ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।
ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ ।
ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ । ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । କାରଣ ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଏହା ନୀତି ଦିନିଆ ଜୀବନ ଠାରୁ ଆରମ୍ଭ କରି ଚାକିରି କରିବା ସମୟରେ ମଧ୍ୟ ଦରକାରୀ ହୋଇଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।
1- କଳା ସୋଲା କେଉଁ ବ୍ୟକ୍ତି ଖାଇବା ଉଚିତ ନୁହେଁ ?
ଉତ୍ତର- ଲିଭର ସମସ୍ୟା ଥିବା ବ୍ୟକ୍ତି ।
2- କେଉଁ ଫଳ ଖାଇଲେ ଶରୀରର ଓଜନ କମ ହୋଇଥାଏ ?
ଉତ୍ତର- ଖଜୁରୀ ।
3- ପୋଦିନା ପତ୍ର ଖାଇବା ଦ୍ଵାରା କେଉଁ ସମସ୍ଯା ଦୂର ହୋଇଥାଏ ?
ଉତ୍ତର- ଏସିଡିଟି, ମୁହଁ ର ବ୍ରଣ, ଖାଦ୍ୟ ହଜମ, ପେଟ ଥଣ୍ଡା ହୋଇଥାଏ ।
4- କଞ୍ଚା ଜୀରା ରେ କେତୋଟି ପୋଷାକ ତତ୍ତ୍ଵ ରହିଥାଏ ?
ଉତ୍ତର- 7 ଟି ।
5- କେଉଁ ପରିବାରେ ସବୁ ପ୍ରକାରର ଭିଟାମିନ ରହିଥାଏ ?
ଉତ୍ତର- ସଜନା ଛୁଇଁ ।
6- କେଉଁ ଫଳ କୁ ଫ୍ରିଜ ରେ ରଖିଲେ ଅଳ୍ପ ଦିନ ମଧ୍ୟ ପାଚି ଯାଇଥାଏ ?
ଉତ୍ତର- କଦଳୀ ।
7- ବର୍ଷରେ କେଉଁ ରାତି ଅଧିକ ସମୟ ପାଇଁ ରହିଥାଏ ?
ଉତ୍ତର- ଡିସେମ୍ବର 22 ତାରିଖ ।
8- ବିଛୁଆତି ଗଛର ଫଳ ମନୁଷ୍ୟ ର କେଉଁ ରୋଗକୁ ଭଲ କରି ଦେଇଥାଏ ?
ଉତ୍ତର- କେଶ ପାଚିବା ।
9- କେଉଁ ଗଛର ପତ୍ରର ରସ ପିଇଲେ ପରିସ୍ରାର ପେଟଲେଟ ଭାଗ ନିୟନ୍ତ୍ରଣ ରେ ରହିଥାଏ ?
ଉତ୍ତର- ଅମୃତଭଣ୍ଡା ପତ୍ର ।
10- କେଉଁ ଫଳ ର ରସ ଭାତୁଡି ରେ ଲଗାଇଲେ 10 ଦିନ ମଧ୍ୟରେ କମିଯାଏ ?
ଉତ୍ତର- ଅଦା ରସ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।