କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଦେଖନ୍ତୁ ତାଙ୍କ ମନରେ କଣ ଅଛି-LOVE QUIZ

ବନ୍ଧୁଗଣ ଆପଣଙ୍କ ଲଭର୍ସ ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି କିମ୍ବା ସେ ଆପଣଙ୍କ ବିଷୟରେ କଣ ଚିନ୍ତା କରୁଛନ୍ତି । ଏହା ଜାଣିବା ପାଇଁ 5ଟି ଚିତ୍ର ମଧ୍ୟ ରୁ କୌଣସି ଗୋଟେ ବାଛନ୍ତୁ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣ ଏହି 5ଟି ମଧ୍ୟରୁ ଯେ କୌଣସି ଜଣଙ୍କର ନାମ ଭାବି ବାଛନ୍ତୁ । ଆପଣଙ୍କ ଜୀବନରେ ଯିଏ ବି ମହତ୍ଵ ରଖୁଛନ୍ତି ଆପଣ ତାଙ୍କ ପାଇଁ ଏହି ନମ୍ବର ଗୁଡିକ ବାଛି ପାରିବେ ।

1- ଯଦି ଆପଣ ପ୍ରଥମ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ଲାଇଫରେ ବ୍ୟସ୍ତରେ ଅଛନ୍ତି । ନିଜର କ୍ୟାରିୟରକୁ ନେଇ କାମ କରୁଛନ୍ତି । ଆତ୍ମବିଶ୍ବାସରେ ଭରା ଆପଣ ବ୍ୟକ୍ତି ଅଟନ୍ତି । ଆପଣ ଲୋକଙ୍କ ସହ ମିଳିମିଶି ରହିଥାନ୍ତି । ଯେବେ ବି କାହାକୁ ସାହାର୍ଯ୍ୟ ଦରକାର ଆପଣ କରିଥାନ୍ତି । ଆପଣ ସମସ୍ତଙ୍କର ଭଲ ଚିନ୍ତା କରିଥାନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କ ସବୁ ସ୍ଥିତିରେ ଖୁସି ଥିବାର ଦେଖିଥାନ୍ତି । ଆପଣ ଲାଇଫରେ ଖୁସିରେ ରହିଥାନ୍ତି । ବନ୍ଧୁଙ୍କ ସହ ଏଞ୍ଜୋଏ କରିବାକୁ ପସନ୍ଦ କରନ୍ତି ଆପଣ । ଆପଣ ସବୁ କିଛି ଭଲ ଭାବେ ସେଲିବ୍ରେସନ କରିଥାନ୍ତି । ଆପଣ ବହୁତ ଖୁସି ମିଜାଜ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ଏକତା ରେ ବିଶ୍ଵାସ ରଖିଥାନ୍ତି ।

3- ଆପଣ ତୃତୀୟ ନମ୍ବର ଟି ଚୁଜ କରିଥିଲେ ଆପଣ ନିଜ ଜୀବନରେ ଯାହା ବି ସ୍ଥିତି ଚାଲିଛି ବହୁତ ତୀବ୍ରତା ରହିଛି । ଆପଣ କେବେ ଖୁସି ହୁଅନ୍ତି ତ ଆଉ କେବେ ଦୁଃଖ ରେ ରହିଥାନ୍ତି । ଆପଣ ଲାଇଫରେ ଏବେ ସଂପୂର୍ଣ୍ଣ ଭାବେ ବ୍ୟବସ୍ଥିତ ନାହାନ୍ତି । ଆପଣଙ୍କ ଲାଇଫରେ ଭଲ ଖରାପ ଚାଲିଛି । ସେ ଆପଣଙ୍କୁ ମେହନତୀ ଭାବୁଛନ୍ତି ଯାହା ଖୁବ ଲୋକ କରିଥାନ୍ତି । ଆପଣଙ୍କ ବନ୍ଧୁ ଆପଣଙ୍କର ଶତ୍ରୁ ହୋଇଥାନ୍ତି ଏମିତି ସେ ଭାବୁଛନ୍ତି ।

4- ଆପଣ ଯାହାଙ୍କ ପାଇଁ ଚତୁର୍ଥ ନମ୍ବର ଟି ବାଛିଛନ୍ତି ତାଙ୍କୁ ଲାଗୁଛି ଆପଣ କିଛି କଥାକୁ ନେଇ ଚିନ୍ତାରେ ରହୁଛନ୍ତି । କିଏ ଆପଣଙ୍କ ସହ କଣ କରିଛି ତାହାକୁ ନେଇ ଚିନ୍ତାରେ ଅଛନ୍ତି । ଆପଣ ନିଜର ଭାଗ୍ୟ ଓ ନିଜ ଲୋକଙ୍କୁ ନେଇ ଦୁଃଖ ରେ ଅଛନ୍ତି । ସେ ଆପଣଙ୍କୁ ଚିନ୍ତିତ ବ୍ୟକ୍ତି ଭାବେ ଦେଖୁଛନ୍ତି । ପୁରୁଣା କଥାକୁ ନେଇ ଉଦାସ ହେଉଛନ୍ତି । ଏବେ ବି ଲାଇଫରେ ଆପଣ ଚିନ୍ତାରେ ଅଛନ୍ତି ।

5- ଯଦି ଆପଣ ପଞ୍ଚମ ନମ୍ବର ଟି ଚୁଜ କରିଛନ୍ତି ଆପଣଙ୍କ ସାଥି ଭାବୁଛନ୍ତି ଆପଣଙ୍କ ନିଜ ଲୋକ ଆପଣଙ୍କୁ ଧୋକା ଦେଇଛନ୍ତି । ସେଥିପାଇଁ ଆପଣ ଚିନ୍ତାରେ ଅଛନ୍ତି । ସେ ଆପଣଙ୍କୁ ଦୁଃଖ ରେ ଦେଖୁଛନ୍ତି । ଆପଣଙ୍କ ସହ ବହୁତ ଖରାପ ହୋଇ ସାରିଛି । ହୋଇପାରେ ଆପଣଙ୍କ ସହ ଏମିତି ଚାଲିଛି । ସେ ଦୁଃଖୀ ଅଛନ୍ତି ଆପଣଙ୍କୁ ନେଇ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *