ଭାରତର କେଉଁ ରାଜ୍ୟ ରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ? ଏହା ସହ ଆହୁରି କିଛି ପ୍ରଶ୍ନ ଓ ଉତ୍ତର

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉପଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରିନଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ଭାରତର କେଉଁ ରାଷ୍ଟ୍ରପତି ପିଲା ଦିନେ ଖବରକାଗଜ ବିକିଥିଲେ ?

ଉତ୍ତର- ଅବଦୁଲ କଲାମ ।

2- ଭାରତରେ ସର୍ବାଧିକ ସୁନା ଖଣି କେଉଁ ରାଜ୍ୟରେ ରହିଛି ?

ଉତ୍ତର- କର୍ଣ୍ଣାଟକ ।

3-ସବୁଠାରୁ ଦୁଃଖଦ ପଶୁ କାହାକୁ କୁହା ଯାଇଛି ?

ଉତ୍ତର- ପୋଲାର ବୀୟର ।

4- କୁକୁର କାମୁଡିବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- ରେବୀଜ ।

5- ପୃଥିବୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଏପ୍ରିଲ 22 ।

6- ଭାରତର ଜାତୀୟ ଖେଳ ର ନାମ କଣ ?

ଉତ୍ତର- ହକି ।

7- ପାକିସ୍ତାନ ର ଜାତୀୟ ଖେଳ ର ନାମ କଣ ?

ଉତ୍ତର- ହକି ।

8- ରୁଟି କେଉଁ ଗ୍ଯାସ କାରଣରୁ ଫୁଲି ଥାଏ ?

ଉତ୍ତର- କାର୍ବନ ଅକ୍ସାଇଡ ।

9- ଭାରତର କେଉଁ ରାଜ୍ୟ ରେ ସର୍ବ  ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?

ଉତ୍ତର- ଅରୁଣାଚଳ ପ୍ରଦେଶ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *