ବିଜ୍ଞାନ ଅନୁସାରେ ବାହାହେବା ପାଇଁ ସଠିକ ବୟସ କେତେ ନିଶ୍ଚୟ ଜାଣନ୍ତୁ

ବିବାହ ୨ ପରିବାରର ମିଳନ । ବିଜ୍ଞାନର କହିବା ଅନୁଯାଇ ବିବାହ ପ୍ରତ୍ୟକ ଲୋକଙ୍କୁ କରିବା ଦରକାର । ବିବାହ ଦ୍ଵାରା ମଣିଷଙ୍କ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହେ । ପ୍ରତେକ ବ୍ୟକ୍ତି  ବିବାହ ଦ୍ଵାରା ନୂଆ ଜୀବନ ଆରମ୍ଭ କରେ । ତେବେ ଏହି ବିବାହ ପାଇଁ ବିଜ୍ଞାନ ଅନୁସାରେ ଏକ ସଠିକ ବୟସ ଅଛି । ଯେଉଁ ବୟସରେ ବିବାହ କରିଲେ ପୁଅ ଓ ଝିଅ ଉଭୟଙ୍କ ପାଇଁ ଭଲ ହୋଇଥାଏ ।

ବିଜ୍ଞାନ ଅନୁସାରେ ବିବାହ କରିବାର ସଠିକ ସମୟ ଆସନ୍ତୁ ଜାଣିବା ।

ଯୁବତୀମାନଙ୍କ ପାଇଁ ବିବାହ କରିବାର ସଠିକ ସମୟ

ବିଜ୍ଞାନ କହିବା ଅନୁଯାଇ ଯୁବତୀ ମାନଙ୍କର ବିବାହ କରିବାର ସଠିକ ସମୟ ହେଉଛି ୨୫ ରୁ ୩୦ ବର୍ଷ  ମଧ୍ୟରେ । ଏହା ଯୁବତୀ ମାନଙ୍କ ପାଇଁ ସ୍ଵାସ୍ତ ଓ ଆଗ ଜେନେରେଶନ ପାଇଁ ଭଲ ହୋଇଥାଏ । କାରଣ ଏହି ବୟସରେ ଯୁବତୀ ମାନଙ୍କ ଦେହରୁ ଶକ୍ତିଶାଳୀ ହରମୋନ କ୍ଷରଣ ହୋଇଥାଏ ।

ଯାହାଦ୍ୱାରା ଯୁବତୀ ମାନଙ୍କର ଶାରୀରିକ ଓ ମାନସିକ ସ୍ଥିତି ଭଲ ହୋଇଥାଏ । ଏହା ଫଳରେ ଯୁବତୀ ମାନଙ୍କୁ ମା ହେବାରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିନଥାଏ । ୩୫ ରୁ ୪୦ ବର୍ଷ ମଧ୍ୟରେ ଯୁବତୀ ମାନଙ୍କର ହରମୋନ କମିବାରେ ଲାଗେ । ସେଥିପାଇଁ ସେମାନଙ୍କୁ ମା ହେବାରେ ଅସୁବିଧା ହୁଏ ।

ଯୁବକଙ୍କ ବିବାହର ସଠିକ ବୟସ

ବିଜ୍ଞାନ ଅନୁଯାଇ ଯୁବକ ମାନେ ୨୮ରୁ ୩୨ ବର୍ଷ ମଧ୍ୟରେ ବିବାହ କରିବା ଜରୁରୀ । ଏହି ସମୟରେ ପୁଅମାନେ ଶାରୀରିକ ଓ ମାନସିକ ଭାବେ ପୁରା ଫିଟ ଥାନ୍ତି । ଏହି ବୟସରେ ପୁଅ ମାନଙ୍କ  ଶକ୍ତିଶାଳୀ ହରମୋନ ଅଧିକ କ୍ଷରଣ ହୁଏ । ଫଳରେ ଏହି ସମୟରେ ବାପା ହେବ ପାଇଁ କୋଣସି ସମସ୍ୟା ଦେଖା ଯାଇନାଥଏ ।

ପୁରୁଷମାନେ ଅଧିକ ବୟସରେ ବାହା ହେଲା ସେମାନଙ୍କର ସେମାନଙ୍କ ପାର୍ଟନ ସହ ଠିକ ଭାବେ ମେଳ ହୁଏ ନାହିଁ । ଯାହାଦ୍ଵାରା ସେମାନଙ୍କ ସମ୍ପର୍କରେ ଖରାପ  ପ୍ରଭାବ ପକେଇଥାଏ । ସେଥିପାଇଁ ଠିକ ବୟସରେ ବିବାହ କରିବା ଜରୁରୀ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *