କାହାର ପାଦ ଧୂଳି ପଡିଲେ ଘରେ ଶୁଭ ହୋଇଥାଏ ।

କିଛି ଲୋକଙ୍କ ପାଦ ର ଧୂଳି ଘରେ ପଡିଲେ ,ଘରେ ଐସ୍ୱର୍ଜ୍ୟ ବଢିଥାଏ , ଓ ଧନ ଆସିଥାଏ। ଗୋଟିଏ ଶ୍ଳୋକ ରହିଛି ” ଗାବାଂ ରଜ , ଧାନ୍ୟାଂ ରଜ, ଅପତ୍ୟ ଲିଗଂନଂ ରଜ, ବିପ୍ରପଦ ରଜ ସାକ୍ଷାତ୍ ସକ୍ର ଅଶ୍ୟାପି ଧନଂ ଗଦ୍ୟାର୍ଥୀ ” ଏହାର ଅର୍ଥ ,ଗାବାଂ ରଜ ; ଗାବାଂ ମାନେ ନାଭି ବା ଯାହା କୁ କୁହନ୍ତି ଗାଈ । ଗାଈ ଖୁରାର ଧୂଳି ଯଦି ପଡେ ଘରେ ତେବେ ବହୁତ ମଗଂଳମୟ ।

ଗାବାଂ।ରଜ, ଧାନ୍ୟାଂ ରଜ ଧାନ୍ୟ ମାନେ ଧାନ, ଧାନ ଝାଡିବା ବେଳେ ଯେଉଁ ଧୂଳି ପଡ଼େ ସେହି ଧୂଳି ଯଦି ଘରେ ପଡେ ତେବେ ବହୁତ ମଗଂଳମୟ । ଭଣଜା ଙ୍କୁ ଶାଳଗ୍ରାମ କୁହାଯାଏ । ତେଣୁ ଶାଳଗ୍ରାମୀ ଲୋକ ଙ୍କ ପାଦ ଧୂଳି ଘରେ ପଡିଲେ, ଯଦି ଭଣଜା ଘରେ ରହିବ, ତେବେ ଅତ୍ୟନ୍ତ ଶୁଭ ମୟ । ବ୍ରାହ୍ମଣ ମାନଙ୍କ ଧୂଳି ପଡ଼ିଲେ, ଶୁଭ ହୋଈଥାଏ। ଏହି ସବୁ ପାଦ ର ଧୂଳି ପଡିଲେ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *