କଇଁ କଇଁ ହୋଇ କାନ୍ଦୁଛନ୍ତି Pintu Nandaଙ୍କ ସାଙ୍ଗ, କାନ୍ଦି କାନ୍ଦି ଯାହା କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ସବୁଠାରୁ ବଡ ଦୁଖର ଖବର ଓଲିଉଡ ନାୟକ ପିଣ୍ଟୁ ନନ୍ଦ ଆଉ ନାହାନ୍ତି । ଆଉ ଏହାକୁ ନେଇ ଜଣେ କଳାକାର ଏମିତି ପ୍ରତିକ୍ରିୟା ରଖି କହୁଛନ୍ତି ଯେ “କାହିଁକି ଫୋନ କରୁଛ ? ମୋ ଭାଇ ଆଉ ନାହି । କେହି ଆଉ ଫୋନ କରନି । ଏଇ ଏବେ ଏବେ ପରା ଭାଇ ଚାଲିଗଲା” । ହଁ ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ପର କରି ଅଫେରା ରାଜକୁମାର ପାଲଟି ଗଲା । ଏବେ ଆଉ ପିଣ୍ଟୁ ଭାଇ ନାହି ।

ପିଣ୍ଟୁ ଭାଇ ଏବେ ଆରପାରି ରେ । ଏତିକି କହି କାନ୍ଦି ପକାଉଛନ୍ତି ଜଣେ ଅଭିନେତା । ପିଣ୍ଟୁ ଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ ଥିଲା । ଆଉ ଯେବେ ପିଣ୍ଟୁ ଙ୍କ ମୃ-ତ୍ୟୁର ଖବର ଶୁଣିବାଲୁ ମିଳିଲା ସେତେବେଳେ ସେତେବେଳେ ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରିବା ବେଳେ ଅଭିନେତା ବିକାଶ ଏମିତି କିଛି କଥା କହିଛନ୍ତି । ଯାହାକୁ ଶୁଣିଲେ ଆପଣଙ୍କ ଛାତି ଫାଟିଯିବ ।

ଡାକ୍ତର ଙ୍କ ଅହରହ ଚେଷ୍ଟା ଓ ସାଢେ 4 କୋଟି ଓଡିଆ ଭଲ ପାଇବା ଏବଂ ପ୍ରାର୍ଥନା ସତ୍ବେ ସମସ୍ତଙ୍କୁ ଛାଡି ଚାଲି ଗଲେ ଓଡିଆ ଚଳଚିତ୍ର ଜଗର ପରିଚିତ ଓ ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ । ପିଣ୍ଟୁ ନନ୍ଦ ନାଁ ଇଁ ଯଥେଷ୍ଟ ଥିଲା ତାଙ୍କର । କେବେ କମେଡି ତ କେବେ ରାଗ ତ କେବେ ହାସ୍ୟ ଅଭିନେତା ତ ଆଉ କେବେ ଖଳନାୟକ । ସବୁ ଚରିତ୍ରକୁ ନିଖୁଣ ଭାବେ ନିଭାଉଥିଲେ ପିଣ୍ଟୁ ନନ୍ଦ ।

କିନ୍ତୁ ଗତ କାଲି ରାତି ପ୍ରାୟ 11ଟା 25 ମିନିଟ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେ-ଷ ନି-ଶ୍ଵା-ସ ତ୍ୟାଗ କରିଛନ୍ତି । ତାଙ୍କୁ ମୃ-ତ୍ୟୁ ବେଳକୁ ମାତ୍ର 46 ବର୍ଷ ହୋଇଥିଲା । ଏଠି କହିବାକୁ ଭୁବନେଶ୍ଵର ରୁ ଦିଲ୍ଲୀ ଆଉ ଦିଲ୍ଲୀ ରୁ ହାଇଦ୍ରାବାଦ ଜୀବନ ବଞ୍ଚାଇବାକୁ ଯେଉଁ ଭଳି ସଂଘର୍ଷ କରୁଥିଲେ ପିଣ୍ଟୁ ନନ୍ଦ ସେ ସଂଘର୍ଷ ରେ ଆଜି ହାରି ଯାଇଛନ୍ତି ।

ହାଇଦ୍ରାବାଦ ର ଯଶୋଦା ମେଡିକାଲ ରେ ଚିକିଶ୍ଚିତ ହେଉଥିବା ବେଳେ ସମସ୍ତଙ୍କର ଆଶା ଥିଲା ପିଣ୍ଟୁ ପୁଣି ଭଲ ହୋଇ ଫେରି ଆସିବେ । ପୁଣି ଅଭିନୟ ଦୁନିଆକୁ ହେରିବେ ଆଉ ମଜା ମଜା କଥା କହିବେ । ପୁଣି ଥରେ ତାଙ୍କ କଳାର ଯାଦୁ ସାରା ଓଡିଶା ବାସୀ ଦେଖିବେ । କିନ୍ତୁ ଆଜି ସବୁ ସଋ ଯାଇଛି ।

ପିଣ୍ଟୁ ଆନନ୍ଦ ଙ୍କ ଅ-କା-ଳ ବି-ୟୋ-ଗରେ ଗଭୀର ଭାବେ ଭାଙ୍ଗି ପଡିଥିବା ଓଲିଉଡ ପୂର୍ଣ୍ଣବାର ଆଉ ଥରେ ଜଣେ ପ୍ରଖ୍ୟାତ କଳାକାର ଙ୍କୁ ହ-ରା-ଇ ଆଜି ଆଉ ଥରେ ଭାଙ୍ଗି ପଡିଛି । ଏହି ଖବର ଜାଣିବା ପରେ ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି ସହ କଳାକାର ମାନେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *