କାହାକୁ ଡରୁଛନ୍ତି Rani Panda ? କାହା ସହ କ୍ଲୋଜଲି ମିଶି ଏବେ ହଇରାଣ ହେଉଛନ୍ତି ରାଣୀ ପଣ୍ଡା ? କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଜାଣିବାକୁ ପାଇବେ କି ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ବିବାଦୀୟ ଭାବେ ଜଣାଶୁଣା ରାନୀ ପଣ୍ଡା ବର୍ତ୍ତମାନ ସମୟରେ ଏମିତି ଜେଣ ବ୍ୟକ୍ତିଙ୍କୁ ଭୟ କରିବାର ବଡ ଖୁଲାସା କରିଛନ୍ତି । ତେବେ ରାଣୀ ପଣ୍ଡା କହୁଛନ୍ତି ସେ ସେହି ବ୍ୟକ୍ତିଙ୍କ ଠାରୁ ୨୫ ଲକ୍ଷ ଟଙ୍କା କରଜ କରିଥିଲେ । ୧୦ ଲକ୍ଷ ଟଙ୍କା ଲୋକଙ୍କୁ ଡୋନେଟ ପାଇଁ, ୭ ଲକ୍ଷ ଟଙ୍କା ତାଙ୍କର ବ୍ଯକ୍ତିଗତ ଖର୍ଚ୍ଚ ପାଇଁ, ଆଉ ବାକି ପଇସା ସେ ୟୁଟ୍ଯୁବ ଚ୍ଯାନେଲ କରିବା ପାଇଁ ଆଣିଥିଲେ ।

ଯେତେବେଳେ ସେ ସେହି ଲୋକ ଠାରୁ ପଇସା ଆଣିଥିଲେ ସେ ବିନା ସ୍ଵାର୍ଥରେ ପଇସା ତାଙ୍କୁ ଦେଇଥିଲା ଯାହା ପାଇଁ ରାନୀ ପଣ୍ଡା ତା ସହ କ୍ଳୋଜ ଅଧିକ ହୋଇଥିଲେ ବୋଲି ନିଜେ କହିଛନ୍ତି । ଲୋକଟି ତାଙ୍କୁ ପ୍ରେମ କରିବା ସହ ମ୍ୟାରେଜ ପାଇଁ ପ୍ରସ୍ତାବ ଦେଇଥିଲା । ଏମିତିକି ରାନୀ ପଣ୍ଡା ନିଜେ ବି ସେହି ଲୋକକୁ ଲାଇକ କରୁଥିଲେ ।

ମ୍ୟାରେଜ ପାଇଁ ରାଣୀ ପଣ୍ଡା ସେହି ଲୋକ ଠାରୁ ସମୟ ମାଗିଥିଲେ କିନ୍ତୁ ସେ ଲୋକଟି ତାଙ୍କୁ ସମୟ ଦେଲା ନାହି । ତାଙ୍କୁ ଅନେକ ପ୍ରକାରର ମେଣ୍ଟାଲି ହ୍ୟାରେଶମେଣ୍ଟ କରିଛି ବୋଲି ରାନୀ ପଣ୍ଡା କହୁଛନ୍ତି । ତାଙ୍କର ବ୍ୟକ୍ତିଗତ ସମ୍ପତି ଉପରେ ବି ଲୋକତା ଯୋଡ଼ା ଦେଖାଉଛି । ଆଜିକୁ ୯ ମାସ ହେଲାଣି ସେ ଲୋକାତ ରାନୀ ପଣ୍ଡାଙ୍କୁ ମେଣ୍ଟାଲି ଟର୍ଚର କରିବାରେ ଲାଗିଛି ।

ପ୍ରତି ମୂହୁର୍ତ୍ତରେ ସେ ଜଳି ଜଳି ମରିବା ସହ ଘରୁ ବାହାରିବା ସମୟରେ ଭୟ କରୁଛନ୍ତି ବୋଲି ରାଣୀ ପଣ୍ଡା କହିଛନ୍ତି । କୋଉ ମୂହୁର୍ତ୍ତରେ ସେ ତାଙ୍କୁ ମାରି ଦେବ ଆଉ ବ୍ୟକ୍ତିଗତ ସମ୍ପତି ଉପରେ ଆଖି ପକାଇ ସାରିଲାଣି ତେବେ କେବେ ବି ତାଙ୍କୁ ମାରିପାରେ ବୋଲି ରାନୀ ପଣ୍ଡା କହିଛନ୍ତି । କଳା କ୍ଷେତ୍ରରେ ରାଣୀଙ୍କୁ ସହଯୋଗ କରୁଥିଲେ ମଧ୍ୟ ସେ ଲୋକଟା ଏତେ ପଇସା ବାଲା କି ସମସ୍ତଙ୍କୁ ପୋଇସା ଦେଇ ଚୁପ କରିବ ବୋଲି କହୁଛି ।

ରାନୀ ପଣ୍ଡା ନିଜ ଜୀବନର ଦୁଖ ସେୟାର କରିଛନ୍ତି ତାଙ୍କୁ ରେସପେକ୍ଟ ମଧ୍ୟ ଦେଉଥିଲେ କିନ୍ତୁ ତାହାର ଫାଇଦା ଉଠାଉଛି ଏବେ ସେହି ଲୋକଟା । ତାଙ୍କ ଜୀବନରେ ଅନେକ ବ୍ଯକ୍ତିଗତ କଥା ଅଛି ଯାହା ସେ ଖୋଲିକି କହିପାରୁ ନାହାନ୍ତି । ସେ ଲୋକଟା ଡାଇରେକ୍ଟ ରାନୀ ପଣ୍ଡାଙ୍କ ସହ ନ ଲାଗି ଇନଡାଇରେକ୍ଟ କରୁଛି ବୋଲି ରାନୀ କହିଛନ୍ତି । ଲୋକଟା ଫେସ ଠୁ ଫେସ ରାନୀ ପଣ୍ଡାଙ୍କୁ ଏହି ସବୁ କଥା କହିଛି ।

ବିଜେପି ହେଉ ବା କଂଗ୍ରେସ ଦଳ ସେମାନଙ୍କ ମଧ୍ୟରୁ କିଛି ନାଁ ନେଇ ଲୋକଟା ରାନୀ ପଣ୍ଡାଙ୍କୁ ଧମକାଇଛି ମାରିବା ପାଇଁ । ମୋର ବଡ ଭୁଲ ହେଲା ମୁଁ ସେ ଲୋକ ସହ କ୍ଳୋଜ ହେଲି, ଦୁଖ କହିବା ବୋଲି ରାନୀ ପଣ୍ଡା କହିଛନ୍ତି । ତାଙ୍କ ପରିବାର ସହ ତାଙ୍କର ବିଗତ ପ୍ରେମିକକୁ କେତେବଳେ ସେ ଲୋକଟା ମାରିଦେବ ଆଉ ବିଜନେସରେ ମଧ୍ୟ କ୍ଷତି କରିସାରିଛି ବୋଲି ରାନୀ ପଣ୍ଡା କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ରାଣୀ ପଣ୍ଡାଙ୍କ ଏଭଳି ମନ୍ତବ୍ୟକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *