Heart Attack: ଭାରତୀୟ ଯୁବପିଢି ମାନଙ୍କର ହୃଦୟ ଏତେ କମଜୋର କାହିଁକି ? ଯୁବପିଢୀ ମାନଙ୍କୁ ଏତେ ହାର୍ଟଟାକ କାହିଁକି ହେଉଛି

ଆମ ଦେଶରେ ହା-ର୍ଟ ଆ-ଟା-କ ହେବା ଏକ ସମସ୍ୟା ଜଟିଳ ହୋଇ ଗଲାଣି । ପ୍ରାୟତ ଭାରତରେ ହା-ର୍ଟ ଆ-ଟା-କ ସମସ୍ଯା ଅଧିକ ଦେଖା ଯାଉଛି ଯାହା ଆକଳନ ରୁ ସୂତ୍ର ମିଳିଛି । ପ୍ରାୟତ ୪୦ ବର୍ଷ ରୁ କମ ବୟସର ବ୍ୟକ୍ତିଙ୍କ ଠାରେ ଏହି ସମସ୍ଯା ଦେଖା ଯାଉଛି । ଏକ ସୂତ୍ର ରୁ ଜଣା ପଡିଛି ଯେ ଆମ ଦେଶର ଯୁବପିଢି ଙ୍କ ହା-ର୍ଟ ବହୁତ କମଜୋର ହୋଇଥାଏ । କମଜୋର ହା-ର୍ଟ ର ମୁଖ୍ୟ କାରଣ ହେଉଛି ଆମ ନୀତି ଦିନିଆ ଜୀବନ ଶୈଳୀ । ଯୁବପିଢି ମାନଙ୍କର ଲାଇଫ ଷ୍ଟାଇଲ ରେ ବହୁତ ପରିବର୍ତ୍ତନ ଦେଖା ଯାଉଛି ଯେଉଁ କାରଣରୁ ହା-ର୍ଟ ଆ-ଟା-କ ଭଳି ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି । ଏହି ସମସ୍ଯା ମୁଖ୍ୟତ ୫ଟି କାରଣରୁ ହେଉଛି ।

ଯେମିତିକି ନିଶା ଦ୍ରବ୍ଯର ସେବନ, ଖରାପ ଖାଦ୍ୟ, କମ୍ପୁଟର ବା ଇଲେକ୍ଟ୍ରି ଜ୍ନିଶ ଉପରେ ଅଧିକ ସମୟ କାମ କରିବା, ମାନସିକ ଚିନ୍ତା ଓ ପର୍ଜ୍ୟାବରଣ ପ୍ରଦ୍ଯୁଷଣ । ଆଜିକାଲି ପିଲା ମାନେ ପାଠ ପଢାକୁ ନେଇ ମାନସିକ ଚିନ୍ତାରେ ରହୁଛନ୍ତି ଯାହା ପାଇଁ ତାଙ୍କ ଶରୀର ଉପରେ ପ୍ରଭାବ ଦେଖା ଯାଉଛି । ଅନେକ ସମୟରେ ହା-ର୍ଟ ଆ-ଟା-କ ର ମୁଖ୍ୟ ଲକ୍ଷଣ ହେଉଛି ଛାତିରେ ଅଧିକ ଯ-ନ୍ତ୍ର-ଣା ହେବା ଯାହା ଡାକ୍ତର ମାନେ ପରାମର୍ଶ ଦେଉଛନ୍ତି । ଏହାର କାରଣ ହେଉଛି ଆମ ଧମନୀ ରେ ର-କ୍ତ ସଂଚାଳନ ହା-ର୍ଟ ଯାଏଁ ଠିକ ସମୟରେ ନ ହୋଇ ପାରିଲେ ଛାତିରେ ଯ-ନ୍ତ୍ର-ଣା ହୋଇଥାଏ ।

ଯାହା ଦ୍ଵାରା ହା-ର୍ଟ ଆ-ଟା-କ ସମସ୍ଯା ଦେଖା ଯାଇଥାଏ । କିନ୍ତୁ ଅନେକ ସମୟରେ ଛାତିରେ ଯ-ନ୍ତ୍ର-ଣା ହୁଏ ନାହି । ଏହାକୁ ସାଇଲେନ୍ଟ ହା-ର୍ଟ ଆ-ଟା-କ କୁହାଯାଏ । ଅନେକ ରିସର୍ଚ ଅନୁଯାୟୀ ସବୁ ରୋଗ ମାନଙ୍କ ମଧ୍ୟ ରେ ହା-ର୍ଟ ଆ-ଟା-କ ଏକ ବଡ ସମସ୍ଯା ହୋଇ ଗଲାଣି । ଯଦି କୌଣସି ମହିଳା ଅନେକ ସମୟ ଧରି ସ୍ମୋକିଂ କରୁଥିବା ବା ଗର୍ଭ ନିରୋଧ ମେଡ଼ିସିନର ସେବନ କରୁଥିବ ତେବେ ସେହି ମହିଳା ଠାରେ ହା-ର୍ଟ ସହ ଲଢିବାର କ୍ଷମତା କମ ହୋଇଯାଏ । କିଛି ମହିଳା ମାନେ ଛାତିରେ ଯ-ନ୍ତ୍ର-ଣା ହେଲେ ତାକୁ ନଜର ଅନ୍ଦାଜ କରିଥାନ୍ତି । ଏହା ଦ୍ଵାରା ସେମାନଙ୍କର ଚିକିତ୍ସା ବିଳମ୍ବ ରେ ହୋଇ ଥିବାରୁ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।

କିଛି ଡାକ୍ତର ଙ୍କ ମତରେ ଯୁବପିଢି ମାନେ ହା-ର୍ଟ ଆ-ଟା-କ ରୁ ବଞ୍ଚିବା ପାଇଁ ନିଜ ଜୀବନ ଶୈଳୀ ରେ କିଛି ପରିବର୍ତ୍ତନ ଆଣିବା ଦରକାର ଅଟେ । ଏହି ପରିବର୍ତ୍ତନ କିଛି ମାତ୍ରା ରେ ଯୋଗ କରିବା ଦ୍ଵାରା ହା-ର୍ଟ ଆ-ଟା-କ ସମସ୍ଯା କମ ହୋଇଥାଏ । ଏହା ଛଡା ଯୁବପିଢି ତେଲ ଜାତୀୟ ଖାଦ୍ଯ ବା ଜଣକ ଫ୍ଗୂଦ ଠାରୁ ନିଜକୁ ଦୂରେଇ ରଖିବା ଉଚିତ । ଅଧିକ ମଦ୍ୟପାନ ବା ନିଶା ଜାତୀୟ କୌଣସି ଦ୍ରବ୍ଯର ସେବନ କରିବା ଅନୁଚିତ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *