50 ଟଙ୍କା କେଜିରେ ବିକୁଥିଲି ମାଂସ… ଧରାପଡିବା ପରେ ଯୁବକ ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ  ଆମେ ଗାଈକୁ ଗୋମତା ରୂପରେ ପୂଜା କରିଥାଉ । କିନ୍ତୁ ବର୍ତ୍ତମାନର କିଛି ଲୋକ ଗାଈକୁ କା-ଟି ଗାଈ ମାଂ-ସକୁ ବିକ୍ରି କରୁଛନ୍ତି ଲୋକଙ୍କୁ । ସୂଚନା ଅନୁଯାୟୀ ଏକ ଖବର ଆସି ପହଞ୍ଚିଛି ଯେଉଁଠାରେ ଗାଈ ମାଂ-ସକୁ କା-ଟି ବିକ୍ରି କରିବା ପାଇଁ ଅଟୋରେ ଭର୍ତ୍ତି କରାଯାଇ ନିଆଯାଉଥିଲା । ତେବେ ଏହି ଖବର ସହ ଜଡିତ ଆଉ କଣ ରହିଛି ସମ୍ପୂର୍ଣ ଖବର ତାହା ଉପରେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

ଖବର ମୁତାବିକ ଏଭଳି ଏକ ଘଟଣା ଘଟିଛି କଣ୍ଟାବାଞ୍ଜିରେ । ଗାଈର ମାଂ-ସକୁ କା-ଟି ଅଟୋରେ ଧରି ଯାଉଥିବା ସମୟରେ ଧରା ପଡିଥିଲେ କିଛି ଲୋକ । ଅଟୋ ପଛ ଡାଲାରେ ଭର୍ତ୍ତି ହୋଇ ରହିଥିଲା ଗାଈ ମାଂ-ସ । ସେମାନଙ୍କ କହିବା ଅନୁଯାୟୀ ଗାଈଟି ଆପେ ଆପେ ମ-ରିଯାଇଥିବା । କୌଣସି ରୋଗ ପାଇଁ ହେଉ ବା ବାହାରର ଜରି କାଗଜ ଇତ୍ୟାଦି ଖାଇକି ଗାଈର ପେଟ ଫୁଲି ଯାଇଥିଲା ସେଥିପାଇଁ ଗାଈଟି ମ-ରିଗଲା ।

ତେଣୁ ସେମାନେ ଗାଈକୁ କା-ଟି ଦେଇଥିଲେ । ଆଉ ଭାବିଥିଲେ ଗାଈକୁ ନ ଫୋପାଡି ତାହାର ମାଂ-ସକୁ ବିକ୍ରି କରିଦେବା ପାଇଁ । ଧରା ହୋଇଥିବା ଯୁବକ ଜଣଙ୍କ କହିଛନ୍ତି ଗାଈ ମାଂ-ସ ଖାଉଛନ୍ତି ବହୁତ ଲୋକ ତେଣୁ ଆମେ ମ-ରିଯାଇଥିବା ଗାଈକୁ କା-ଟି ତାଙ୍କୁ ବିକି ଦେଉ । ଏହା ଆଗରୁ ମଧ୍ୟ ସେ କରି ଆସୁଛନ୍ତି ।

ଗାଈ ମାଂ-ସକୁ ସେ କିଲୋ ହିସାବରେ ବିକ୍ରି କରନ୍ତି ନାହିଁ  ବରଂ ତାହାକୁ ଭାଗ ହିସାବରେ ବିକ୍ରି କରିଥାନ୍ତି । ଗୋଟିଏ ଭାଗକୁ ସେମାନେ ୫୦ ଟଙ୍କା ମୂଲ୍ଯରେ ବିକ୍ରି କରିଥାନ୍ତି । ସେମାନଙ୍କୁ ଯେତେବେଳେ କୁହାଗଲା ତୁମେ NACକୁ ଖବର ନ ଦେଇ କାହିଁକି ଏଭଳି କାର୍ଯ୍ୟ କରୁଛ ତ ଏହାର ଉତ୍ତରରେ ଜଣେ କହିଛନ୍ତି କି ଆଜ୍ଞା ଭୁଲ ହୋଇଯାଇଛି ଆମକୁ ଏହା ସମ୍ପର୍କରେ ଜଣା ନଥିଲା ।

ଗୋମାତାଙ୍କୁ କା-ଟିବା ପାଇଁ ହାତ ଯିବା କଣ କେବେ ଭୁଲ ହୋଇପାରେ ନା ଏହାକୁ ଜାଣିଶୁଣି କୁହାଯାଉଛି ନିଜ ଭୁଲକୁ ଲୁଚାଇବା ପାଇଁ । ଏହା ସମ୍ପର୍କରେ ଆପଣଙ୍କର କଣ ମତ ରହିବ ନିହାତି ଭାବରେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *