କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Tarot Card Reading

ନମସ୍କାର ବନ୍ଧୁଗଣ, ନିଜର ହସ ଖୁଶିର ସଂସାର ଗଢିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । ହେଲେ ଭାଗ୍ୟ କେତେବେଳେ ବଇରୀ ପାଲଟିଯାଏ କାହାର ସାଥ ଦିଏ ତ ଆଉ କାହାର ଦିଏ ନାହି । ତଥାପି ସବୁ ଲୋକ ନିଜର ଅନ୍ଧକାରମୟ ଜୀବନରେ ସୁଖର ଆଲୋକ ଉଦୟ ହେବାକୁ ଅପେକ୍ଷା କରିଥାନ୍ତି । ଆଜି ଆପଣଙ୍କ ଅପେକ୍ଷା ଶେଷ କରିବା ପାଇଁ ଯାଉଛୁ କାରଣ ଆଜି ଆପଣ ନିଜେ 3ଟି ନମ୍ବର ବାଛି ଜାଣିବାକୁ ପାଇବେ ଆପଣଙ୍କ ପର୍ଶନ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା ।

1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । ସେ ଆପଣଙ୍କୁ ଯାହା ଦେଖାଉଛନ୍ତି ସେ ସେମିତି ଅଟନ୍ତି । ଆପଣ ଯେମିତି ସେ ଆପଣଙ୍କୁ ସେମିତି ଗ୍ରହଣ କରୁଛନ୍ତି । ସେ ଆପଣଙ୍କ ସହ ଆଗକୁ ବଢିବାକୁ ଚାହୁଁ ଛନ୍ତି ଆପଣଙ୍କ ସହ ପରିବାର ଗଢିବାକୁ ଚାହୁଁ ଛନ୍ତି । ଯଦି ଆପଣଙ୍କର ବିବାହ ହୋଇ ନାହି । ତାଙ୍କ ମନରେ ଆପଣଙ୍କ ପାଇଁ ଟୃ ଫିଲିଙ୍ଗ୍ସ ରହିଛି କିଛି ବି ନେଗେଟିଭ ନାହି । କିଛି କାରଣ ଯୋଗୁ ସେ ଆପଣଙ୍କ ସହ କଥା ହେଉ ନାହାନ୍ତି ଏମିତି ଆପଣ ଭାବୁଛନ୍ତି କିନ୍ତୁ ଏମିତି କିଛି ନାହାନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଙ୍କା ପାଇଁ ପଜେଟିଭ ରହିଛି । ସେ ଭାବୁଛନ୍ତି ଆପଣ ଲୋକଙ୍କର କେୟାର କରନ୍ତି, ଭଲ ପାଇବା ଦିଅନ୍ତି । ଆପଣ ଅନ୍ୟର ଇଜ୍ଜତ କରିଥାନ୍ତି । ଆପଣଙ୍କ ଉପରେ ହର୍ଷ କରି ହେବ । ଟୃ ଫିଲିଙ୍ଗ୍ସ ରହିଛି ଆଉ ସଚ୍ଚା ପ୍ରେମ ରହିଛି ଆପଣଙ୍କ ପାଇଁ ତାଙ୍କ ମନରେ । କିଛି ବି ହୋଇଯାଉ ସେ ଆପଣଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ଚାହୁଁ ନାହାନ୍ତି । ଜବରଦସ୍ତି ର ସମ୍ପର୍କ ନାହି । ଆପଣଙ୍କ ପାଇଁ ସମ୍ମାନ, ଭଲ ପାଇବା ସବୁ କିଛି ଅଛି । ଯଦି ଆପଣଙ୍କୁ ଲାଗୁଛି ତାଙ୍କ ମନରେ ଖରାପ ଧାରଣା ଅଛି ତେବେ ସେମିତି କିଛି ନାହି । ଆପଣଙ୍କ ପ୍ରତି ଆକର୍ଷିତ ଅଛନ୍ତି ସେ ।

3- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ସେ ଆପଣଙ୍କ ସହ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ସହ ଲାଇଫର କଳ୍ପନା କରୁଛନ୍ତି । ଆପଣଙ୍କ ଲଭ ପାର୍ଟନର ହୋଇଥିଲେ ସେ ଆପଣଙ୍କୁ ସବୁ କିଛି ଭାବୁଛନ୍ତି । ବହୁତ ପଜେଟିଭ ଏନର୍ଜି ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ । ଆପଣ ଦୁହିଙ୍କ ଭିତରେ ଯାହା ବି ହୋଇଯାଉ କେବେ ଭାଙ୍ଗିବ ନାହି । ଇଶ୍ଵର ଆପଣ ଦୁହିଙ୍କୁ ଏ ଦୁନିଆକୁ ପଠାଇଛନ୍ତି । ଆପଣ ଦୁହିଙ୍କର ଯୋଡି ବହୁତ ଭଲ ଅଛି ଯାହା ଭଗବାନ ତିଆରି କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *