ମୁଁ ଆପଣଙ୍କ ଲଭର ଙ୍କ ନାଁ କହିପାରିବି ସେ ବି ପୁଣି ପ୍ରକୃତ ନାଁ ! ଜାଣିବା ପାଇଁ ନିଶ୍ଚୟ ଦେଖନ୍ତୁ

ହେଲୋ ସାଙ୍ଗ ମାନେ । କଣ ଆପଣ ବି କାହାକୁ ଲାଭ କରୁଛନ୍ତି । ଯଦି ଆପଣଙ୍କ ଉତ୍ତର ୟେସ ତେବେ ଆପଣଙ୍କ ସାଥିଙ୍କ ନାମର ପ୍ରଥମ ଅକ୍ଷର ଜାଣିବା ପାଇଁ ଆପଣଙ୍କ ପାଇଁ ଆମେ ଆଜି ମଜାଦାର ଗେମ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଆମେ ଆଣିଥିବା 7ଟି ସ୍ଟେପ ଫଲୋ କରିବାକୁ ହେବ । ଏହା ପରେ ଆପଣ ନିଜ ସାଥିଙ୍କ ନାମର ପ୍ରଥମ ଅକ୍ଷର ଜାଣି ପାରିବେ । ଏହି ସ୍ଟେପ କୁ ଫଲୋ କରି ଆପଣ ନିଜ ଲଭର ଙ୍କ ରିୟଲ ନାଁ ଜାଣି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ।

ଷ୍ଟେପ1: ଏହି ସ୍ଟେପ ଅନୁଯାୟୀ ଆପଣଙ୍କୁ କୌଣସି ଏକ ଲେଟର ଚୁଜ କରିବାକୁ ହେବ । A=7, B=18, C-5, D-17, E-20, F-4, G-13, H-9, I-10, J-15, K-23, L-2, M-29, N-25, O-27, P-21, Q-14, R-3, S-10, T-22, U-16, V-6, W-19, X-28, Z-12 ।

ସ୍ଟେପ-2 : ଯଦି ଆପଣ P ଲେଟର ଚୁଜ କରିଛନ୍ତି ତେବେ ତାର ସଂଖ୍ୟା 21 ନିଅନ୍ତୁ । 21 ସଂଖ୍ୟା କୁ ଆପଣଙ୍କୁ 2 ସହ ଗୁଣନ କରିବାକୁ ହେବ । ଅର୍ଥାତ ଆପଣ 21 ବାଛିଥିଲେ ତେବେ 21 କୁ 2 ରେ ଗୁଣନ କରିଲେ ଉତ୍ତର ହେବ 42 ।

ସ୍ଟେପ-3 : ଏହି ଷ୍ଟେପ ରେ ଆପଣଙ୍କୁ 42-1 କରିବାକୁ ହେବ । ଯାହାର ଉତ୍ତର 41 ହୋଇଯିବ ।

ସ୍ଟେପ-4 : ଏହି ଷ୍ଟେପ ରେ ଆପଣଙ୍କୁ ପୂର୍ବ ସଂଖ୍ଯାରେ 10 ମିଶାଣ କରିବାକୁ ହେବ । ଯେମିତି କି 41+10= 51 ହେବ ।

ସ୍ଟେପ-5 : ଏହି ସ୍ଟେପ ରେ ଆପଣ ପୂର୍ବ ସଂଖ୍ୟା କୁ 5 ରେ ଗୁଣନ କରନ୍ତୁ । ଯେମିତି କି ଆମର ଉତ୍ତର ଆସିଥିଲା 51 । ତେଣୁ 51 କୁ 5 ରେ ଗୁଣନ କରିଲେ ଉତ୍ତର ଆସିବ 255 ।

ସ୍ଟେପ-6 : ଏହା ଫାଇନାଲ ସ୍ଟେପ ଅଟେ । ପୂର୍ବ ସଂଖ୍ୟାରେ ଆପଣଙ୍କୁ 3 ମିଶାଣ କରିବାକୁ ହେବ । ଯେମିତିକି 255+3= 258 । ତେବେ ବର୍ତ୍ତମାନ ସ୍ଟେପ ସରିଗଲା । ଏବେ ଆସନ୍ତୁ ଜାଣିବା ଉତ୍ତର ।

ସ୍ଟେପ-7 : A-118, B-228, C-98, D-218, E-243, F-88, G-178, H-138, I-148, J-198, K-278, L-68, M-338, N-298, O-318, P-258, Q-188, R-78, S-148, T-265, U-208, V-308, W-108, X-238, Y-328, Z-168 । ତେବେ ଏହି ଚ୍ୟାଟ ମଧ୍ୟରୁ ଆପଣଙ୍କୁ ନମ୍ବର ଅନୁଯାୟୀ ଆପଣଙ୍କ ସାଥିଙ୍କ ନାମର ପ୍ରଥମ ଅକ୍ଷର ମିଳିଯିବ ।

ଯେମିତି ଆମେ P ଲେଟର ନେଇଥିଲି ତେବେ ଆମର ଉତ୍ତର ଆସିଛି 258 । ତେବେ ଆପଣ ମାନେ ଏହି ଭଳି ସ୍ଟେପ କୁ ଫଲୋ କରି ନିଜର ଲଭର ଙ୍କ ନାମ ଜଣାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *