କମ ବୟସରେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା, ହୃତଘାତରେ ଚାଲିଗଲା ଜୀବନ I

ନମସ୍କାର ବନ୍ଧୁଗଣ, ଆମ ଓଡିଆ କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେସ ଚର୍ଚ୍ଚା ରେ ରହିଥାନ୍ତି ତାହା ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ତେବେ ଓଡିଆ କଳାକାର ଙ୍କ ବ୍ଯତୀତ ଆହୁରି ଏମିତି ଅନେକ କଳାକାର ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ପାଇଁ ବେସ ଚର୍ଚ୍ଚା ରେ ରହିଥାନ୍ତି । ଯେମିତିକି ସମ୍ବଲପୁରୀ ଅଭିନେତା, ତେଲୁଗୁ, ବଙ୍ଗାଳୀ ଅଭିନେତା ଇତ୍ୟାଦି । ତେବେ ଏହି ସବୁ ଅଭିନେତା ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ରହି ଆସିଛନ୍ତି । ବର୍ତ୍ତମାନ ସମୟରେ ଏକ ଦୁଖଦ ଖବର ଆସି ପହଞ୍ଚି ଯାଇଛି କଳା ଜଗତରୁ ।

ପୁଣି ଥରେ ଜଣେ ଅଭିନେତା ଙ୍କ ଜୀବନ ହୃଦଘାତ ରେ ଚାଲି ଯାଇଛି । ତେବେ ଏହି ଅଭିନେତା ଜଣକ ହେଉଛନ୍ତି ଜଣାଶୁଣା ତଥା ସମ୍ବଲପୁରୀ ଓ ମେଗା ଧାରାବାହିକ ଅଭିନେତା ସତ୍ୟ ପୁରୋହିତ ଙ୍କ ଜୀବନ ଚାଲି ଯାଇଛି । ଯୁବକ ବୟସରେ ଏପରି ହୃଦଘାତ ରେ ଜୀବନ ଯିବା ସମସ୍ତଙ୍କୁ ସ୍ତବ୍ଧ କରି ରଖି ଦେଇଛି । ତାଙ୍କର ମୃତ୍ୟୁ ଘଟଣା ରେ ସମସ୍ତେ ମର୍ମାହତ ହୋଇ ଯାଇଛନ୍ତି । ପରିବାର ଲୋକେ ଆଜି ସତ୍ୟ ଙ୍କୁ କଣ୍ଟାବାଜି ହସପିଟାଲ ର ବଲାଙ୍ଗୀର ନେଇ ଯାଇଥିଲେ । ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭୀମ ଭୀମ ମେଡିକାଲ କଲେଜ ରେ ଚିକିତ୍ସା ମଧ୍ୟ କରା ଯାଇଥିଲା ।

ଶେଷରେ ଆଜି ତାଙ୍କର ଦେହାନ୍ତ ଘଟିଛି । ଏହି ଘଟଣା କୁ ନେଇ ପରିବାର ଓ କଳା ପ୍ରେମୀ ଙ୍କ ମନରେ ଶୋକର ବାଦଲ ଖେଳି ଯାଇଛି । ଅଭିଏନେତା ସତ୍ୟ ଙ୍କୁ ମାତ୍ର ୩୨ ବର୍ଷ ହୋଇଥିବା ବେଳେ ତାଙ୍କର ଦେହାନ୍ତ ଘଟିଛି । ଯୁବ ବୟସରେ ତାଙ୍କର ଏଭଳି ଜୀବନ ଚାଲିଯିବା ଆଉ ତାହା ବି ହୃଦଘାତ ରେ ଜୀବନ ଚାଲିଯିବା ସମସ୍ତଙ୍କୁ ମର୍ମାହତ କରିଛି ।

ତେବେ ଅଭିନେତା ସତ୍ୟ ଜଣେ ବହୁତ ଭଲ ଅଭିନେତା ହେବା ସହ ଭଲ ମଣିଷ ମଧ୍ୟ ଥିଲେ । ସେ ସମ୍ବଲପୁରୀ ମେଗା ଧାରାବିହକରେ ଖୁବ ଚମତ୍କାର ଅଭିନୟ କରିଛନ୍ତି ଯାହାକୁ ଦର୍ଶକ ମାନେ ବେସ ପସନ୍ଦ ମଧ୍ୟ କରିଛନ୍ତି । ସେ ଅନେକ ସାରା ସମ୍ବଲପୁରୀ ସିରିଏଲ ରେ ଅଭିନୟ କରିଛନ୍ତି ଆଉ ଘରେ ଘରେ ମଧ୍ୟ ପରିଚିତ ହୋଇ ପାରିଛନ୍ତି । ତେବେ ତାଙ୍କର ଅକାଳ ବିୟୋଗ ରେ ପୁରା କଳା ଜାଗାରେ ଶୋକର ଛାୟା ଖେଳି ଯାଇଛି । ଏମିତି ରେ ବି ଦେଖିବାକୁ ବର୍ତ୍ତମାନ କଳା ଜଗତରେ ଦିନକୁ ଦିନ ଭଲ ଅଭିନେତା ମାନଙ୍କର ପ୍ରାଣ ହାନି ଘଟୁଛି ।

ଯାହା ପାଇଁ କଳାକାର ମାନଙ୍କର ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଯାଇଛି କଳା ଜଗତରୁ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସତ୍ୟ ପୁରୋହିତ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *