ଯଦି ଆପଣ ସାଲାଡରେ ଟମାଟୋ ଓ କାକୁଡି ମିଶାଇ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସତର୍କ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । ଯାହା ଆପଣ ସବୁବେଳେ ଖାଉଛନ୍ତି କିନ୍ତୁ ସେଥିରେ ଗୋଟେ ବଡ ଭୁଲ କରୁଛନ୍ତି । ଆପଣମାନେ ତ ଜାଣିଥିବେ ତଟକା ଫଳ କିମ୍ବା ପରିବାର ସାଲାଡ ସମସ୍ତେ ଖାଇବାକୁ ଭଲପାନ୍ତି  । ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ସବୁଠୁ ଭଲ ଖାଦ୍ୟ ମଧ୍ୟ ।

ଯେଉଁମାନେ ଡାଏଟ ପ୍ଳାନ କରନ୍ତି ସେମାନେ ଅଧିକ ଗୁରୁତ୍ଵ ଦିଅନ୍ତି ଏହି ସାଲାଡକୁ । ଏହା ମଧ୍ୟ ତେଲ ମସଲା ଠାରୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ଏକ ବହୁତ ଭଲ ଖାଦ୍ୟ ।

ଘରେ କିମ୍ବା ବାହାରେ ଆମେ ଯେଉଁଠି ବି ଖାଦ୍ୟ ଖାଉ ସବୁଠି ଆମକୁ ଖାଦ୍ୟ ସହିତ ସାଲାଡ ମଧ୍ୟ ଦରକାର ।  କୌଣସି ବିବାହ ଭୋଜିରେ  ଖାଇବା ସ୍ଥାନରେ ପ୍ରଥମେ ସାଲାଡ ଥାଏ । ସାଲାଡ ଦେହ ପାଇଁ ବହୁତ ଭଲ, ଏମିତିକି ଡାକ୍ତର ମାନେ ମଧ୍ୟ ପ୍ରତ୍ୟକ ଦିନ ଖାଦ୍ୟରେ ସାଲାଡ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସାଲାଡ ଖାଇବାର ଗୋଟେ ତାରିକା ମଧ୍ୟ ଅଛି । ଆମେ ଯେଉଁ ଭଳି ଏହାକୁ ଖାଉଛେ ଏହା ଭୁଲ ଅଟେ ।

ଲୋକମାନେ ଖାଇଲାବେଳେ କାକୁଡି, ପିଆଜ, ଟମାଟର ମିଶେଇ ଖାଆନ୍ତି । କିନ୍ତୁ ସାଲାଡ ଖାଉଥିବା ଅଧିକାଂଶ ଲୋକ ଜାଣି ନାହାନ୍ତି ଯେ କାକୁଡି ଓ ଟମାଟୋ ମିଶେଇକି ଖାଇବା ଅନୁଚିତ । ଟମାଟୋ ଓ କାକୁଡି ମଧ୍ୟରୁ ଗୋଟେ ପରିବା ଖାଇଲେ ଶୀଘ୍ର ହଜମ ହୁଏ ଏବଂ ଆଉ ଗୋଟେ ବିଳମ୍ବରେ ହଜମ ହୁଏ ।

ବିପରୀତ ଭାବେ  ହଜମ ହେଉଥିବା ଖାଦ୍ୟ ଏକା ସହ ଖାଇଲେ ବହୁତ ସମସ୍ୟା ହୋଇଥାଏ। ଏହା ଦ୍ୱାରା ଶରୀରରେ ପେଟ ସମସ୍ୟା  ମଧ୍ୟ ହୋଇଥାଏ। ଟମାଟୋ ଓ କାକୁଡି ଏକ ସହ ମିସେଇକି  ଖାଇଲେ ଝାଡା ଓ ବାନ୍ତିର ସମସ୍ୟା ହୋଇପାରେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *