କାହାର ବି ନାଁ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚିନ୍ତାଧାରା ଅଛି ?

ବନ୍ଧୁଗଣ ଯଦି ଆପଣ କାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି କିମ୍ବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି ତାହା ଜାଣିବା ପାଇଁ ଆପଣଙ୍କୁ 2 ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣ ଏହାକୁ ମନୋରଞ୍ଜନ ଭାବେ ପଢି ପାରିବେ । ଆପଣ 2 ଜଣଙ୍କ ବିଷୟରେ ଭାବି ପାରିବେ । ପ୍ରତେକ ନମ୍ବର ଉପରେ ଆପଣ ଅଲଗା ଅଲଗା ଲୋକଙ୍କ ବିଷୟରେ ଜାଣି ପାରିବେ ।

1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ ଆପଣଙ୍କର ସୁଲ ମେଟ ଅଟନ୍ତି । ସେ ଆପଣଙ୍କୁ ବେହତର ଲାଇଫ ଦେବାକୁ ଚାହୁଁ ଛନ୍ତି । ବହୁତ ଜଲ୍ଦି ସେ ଆପଣଙ୍କୁ ପ୍ରପୋଜ କରିବେ । ସେ ଆପଣଙ୍କ ସହ ମ୍ୟାରେଜ କରିବାର ଚାନ୍ସ ଅଛି । ସେ ଆପଣଙ୍କୁ ତାଙ୍କର ସବୁ କିଛି ଦେଖୁଛନ୍ତି । ସେ ଆପଣଙ୍କର ସୁଖ ଦୁଃଖ ରେ ସାଥ ଦେବାକୁ ଚାହୁଁ ଛନ୍ତି ।

ସେ ଆପଣଙ୍କର ଲାଇଫ ପାର୍ଟନର ବା ପ୍ରେମିକ ବା ପ୍ରେମିକ ହୋଇ ପାରନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କର ଅପେକ୍ଷା କରିଛନ୍ତି । ସେ ଚାହୁଁଛନ୍ତି ଆପଣ ତାଙ୍କ ଲାଇଫକୁ ଜଲ୍ଦି ଆସନ୍ତୁ । ଆପଣଙ୍କୁ ନେଇ ସେ କନଫିୟୁଜ ନାହାନ୍ତି । ସେ ଆପଣଙ୍କୁ ହରାଇବାକୁ ଚାହୁଁ ନାହାନ୍ତି । ଆପଣଙ୍କର କ୍ଷତି ମଧ୍ୟ ହେଉଛି । ଏହି ସମ୍ପର୍କରେ ଆପଣ ବହୁତ ସମୟ ଦେଇଛି ।

ସେ ଜାଣିଛନ୍ତି ଆପଣଙ୍କ ମାଇଣ୍ଡରେ ସନ୍ଦେହ କେବେ ଆସି ନାହିଁ । ଆପଣ ତାଙ୍କୁ କେବେ ବି ଧୋକା ଦିଅନ୍ତି ନାହିଁ । ଗୋଟେ ସମ୍ପର୍କ କୁ ଗଢିବା ପାଇଁ ଆପଣ ଅନେକ ସମ୍ପର୍କ ହରାଇଛନ୍ତି । 2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ଧ୍ୟାନ ପୂଜା ପାଠରେ ରହୁଛି । କିନ୍ତୁ ଆପଣ ନିଜ ସମ୍ପର୍କ ଠାରୁ ଦୂରେଇ ଯାଇ ନାହାନ୍ତି । ଆପଣ ବାସ ଏକା ରହିବାକୁ ଚାହୁଁ ଛନ୍ତି ।

ଆପଣଙ୍କ ସାଥି ଙ୍କୁ ଏମିତି ଲାଗୁଛି ଆପଣ ନିସ୍ପତି ନେଇପାରୁ ନାହାନ୍ତି । ଲାଇଫରେ ଆଗକୁ ବଢିପାରୁ ନାହାନ୍ତି । ହୋଇପାରେ ଆପଣ ଜାଣି ନାହାନ୍ତି ଆପଣ ଦୁହେଁ ଚିନ୍ତାରେ ପଡିଛନ୍ତି । ଆପଣଙ୍କ ସାଥି ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସମ୍ପର୍କ କୁ ଭାଙ୍ଗିବାକୁ ଚାହୁଁ ନାହାନ୍ତି । ଯେବେ ଆପଣ ତାଙ୍କ ଠାରୁ ଦୂରେଇ ଯାଉଛନ୍ତି ବହୁତ ଦୁଃଖୀ ହୋଇ ପଡ଼ୁଛନ୍ତି ।

ଆପଣ ଖୁସି ହୋଇପାରୁ ନାହାନ୍ତି କି ନିସ୍ପତି ନେଇପାରୁ ନାହାନ୍ତି । ଆପଣ ଆକ୍ସନ ନିଅନ୍ତୁ । ମନର କଥା ଶୁଣନ୍ତୁ । ଆପଣ ଯଦି ସମୟ ନେବେ ତେବେ ସମ୍ପର୍କ ରେ ଫାଟ ଆସିପାରେ । ନଚେତ ଆପଣଙ୍କ ସାଥି ମୁଭ ଅନ କରି ପାରନ୍ତି । ଆପଣଙ୍କ ସାଥି ନିଜ ଚିନ୍ତାରେ ବାନ୍ଧି ହୋଇ ପଡିଛନ୍ତି । ବହୁତ ସମୟ ବୀତି ସାରିଛି ଆପଣ ଦୁହିଙ୍କ ସମ୍ପର୍କ କୁ ନେଇ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *