କାଲି ସକାଳୁ ଏହି ରାଶିର, ହଟାତ ଚମକି ଉଠିବ ଭାଗ୍ୟ… ମିଳିବ ବଡ ଖୁସିଖବର

ଜ୍ୟୋତିଷ ଗଣନା ଅନୁସାରେ କହିବାକୁ ଗଲେ ଏହି ବର୍ଷ କିଛି ରାଶିଙ୍କର ଭାଗ୍ୟ ବହୁତ ଭଲ ହେବ ଓ ନିଜର ପ୍ରେମ ଜୀବନ ବହୁତ ଭଲ ପ୍ରଭାବ ପକାଇବ । ଶୁକ୍ର ଗ୍ରହ ଅସ୍ତ ହେବା କାରଣରୁ ନିଜ ପ୍ରେମ ସମ୍ବନ୍ଧ ଉପରେ ପୁରା ପ୍ରଭାବ ପଡିବ । ଏହାଛଡା ଏହାର ଦେବ ଗୁରୁ ବୃହସ୍ପତି ଏବେ ମକର ରାଶିରେ ଯାଉଥିବା ହେତୁ ପ୍ରେମ ମାମଲାରେ ବହୁତ ଭଲ ପ୍ରଭାବ ପଡିଥାଏ ଓ ଧାର୍ମିକ ଭାବନା ମଧ୍ୟ ବଢିଥାଏ । ଏବେ ଆପଣଙ୍କର ଦିନ ବହୁତ ଭଲ ରହିବ ।

ଖାସ କରି କହିବାକୁ ଗଲେ ଯେଉଁ ମାନେ ପ୍ରେମ ନିବେଦନ କରିବାକୁ ଚାହୁଞ୍ଚନ୍ତି ତେବେ ସେମାନେ ଏବେ କହି ପାରିବେ । ଯେଉଁ ମାନେ ଏବେ ତାଙ୍କର ପ୍ରେମ ସମ୍ପର୍କରେ ଅଛନ୍ତି ସେମାନଙ୍କ ସମ୍ପର୍କ ଏବେ ବହୁତ ଭଲ ହେବ । ଏହି ଦିନ ଆପଣ କୌଣସି କ୍ଷତି କରିବା ଜିନିଷ କେବେ ହେଲେ ଉପହାର ଦିଅନ୍ତୁ ନାହିଁ ।

ମେଷ

ଏହି ରାଶିର ଲୋକ ମାନେ ଯଦି ଏକୁଟିଆ ଅଛନ୍ତି ତେବେ ଆପଣଙ୍କୁ ବହୁତ ଶୀଘ୍ର ଏକ ଜୀବନ ସାଥି ମିଳିଯାଇ ପାରେ । ଯଦି ଆପଣଙ୍କର ପୂର୍ବରୁ ଅଛନ୍ତି ତେବେ ନିଜ ସମ୍ପର୍କ ବହୁତ ଦୃଢ ରହିବା ସହିତ କେଉଁ ଆଡେ ବୁଲି ବାକୁ ଯାଇ ପାରନ୍ତି ।

ବୃଷ

ଏହି ରାଶି ଥିବା ଲୋକ ମାନଙ୍କର ଦିନ ବହୁତ ଭଲରେ କାଟିବା ସହିତ ରୋମାଞ୍ଚକର ହେବ । ଆପଣ ଏହିଦିନ ଚଳଚିତ୍ର ହେଉଥିବା ଭଳି ଭାଲୁଟାଇନ ଡେ ପାଳନ କରିବେ । ଆଜି ଆପଣଙ୍କୁ ବହୁତ ଗୁଡିଏ ଉଫାର ମିଳିବ । ଏହାପରେ ଆପଣ କୌଣସି ଏକ ବାହାର ଜାଗାକୁ ଯାଇ ସେଠାରେ ବହୁତ ମଜା କରିବା ସହ ସେଠାରେ ଦୁହେଁ ମିଶି ଖାଇବେ ।

ମିଥୁନ

ଏହି ରାଶିଥିବା ଲୋକ ମାନେ ଜୀବନ ସାଥି ଖୋଜୁଥିବା ସମୟରେ ହଠାତ ତାଙ୍କ ସହ କେହି ଭେଟା ହୋଇ ପାରନ୍ତି ଯାହାକୁ ସେ କେବେ ହେଲେ ବିଶ୍ଵାସ କରି ନଥିବେ ସେ ତାଙ୍କ ଜୀବନ ସାଥି ହେବେ ।

କର୍କଟ

ଏହି ରାଶିର ଲୋକ ମାନେ ସୂର୍ଯ୍ୟ ଅସ୍ତ ହେଉଥିବା ସ୍ଥାନକୁ ଯାଇ ବହୁତ ମଜା ଉଠାଇବେ । ନିଜ ପ୍ରେମ ସମ୍ପର୍କ ପାଇଁ କିଛି ଭଲ ଖାଇବା ଜିନିଷ ନେଇ ଯାଇ ପାରନ୍ତି ।

ସିଂହ

ଏହି ରାଶି ଥିବା ଲୋକ ମାନଙ୍କ ପାଇଁ ଭାଲୁଣ୍ଟାଇନ୍ସ ଡେ ବହୁତ ଭଲରେ କାଟିବା ସହିତ ସ୍ପେଶାଲ ମଧ୍ୟ ରହିବ ।

କନ୍ୟା

ଏହି ଦିନରେ ଆଉ ଏକ କଥା ହେଉଛି ସେ ଆପଣଙ୍କୁ ଏକ ଉପହାର ମଧ୍ୟ ଦେବେ ଯାହା ଫଳରେ ଆପଣ ଆଜି ତାଙ୍କ ଉପରେ ବହୁତ ଖୁସି ହୋଇଯିବେ । ଯେଉଁ ମାନେ ଏବେ ଏକୁଟିଆ ଅଛନ୍ତି ସେମାନେ ଏହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ତୁଳା

ଆପଣଙ୍କ ପ୍ରେମିକ ବା ପ୍ରେମିକାଙ୍କ ଭିତରେ କିଛି ପାଟି ତୁଣ୍ଡ ହୋଇପାରେ । ଘରେ ବା ଅଫିସରେ କିଛି ମଧ୍ୟ ଅସୁବିଧା ଦେଖାଦେବ ।

ବୃଷ

ନିଜ ପ୍ରେମିକ ଆଜି କିଛି ଏପରି କରିବେ ଯାହା ନିଜକୁ ଟିକେ ଭଲ ଲାଗିବା ନାହିଁ ହେଲେ ସେ ଆପଣଙ୍କ ପାଇଁ ଏକ ଏପରି ଉପହାର ଆଣିବେ ଯାହାକି ସେହି ଜିନିଷ ଆପଣଙ୍କୁ ଏତେ ଭଲ ଲାଗିବ ଯେ ନିଜ ପ୍ରେମିକଙ୍କ ପ୍ରେମ ରେ ଅନ୍ଧ ହୋଇଯିବେ ।

ଧନୁ

ଯଦି ଏକୁଟିଆ ଥିବେ ତେବେ ଶଚା ଭଲ ପାଇବା ମିଳିବ । ବିଭାହୀତ ଜୀବନରେ ବହୁତ ବ୍ୟସ୍ତରେ କଟିବ ।

ମକର

ଏହି ରାଶିଥିବା ଲୋକ ମାନେ ଗୋଟିଏ ମିନିଟ ମଧ୍ୟ ନଷ୍ଟ କରିବେ ନାହିଁ । ସେମାନେ ପ୍ରେମ ସମ୍ପକରେ ବହୁତ ଭଲରେ ଦିନ କାଟିବେ ।

କୁମ୍ଭ

ଯାହାକି ଆପଣ ବହୁତ ଖୁସି ଅନୁଭବ କରିବେ । ଯଦି ଆପଣଙ୍କର ବିଭାହୀତ ଜୀବନ କଟୁଥାଏ ଓ ବହୁତ ଦିନରୁ ଝଗଡା ବନ୍ଦ ହେଉ ନଥିବ ଏବେ ବହୁତ ଶୀଘ୍ର ବନ୍ଦ ହୋଇଯିବ ।

ମୀନ

ଏହି ରାଶିର ଲୋକ ମାନେ ସବୁ ଭାଲୁଣ୍ଟାଇନ୍ସ ଡେ ରେ କିଛି ନା କିଛି ନୂଆ ଜିନିଷ ଆଣିଥାନ୍ତି ଓ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି ।

Leave a Reply

Your email address will not be published. Required fields are marked *