ହଠାତ Live ଆସି କାନ୍ଦି କାନ୍ଦି ଅଭିନେତ୍ରୀ Rani Panda କହିଲେ କିଛି ଏମିତି ? ଯାହା ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଓ ଚମତ୍କାର ଅଭିନୟ ଦ୍ଵାରା ଓଡିଶା ବାସି ଙ୍କ ହୃଦୟ ଜିଣି ନେଇଛନ୍ତି । ତେବେ ସେହିଭଳି ଯାତ୍ରା ଜଗତର କଳାକାର ମାନେ ମଧ୍ୟ ଖୁବ ଲୋକାପ୍ରିୟ ଅଟନ୍ତି । ସେମାନଙ୍କୁ ମଧ୍ୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ଆପଣ ମାନେ ବେଶ ଭଲ ଜାଣିଥିବେ । ସେ ନିଜର ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିନ୍ତୁ ରାଣୀ ପଣ୍ଡା ଅନେକ ସମୟରେ ବିବାଦ ଘେର ରେ ରହିଥାନ୍ତି ଯାହା ପାଇଁ ତାଙ୍କୁ ୟୁଜର୍ସ ଙ୍କ ଠାରୁ ଆରମ୍ଭ ସାଧାରଣ ଲୋକେ ନିନ୍ଦା କରିଥାନ୍ତି ।

କିନ୍ତୁ ରାନୀ ପଣ୍ଡା କେବେ ବି କାହାକୁ ଭୟ କରନ୍ତି ନାହି ଯାହାର ଉଦାହରଣ ଆପଣ ମାନେ ଅନେକ ଭିଡିଓ ର ଦେଖିଥିବେ । ତେବେ ବର୍ତ୍ତମାନ ସମୟରେ ଯେପରି ଭାବେ କଳାକାର ମାନଙ୍କୁ ମାରି ଦିଆ ଯାଉଛି ତାହାକୁ ନେଇ ରାନୀ ପଣ୍ଡା ନିଜର ମନ୍ତବ୍ୟ ରଖିଛନ୍ତି ଆମ ଓଡିଆ କଳାକାର ମାନଙ୍କ ପାଇଁ ।

ତେବେ ରାନୀ ପଣ୍ଡା ନିଜ ରାଏ ରେ କହିଛନ୍ତି କି ଓଡିଶା ବାସୀ ଆପଣ ମାନେ ଜାଣିଥିବେ ଗଣ ମାଧ୍ୟମରେ ଅନେକ ଖବର ପ୍ରଚାର ହେଉଛି । ଯେମିତକୀ ପଞ୍ଜାବର ପ୍ରସିଦ୍ଧ ଶିଂଗର ସିଧୁ ତାଙ୍କୁ ଅତି ନିର୍ମାଣ ଭାବେ ହତ୍ୟା କରା ଯାଇଛି । ବଲିଉଡ ରେ ମଧ୍ୟ ସେହିପରି ଟ୍ରେଣ୍ଡ ଆରମ୍ଭ ହେଲାଣି । ଅଭିନେତା ସଲମାନ ଖାନ ଙ୍କୁ ମଧ୍ୟ ମାରିବାକୁ ସୁପାରି ଦିଆ ଯାଇଛି ।

ଯଦି ପଞ୍ଜାବ ରେ ହେଉଛି ବଲିଉଡ ରେ ହେଉଛି ତେବେ କାଲି ସକାଳେ ଟଲିଉଡ ଓ ଓଲିଉଡ ରେ ମଧ୍ୟ ହୋଇପାରେ । ତେଣୁ ଓଲିଉଡ ର ଯେତେ ବଡ ବଡ ସେଲିବ୍ରେଟି ମାନେ ଅଛନ୍ତି ସେମାନେ ସମସ୍ତେ ସତର୍କ ହୋଇ ରହିବା ଉଚିତ । କେବେ ବି ବ୍ୟକ୍ତିଗତ ଶତ୍ରୁ ଏମାନେ ସୁପାରି ଲଗାଇ ଆପଣଙ୍କୁ ମାରିଦେଇ ପାରନ୍ତି । ବ୍ୟକ୍ତିଗତ ରାଗ ରଖି କେହି ବି ମାରି ଦେଇ ପାରନ୍ତି ।

ଏହି ଫର୍ମାଟ କାହା ଉପରେ ଲାଗୁ ହେଉ କି ନାହି କିନ୍ତୁ ରାନୀ ପଣ୍ଡା ଉପରେ ଏହା ନିଶ୍ଚିନ୍ତ ଭାବେ ଲାଗୁ ହେବ । ରାନୀ ପଣ୍ଡାଙ୍କର ବ୍ୟକ୍ତିଗତ ଶତ୍ରୁ ଅନେକ ଅଛନ୍ତି ଯାହାଙ୍କ ପାଖରେ କୋଟି କୋଟି ଟଙ୍କା ଅଛି । ସେମାନେ ଚାହିଁଲେ ରାଗ ସୁଜହାଇବା ପାଇଁ ରାନୀ ପଣ୍ଡା ଙ୍କ ଉପରେ କୋଟି କୋଟି ଟଙ୍କା ପକାଇ ସୁପାରି ଲଗାଇ ତାଙ୍କୁ ଉଡାଇ ଦେବେ ।

ତେବେ ରାଣୀ ପଣ୍ଡାଙ୍କ ଏହି ମନ୍ତବ୍ୟ ରୁ ଜଣା ପଡୁଛି ସେ ନିଜର ଜୀବନ ପ୍ରତି ଭୟ ଥିବାର ସ୍ପଷ୍ଟ ଜାଣି ସାରିଲେଣି ଯାହା ପରୋକ୍ଷ ଭାବେ ବ୍ୟକ୍ତ କରିଛନ୍ତି । ରାନୀ ପଣ୍ଡାଙ୍କର ଅନେକ ଶତ୍ରୁ ଅଛନ୍ତି ଯେଉଁ ମାନେ ତାଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଅନେକ କଥା କହିଥାନ୍ତି ଯାହା ପୂର୍ବ ରୁ ଆମେ ଆମେ ଦେଖି ସାରିଚେ ।

ତେବେ ରାନୀ ପଣ୍ଡାଙ୍କ ଏଭଳି ମନ୍ତବ୍ୟ ଓଡିଆ କଳାକାର ମାନଙ୍କୁ କେତେ ଦୂର ପ୍ରଭାବିତ କରିବ ତାହା ସମୟ କହିବ । ବନ୍ଧୁଗଣ ଆପଣ ମାନଙ୍କର ରାନୀ ପଣ୍ଡାଙ୍କ ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *