ଲୁଣ ର ଏହି ଉପାୟ କୁ ଚୁପଚାପ କରନ୍ତୁ ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି…

ବନ୍ଧୁଗଣ ଲୁଣ ର ଆମ ଜୀବନରେ ଏତେ ମହତ୍ଵ ଅଛି । ଲୁଣ ଦ୍ଵାରା ହିଁ ଗୃହକୁ ବୃଦ୍ଧି ଆସିଥାଏ । ଏହା ସହ ସୁଖ ଶାନ୍ତି ବାସ ହୋଇଥାଏ । ଏଥିପାଇଁ କୁହାଯାଏ ଲୁଣ ତଳେ ପଡିବା ଶୁଭ ମାନାଯାଏ ନାହିଁ । ଆଜି ଆମେ ଲୁଣର କିଛି ଚମତ୍କାରୀ ଉପାୟ ବିଷୟରେ ଜାଣିବା ଯାହାକୁ କରିବା ପରେ ଗୃହକୁ ଶୁଭତା ଆସିବ ଓ ଟଙ୍କା ପଇସାର ଅଭାବ ରହିବ ନାହିଁ ।

1- ଯଦି ଆପଣଙ୍କ ଗୃହରେ ଝଗଡା ହେଉଛି ତେବେ ଲୁଣ କୁ ଶୋଇବା ଘରର କୌଣସି ସ୍ଥାନରେ ରଖନ୍ତୁ । ଏହି ଲୁଣ କୁ ମାସକୁ ଥରେ ବଦଳାଇ ଦେବେ । ଏହି ଉପାୟ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଦୂର ହେବ ।

2- ଧନର ଅଭାବ ଦୂର କରିବା ପାଇଁ କାଚ ପାତ୍ର ରେ ପାଣି ଓ ଲୁଣ ମିଶାଇ ଘରର ନକ୍ଷତ୍ର କ୍ଷେତ୍ରରେ ରଖି ଦିଅନ୍ତୁ । ନକ୍ଷତ୍ର କୋଣ ଅର୍ଥର ଦକ୍ଷିଣ-ପଶ୍ଚିମ କୋଣ । ଏହା ସହ ନାଲି ବଲ ଟି ଜଳାଇ ଦିଅନ୍ତୁ । ପ୍ରତେକ 7 ଦିନରେ ପାଣି ଓ ଲୁଣ ବଦଳାଇ ଦେବେ । ଏମିତି କରିବା ଦ୍ଵାରା ଘରେ ଟଙ୍କା ପଇସାର ଅଭାବ ହେବ ନାହିଁ ।

3- ଘରେ ବାସ୍ତୁ ଦୋଷ ଦୂର କରିବା ପରେ କାଚ ପାତ୍ରରେ ଲୁଣ ଭରିକି ବାଥରୁମ ରେ ରଖନ୍ତୁ । ପ୍ରତେକ ମାସରେ ଏହି ଲୁଣ କୁ ବଦଳାଇ ଦେବେ । ଗୁରୁବାର ଦିନ କୁ ଛାଡି ଅନ୍ୟ ଦିନ ରେ ଲୁଣ ପାଣିରେ ପୋଛା ମାରିବା ଉଚିତ ।

4- ଯଦି କୌଣସି ବ୍ୟକ୍ତି ଲମ୍ବା ସମୟରୁ ପୀଡିତ ଅଛନ୍ତି ତାହାର ମୁଣ୍ଡ ପାଖରେ କାଚ ପାତ୍ରରେ ଲୁଣ ରଖନ୍ତୁ । ଗୋଟେ ସପ୍ତାହ ପରେ ଲୁଣ କୁ ବଦଳାଇ ଆଉ କିଛି ଲୁଣ ରଖନ୍ତୁ । ଏମିତି କରିବା ଦ୍ଵାରା ବ୍ୟକ୍ତି ରୋଗ ରୁ ମୁକ୍ତି ପାଇବେ ।

 

5- ମନର ଅସ୍ଥିରତା ଦୂର କରିବା ପାଇଁ ବା ଚିନ୍ତାରୁ ମୁକ୍ତି ପାଇବା ପାଇଁ ପାଣି ରେ ଲୁଣ ପକାଇ ସ୍ନାନ କରିବା ଉଚିତ । ଏହା ଛଡା ଦୁଇ ହାତରେ ଲୁଣ ଧରି ରଖନ୍ତୁ । ଏହା ପରେ ପାଣିରେ ଲୁଣକୁ ଭସାଇ ଦିଅନ୍ତୁ ।

6- ଭୋଜନ ସମୟରେ ଖାଦ୍ଯରେ ଲୁଣର କମି ଥିଲେ ଲୁଣ ଉପରେ ପକାଇବା ଉଚିତ । ଏମିତିରେ କଳା ଲୁଣ ପକାଇ ସେବନ କରିବା ଉଚିତ । ଏମିତି କରିବା ଦ୍ଵାରା ଶନି ଓ ଚନ୍ଦ୍ରମା ଙ୍କ ଖରାପ ପ୍ରଭାବ ପଡିବ ନାହିଁ ।

ତେବେ ଲୁଣ ଦ୍ଵାରା ଘରର ଗରିବୀ ନାସ ହୋଇଥାଏ । ଲୁଣ ର ପ୍ରୟୋଗ ଦ୍ଵାରା ପରିବାରର ଲୋକଙ୍କ ବିଚାର ପଜେଟିଭ ରହିଥାଏ । ଲୁଣ ପାଣି ରେ ଘର ପୋଛା ଲଗାଇବା ଦ୍ଵାରା ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ । ପିଲାଙ୍କୁ ଖରାପ ନଜର ଲାଗିଥିଲେ ଲୁଣ ପାଣି ରେ ସ୍ନାନ କରାଇବା ଉଚିତ । ଏମିତି କରିବା ଦ୍ଵାରା ନଜର ଦୋଷ ହଟିଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିବେ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *