କୌଣସି ବିବାହିତ ମହିଳା ନିଜର ଏହି 5ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ, ନହେଲେ ନିଜ ସ୍ୱାମୀକୁ ହରେଇଦେବେ – ଏବେ ହିଁ ଜାଣି ରଖନ୍ତୁ

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ କିଛି ଏଭଳି ଟିପ୍ସ ଦବୁ ଯାହା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । ଆପଣ ମାନେ ତ ଜାଣିଥିବେ ଗୋଟେ ବିବାହିତ ମହିଳା ପାଇଁ ତାର ଶଙ୍ଖା ସିନ୍ଦୁର ଆଦି କେତେ ମହତ୍ବପୂର୍ଣ୍ଣ ଅଟେ । ତେବେ ବେଳେବେଳେ ନାରୀମାନେ ନିଜର ଏହି କିଛି ଜିନିଷ ଅନ୍ୟମାନଙ୍କୁ ଦେଇଦିଅନ୍ତି, ଯାହା ସେମାନଙ୍କୁ ଦେବା ଉଚିତ ନୁହେଁ । ତେବେ କଣ ସେହି ଜିନିଷ ଯାହା କୌଣସି ନାରୀକୁ କାହାକୁ ଦେବା ଉଚିତ ନୁହେଁ ଆସନ୍ତୁ ଜାଣିବା ।

ବିବାହ ଏକ ପବିତ୍ର ବନ୍ଧନ ଅଟେ । କିନ୍ତୁ ଆଜି ଆମେ ମହିଳାଙ୍କ ଦ୍ୱାରା ୫ ଟି ଏପରି ଭୁଲ୍ ବିଷୟରେ କହିବୁ ଯାହାଦ୍ୱାରା ସେ ନିଜ ସ୍ୱାମୀକୁ ହରାଇ ପାରନ୍ତି । ଏଠି ଆମେ ୫ଟି ଜିନିଷ ବିଷୟରେ କହିବୁ ଯାହା ବିବାହିତ ମହିଳା ଅନ୍ୟ କାହାକୁ ଦେବା ଉଚିତ୍ ନୁହେଁ । ଏବଂ ଯଦି କେଉଁ ମହିଳା ଏହି ଜିନିଷକୁ ଅନ୍ୟ କାହାକୁ ଦେଇଥାଏ ତେବେ ତାର ଦାମ୍ପତ୍ୟ ଜୀବନ ପାଇଁ ଏହା ଅଶୁଭ ବୋଲି ମାନାଯାଏ ।

ବିବାହିତ ମହିଳା ଏହି ୫ ଟି ଜିନିଷ କାହାକୁ ଦେବା ଉଚିତ ନୁହେଁ-

୧) ସିନ୍ଦୁର :

ବିବାହିତ ମହିଳା ପାଇଁ ସିନ୍ଦୁର ହେଉଛି ଅତି ମୁଲ୍ୟବାନ । ଯେଉଁ ନାରୀ ମଥାରେ ସିନ୍ଦୁର ଥାଏ ଜାଣିବ ଯେ ସେ ହେଉଛି ସଧବା ଏବଂ ତାର ସ୍ଵାମୀର ମଧ୍ୟ ମଙ୍ଗଳ ହୁଏ । କିନ୍ତୁ ଯେଉଁ ନାରୀ ତାର ସିନ୍ଦୁରକୁ ଅନ୍ୟ କାହାକୁ ଦିଏ ତେବେ ଏହା ତା ସ୍ବାମୀର ଜୀବନ ପାଇଁ ବିପଦ ଆଣିଥାଏ ।

୨) ଚୁଡି :

ସବୁ ବିବାହିତ ନାରୀ ପାଇଁ ଚୁଡି ହେଉଛି ମୁଖ୍ୟ ଗହଣା । ଗୋଟେ ନାରୀକୁ କେବେବି ତାର ହାତ ଖାଲି ରଖିବା ଉଚିତ ନୁହେଁ । ଯଦି କୌଣସି ନାରୀ ନିଜର ଚୁଡିକୁ ଅନ୍ୟକାହାକୁ ଦିଏ ତେବେ ଏହା ତା ସ୍ବାମୀର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

୩) ଟିକିଲି(ବିନ୍ଦି)

ସିନ୍ଦୁର ଭଳି ଟିକିଲି ମଧ୍ୟ ସବୁ ବିବାହିତ ମହିଳାଙ୍କ ପାଇଁ ଖାସ୍ ଅଟେ । ଯଦି କେଉଁ ବିବାହିତ ମହିଳା ତାଙ୍କ ମଥାରୁ ଟିକିଲି ଅନ୍ୟ କେଉଁ ମହିଳାଙ୍କୁ ଦେଇଥାନ୍ତି ତେବେ ତାହା ଅଲକ୍ଷଣ ବୋଲି ମାନା ଯାଇଥାଏ । ଏହା କରିବାଦ୍ୱାରା ସ୍ୱାମୀଠାରୁ ଛାଡପତ୍ର ଦେବାର ଆଶଙ୍କା ବଢିଯାଇଥାଏ । ସେଥିପାଇଁ ମହିଳାମାନେ ନିଜ ବିନ୍ଦି ଅନ୍ୟ କାହାକୁ ନଦେବାକୁ ଉଚିତ୍।

୪) କଜଳ :

ସ୍ତ୍ରୀମାନେ କଜଳ ଲଗାଇଲେ ଆକର୍ଷଣୀୟ ଦେଖା ଯାଆନ୍ତି । କିନ୍ତୁ ଯଦି କେଉଁ ବିବାହିତ ମହିଳା ତାଙ୍କ କଜଳ ଆଉ କାହାକୁ ଦେଇଥାନ୍ତି ତାହାକୁ ଅଶୁଭ ସଙ୍କେତ ମନା ଯାଇଥାଏ । ଏମିତି କରିବା ଦ୍ୱାରା ସ୍ୱାମୀଙ୍କର ତା ସ୍ତ୍ରୀ ପ୍ରତି ଭଲ ପାଇବା କମି ଯାଇଥାଏ ।

Leave a Reply

Your email address will not be published. Required fields are marked *