କାହିଁକି ଆଜି ପର୍ଯ୍ୟନ୍ତ କୈଳାଶ ପର୍ବତ ଉପରକୁ ଚଢ଼ିପାରୁ ନାହାନ୍ତି କେହି, NASA ମଧ୍ୟ ଆଶ୍ଚର୍ଯ୍ୟ

ବନ୍ଧୁଗଣ ବୈଜ୍ଞାନିକ ମାନଙ୍କ ହୋସ ଉଡେଇଦେଲା ଭାଗବନ ଶିବ ଆଉ କୈଳାଶ ପର୍ବତ ଭିତରେ କଣ ସମ୍ପର୍କ ରହିଛି । ଭାରତୀୟ ହିସାବରେ ଆମେ ସମସ୍ତେ ଜାଣିଛନ୍ତି କିନ୍ତୁ ଏମିତି କିଛି କୈଳାସ ପର୍ବତରେ ରହିଛି ଯେଉଁ କାରଣରୁ କେହି ବି ଏହି ଉପରକୁ ଛାଡି ପାରୁଛନ୍ତି ଯାହାକୁ ନେଇ ଆମେରିକା ବା ଦୁନିଆ ର ସବୁଠୁ ବଡ ଏଜେନ୍ସି ନାସା ବି ରିସର୍ଚ କରୁଛି ।

ତେବେ କୈଳାସ ପର୍ବତ ର ରହାସ୍ୟ ଜାଣିବାକୁ ନାସା ତାର ସାଟେଲାଇଟ ମାଧ୍ୟମ ରେ କିଛି ଫଟୋ ଦେଖିଥିଲା । ଆଉ ଯାହା ଦେଖି ଆଶ୍ଚର୍ଯ୍ୟ ହେଇ ଯାଇଥିଲା । ତେବେ ଭଗବାନ ଶିବ ଏଠି ବାସ କରୁଥିବା ଆମ ହିନ୍ଦୁ ପ୍ରଥା ରେ ମଧ୍ୟ ରହିଛି ପିଲାଟି ଦିନରୁ ମଧ୍ୟ ଆମେ ଶୁଣି ଆସିଛନ୍ତି । ଆଉ ଆମେ କୈଳାସ ନଯାଇ ପାରିଲେ ମଧ୍ୟ ବହୁ ଆଶ୍ଚର୍ଯ୍ୟ ଜନକ କଥା କୈଳାସ ପର୍ବତକୁ ନେଇ କଥା ଶୁଣିଥାଉ ।

ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କେହିବି ଆଜି ଯାଏଁ ଏହି ପର୍ବତ ଉପରକୁ ଚଢିପାରି ନାହାନ୍ତି । ନା ଉପରକୁ ହେଲିକପ୍ଟରକୁ ଯାଇପାରୁଛି ନା ଏହା ଉପରକୁ ପର୍ବତ ଆରୋହି ଯାଇପାରୁଛି । ପୂର୍ବରୁ କୈଳାସ ପର୍ବତ ଭାରତ ଭିତରେ ରହିଥିଲା । 1962ରେ ଚୀନ ଅଚାନକ ଭାରତ ଉପରେ ଆକ୍ରମଣ କରିଥିଲା । ଆଉ ସେହି ସମୟରେ ବ୍ରିଟିଶ ମାନଙ୍କ ଠାରୁ ଆମେ ସ୍ଵାଧୀନ ହୋଇଥିଲେ ।

ଆଉ ଚୀନ ସେହି ସମୟରେ 42 ଭାଗ ଭୂମି ନିଜ ଅକ୍ତିଆରକୁ ନେଇଗଲା । ଆଉ ଯେଉଁ ଭିତରେ ଥିଲା କୈଳାସ ପର୍ବତ । କୈଳାସ ପର୍ବତ ପାଇବା ପରେ ଚାଈନା ବହୁତ ଖୁସି ଥିଲା ଆଉ ବହୁତ ଥର ଚଢିବାକୁ ବି ଚେଷ୍ଟା କରିଛି । କିନ୍ତୁ ସଫଳ ହୋଇନ ଥିଲା । 2001ରେ ଚାଈନା ସ୍ପେନର କିଛି ବୈଜ୍ଞାନିକଙ୍କ ସହ ମିଶି ଗୋଟେ ଟିମ ଗଠନ କରିଥିଲା ଏହି ପର୍ବତ ଉପରକୁ ଚଢିବାକୁ ।

ଆଉ ଯେବେ ପର୍ବତ ଉପରକୁ ଚଢିଲେ ସେତେବେଳେ ବରଫ ଖଣ୍ଡ ବର୍ଷା ହୋଇଥିଲା । ଆଗକୁ କେହିବି ବଢିପାରିଲେ ନାହି । ଆଉ ଜୀବନ ବଞ୍ଚାଇ ଫେରିଆସିଥିଲେ । ଜଣେ ବୈଜ୍ଞାନିକ କହିଥିଲେ କିଛି ଅଦୃଶ୍ୟ ଶକ୍ତି ପର୍ବତ ଶିଖରରେ ରହି ପର୍ବତକୁ ସୁରକ୍ଷା ଦେଉଛି । ତେବେ ଏହି ପର୍ବତ ଅଞ୍ଚଳର ଲୋକେ କୁହନ୍ତି ଏହାର ପାଖକୁ ଗଲେ ଓମ ଶବ୍ଦ ଶୁଭେ ।

ସେଠିକାର ପୂଜକ ବି କୁହନ୍ତି ଏ ପର୍ବତ ଚାରି ପାର୍ଶ୍ଵରେ ଆଲୋକିକ ଶକ୍ତି ଘୁରି ବୁଲୁଛି । ବିଭିନ୍ନ ଦେଶ ଏହି ପର୍ବତ ଉପରେ ଚଢିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରି ନାହାନ୍ତି । 2001 ପରେ ଚାଈନା ଏହି ପର୍ବତକୁ ଚଢିବାକୁ ବ୍ୟାନ କରିଦେଲା । ଆଉ ତା ପରେ 2015ରେ ନାସା ଏଜେନ୍ସି ସହ କୈଳାସ ପର୍ବତ ଉପରେ ଗୁଗୁଲ ସାତେଲାଇଟ ଦ୍ଵାରା କିଛି ରିସର୍ଚ କରିଥିଲା ।

ଆଉ ଯେଉଁଥିରେ ଭଗବାନ ଶିବ ଧ୍ୟାନ ମୁଦ୍ରାର ଛବି ସାମ୍ନାକୁ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଆଉ ଆଜି ଯାଏଁ କୈଳାସ ପର୍ବତ ରହସ୍ୟ ଘେରରେ ରହିଗଲା । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଆରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *