ନାସାକୁ ଜଣାଥିଲା କଳ୍ପନା ଚାୱଲାଙ୍କ ମୃତ୍ୟୁ ନିଶ୍ଚୟ, ସେ କେବେ ବି ବଞ୍ଚିକରି ଆସିପାରିବେ ନାହିଁ – ଜାଣନ୍ତୁ ପୁରା ରହସ୍ୟ କଣ

କଲମ୍ବିଆ ସ୍ପେସ୍ ଶଟଲ୍ ଅନ୍ତରୀକ୍ଷ ଯାତ୍ରା କରିବା ପୂର୍ବରୁ ଜଣା ପଡିଯାଇଥିଲା କି ତାହା ସୁରକ୍ଷିତ ପୃଥବୀ ପୃଷ୍ଠକୁ ଅବତରଣ କରିବ ନାହିଁ । ତାହା ସହ ଅନ୍ତରୀକ୍ଷ ଯାତ୍ରୀଙ୍କୁ କିଛି ବି ସୁଚିତ କରାଯାଇନଥିଲା । ଏହି କଥା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ ।  ଏହାର ଖୁଲାସା ମିଶନ୍ କଲମ୍ବିଆ ପ୍ରୋଗ୍ରାମ୍ ମ୍ୟାନେଜର କରିଥିଲେ । କଳ୍ପନା ଚାୱଲା ମୃତ୍ୟୁ ସହ  ଜଡିତ ଏକ ବଡ ରହସ୍ୟ ସମସ୍ତଙ୍କ ସାମନାକୁ ଆସିଛି । ଯେଉଁଦିନ କଳ୍ପନା ଚାୱଲା ଅନ୍ତରୀକ୍ଷ ଯାତ୍ରାରେ ଯାଉଥିଲେ ସେହି ଦିନ ହିଁ ତାଙ୍କ ମୃତ୍ୟୁର ଷଡଯନ୍ତ୍ର କରଯାଇଥିଲା । କେବଳ କଳ୍ପନା ଚାୱଲା ନୁହେଁ ତାଙ୍କ ସହ ୭ ଜଣ ସାଥୀଙ୍କର ମୃତ୍ୟୁ ବି ତୟ ଥିଲା । ନାସା ସବୁ ଜାଣିଥିଲା କିନ୍ତୁ ସେ କାହାକୁ କିଛି କହିନ ଥିଲେ ।

୧୬ ଦିନ ଯାଏଁ ମୃତ୍ୟୁର ଛାୟାରେ ଥିଲେ କଳ୍ପନା ଚାୱଲା । ସେ ନିଜ ମିଶନ୍ ଲାଗିରହିଥିଲେ, ସେ ସବୁବେଳେ ନାଶାକୁ ସୂଚନା ଦେଉଥିଲେ କିନ୍ତୁ ତାଙ୍କୁ ବଦଳରେ ନାଶା ଟିକେ ହେଲେ ବି ସୁଚନା ଦେଲାନାହିଁ କି ସେମାନେ ପୃଥିବୀ ସବୁଦିନ ପାଇଁ ଛାଡି ଯାଉଛନ୍ତି । ପ୍ରଶ୍ନ ଏହା ଥିଲା କି ନାସାର ବୈଜ୍ଞାନିକ ମାନେ ଏହା କଣ ପାଇଁ କଲେ ?  ମିଶନ୍ କଲମ୍ବିଆ ପ୍ରୋଗାମ୍ ର ମ୍ୟାନେଜର ନିଜ ଦଲିଲ୍ ଦେଇଛନ୍ତି । ନାସାର ବୈଜ୍ଞାନିକ ଦଳ ଚାହୁଁଥିଲେ କି  ସେମାନେ ଏହି ଦୂର୍ଘଟଣା ଶିକାର ହେବା ପୁର୍ବରୁ ମସ୍ତ ରୁହନ୍ତୁ । ମୃତ୍ୟୁ ସେମିତି ବି ଆସିବାର ଥିଲା ।

ବେନ୍ ହେଲ୍ ଙ୍କ ମୁତାବିକ ଯଦି ଅନ୍ତରୀକ୍ଷ ଯାତ୍ରୀଙ୍କୁ ସୂଚନା ଥାଆନ୍ତା । ତେବେ ସେ କିଛି ବି କରିପାରି ନଥାନ୍ତେ । ଯେତେ ପର୍ଯ୍ୟନ୍ତ ଅକ୍ସିଜେନ୍ ରହିଥାନ୍ତା ସେମାନେ କେବଳ ଅନ୍ତରୀକ୍ଷର ଚକ୍କର କାଟିଥାନ୍ତେ । ଅକ୍ସିଜେନ୍ ଶେଷ ହୋଇଯିବାପରେ ତାଙ୍କର ଜୀବନ ଚାଲିଯାଇଥାନ୍ତା । ଖୁଲାସା ଏତେ ସନ୍ ସନିଥିଲା କି ବହୁତ ଲୋକ ଏହା ଉପରେ ବିଶ୍ୱାସ କରିବା ପାଇଁ ପ୍ରସ୍ତୁତ ନଥିଲେ । କଲମ୍ବିଆ ସ୍ପେସ୍ ଶଟଲ୍ ପାଇଲଟ୍ ଇଞ୍ଜିନିୟର୍ କଳ୍ପନା ଚାୱଲାଙ୍କ ବାପା ଏହାକୁ ଖାରିଜ୍ କରିଛନ୍ତି । ଏହି ପୁରା ମାମଲା ନାସା ଏବେ ଚୁପ୍ ଅଛି । ପ୍ରୋଗାମ୍ ମେନେ ବେନ୍ ହେଲ୍ ଙ୍କ କଥାକୁ ଖଣ୍ତନ୍ କରିଛନ୍ତି । ଓ ନା ହିଁ ସତ ମାନିଛନ୍ତି । ଏହି ନିରବତା ଅନେକ ପ୍ରଶ୍ନକୁ ଜନ୍ମ ଦେଇଥାଏ ।

Leave a Reply

Your email address will not be published. Required fields are marked *