିଲେ ।

Image Courtesy: Google

ଏତେ ଦିନ ପୋଟା ହେଲା ପରେ ମଧ୍ୟ ଶବ ଠିକ ସେମିତି ଥିଲେ ଯେମିତି ପୋଟା ହୋଇ ଥିଲା ଏବଂ ଗୋଟେ ଅଲଗା ପ୍ରକାର ସୁଗନ୍ଧ ମଧ୍ୟ ଆସୁଥିଲା । ଶବ ମୁଣ୍ଡ ଉପରେ ବନ୍ଧା ହୋଇ ଥିବା ପଟ୍ଟି ଉପରେ ମଧ୍ୟ ମାଟି ଲାଗି ନଥିଲା, ଏହା ଛଡା ଦେହ କପଡା ଗୋଡ ଜୋତା ଶବୁ ସେହି ପରି ଥିଲେ ଯେମିତି ପୋତା ଯାଇ ଥିଲା । ଲୋକଙ୍କ ଅନୁଯାଇ ଏହା ଗୋଟେ ଏମିତି ଚମତ୍କାର ଯାହା କେହି କେବେ ଦେଖି ନଥିଲେ, କେତେକ ଲୋକଙ୍କ ଅନୁଯାଇ ଭଗବାନ ତାଙ୍କ ମୃତ୍ୟୁ ସ୍ଵୀକାର କରି ନାହାନ୍ତି ବୋଲି କୁହା ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *