କାହାକୁ କିଛି ନ କହି ଚୁପ ଚାପ କରିଦିଅନ୍ତୁ ଏହି ଜିନିଷକୁ ଦାନ ମିଳିଯିବ ମନଲାଖି ଜିନିଷ ।

ଆଜି ଆମେ ଜାଣିବା ଦାନ କରିବାର ଚାରୋଟି ଆଧ୍ୟାତ୍ମିକ ଲକ୍ଷଣ।ଯଦି ଆପଣ କାହାକୁ କେବେ ଦାନ କରୁଛନ୍ତି ତାହାହେଲେ ଏହି ଚାରୋଟି ଜିନିଷ ନିହାତି ଭାବେ ଦାନ କରନ୍ତୁ।ପ୍ରଥମ ଦାନ ହେଉଛି ଭୋଜନ ଦାନ ପରମପୁଜ୍ୟ ପ୍ରଭୁ କହନ୍ତି ଭୋଜନର ଦାନ ସବୁଠାରୁ ପୂଣ୍ଯ କାମ ଅଟେ

।କେଉଁ ବ୍ୟକ୍ତି ଯଦି ଆପଣଙ୍କର ଦୂରରେ ଆସି ଭିକ୍ଷା ମାଗୁଛି ଯଦି ନିଶ୍ଚିତ ଭାବେ ଖାଇବାକୁ ଦିଅନ୍ତୁ କାରଣ ଏହା ଦ୍ବାରା ଅନେକ ଆଧ୍ୟାତ୍ମିକ ଲାଭ ମିଳିଥାଏ।ଦ୍ବିତୀୟ ଦାନ ଔଷଧ ଦାନ ଔଷଧ ଦାନ କରିବା ସବୁଠାରୁ ବଡ ପୂଣ୍ଯ ଅଟ।କାରଣ ଏହା ଦ୍ବାରା ଜଣେ ସୁସ୍ଥ ହୋଇ ବଞ୍ଚି ପାରିବେ ଓ କଷ୍ଟ ରୁ ମଧ୍ୟ ମୁକ୍ତି ପାଇଥାଏ।

ତିନି ନମ୍ବର ଦାନ ଜ୍ଞାନ ଦାନ ଜ୍ଞାନର ଦାନ ଅଧିକ ମୂଲ୍ଯବାନ ଅଟେ କାରଣ ଏହା ଦ୍ବାରା ଏକ ବ୍ଯକ୍ତି ସଠିକ୍ ରାସ୍ତା ଜାଣିପାରିବ।ଜୀବନରେ ମୁକ୍ତି ପାଇପାରିବ।

ଶେଷରେ ହେଉଛି ସବୁଠାରୁ ବଡ ଦାନ ଏବଂ ଏହି ଦାନର ନାମ ହେଉଛି ଅଭୟ ଦାନ। କୈଣସି ବ୍ୟକ୍ତିର ଯଦି ଅସୁବିଧା ସମୟରେ ସାହାସ ପ୍ରଦାନ କରିବା ଏହା ଦ୍ବାରା ଲୋକଟି ଅନେକ ଚିନ୍ତାରୁ ମୁକ୍ତି ପାଇ ପାରିବେ।

Leave a Reply

Your email address will not be published. Required fields are marked *