କଣ ଆପଣ ଜାଣିଛନ୍ତି ଏହି ସବୁ Wordର Full Form ?

ଆଇଏଏସ ଇଣ୍ଟରଭିୟୁରେ କେତେ ଥର ଇଣ୍ଟରଭିୟୁର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପ୍ରଶ୍ନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭିୟୁର କ୍ୟାଣ୍ଡିଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧- ମହାତ୍ମାଗାନ୍ଧୀ ଙ୍କୁ କିଏ ହତ୍ୟା କରିଥିଲେ ?

ଉତ୍ତର- ନାଥୁରାମ ଗୋଡସେ

୨- BCG ର ଫୁଲଫର୍ମ କଣ ?

ଉତ୍ତର- ବ୍ୟାସିଲେସ କଲମିତ- ଗୁରିନ

୩- srh ର ଫୁଲଫର୍ମ କଣ ?

ଉତ୍ତର- ସନରାଇଜର୍ସ ହାଇଦ୍ରାବାଦ

୪- IUPAC ର ଫୁଲ ଫ୍ରାମ କଣ ?

ଉତ୍ତର- ଇଣ୍ଟରନ୍ୟାସନାଲ ୟୁନିଅନ ଅଫ ପିୟୁର ଆଣ୍ଡ ଆପ୍ଲାଏଡ କେମେଷ୍ଟ୍ରି

୫- MP ର ଫୁଲଫର୍ମ କଣ ?

ଉତ୍ତର- ମେମ୍ବର ଅଫ ପାର୍ଲିୟାମେଣ୍ଟ

୬- love ର ଫୁଲଫର୍ମ କଣ ?

ଉତ୍ତର- ଲାଇଫ କେବଲ ଭ୍ୟାଲୁଏବାଲା ଏମୋସୋନ

୭- UPSC ର ଫୁଲଫର୍ମ କଣ ?

ଉତ୍ତର- ୟୁନିଅନ ପବ୍ଲିକ ସର୍ଭିସ କମିଶନ

୮- SC ର ଫୁଲଫର୍ମ କଣ ?

ଉତ୍ତର- ସୁପ୍ରିମ କୋର୍ଟ ବା ସେଡ୍ୟୁଲ କାଷ୍ଟ

୯- ST ର ଫୁଲଫର୍ମ କଣ ?

ଉତ୍ତର- ସେଡିୟୁଲ ଟ୍ରାଇବ

୧୦- HD ର ଫୁଲଫର୍ମ କଣ ?

ଉତ୍ତର- ହାଏ ଡେଫିନେସନ

୧୧- BPL ର ଫୁଲଫର୍ମ କଣ ?

ଉତ୍ତର- ବେଲୋ ପୋଭେଟି ଲାଇନ

୧୨- BSF ର ଫୁଲଫର୍ମ କଣ ?

ଉତ୍ତର- ବୋର୍ଡର ଶିକୁରୀତୀ ଫୋର୍ସ

୧୩- SBI ର ଫୁଲଫର୍ମ କଣ ?

ଉତ୍ତର- ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ

୧୪- ABC ର ଫୁଲଫର୍ମ କଣ ?

ଉତ୍ତର- ଆମେରିକାନ ବ୍ରୋଡକାଷ୍ଟିଙ୍ଗ କମ୍ପାନୀ

୧୫- NTA ର ଫୁଲଫର୍ମ କଣ ?

ଉତ୍ତର- ନ୍ୟାସନାଲ ଟେଷ୍ଟନିଙ୍ଗ ଏଜେନ୍ସି

୧୬- KISS ର ଫୁଲଫର୍ମ କଣ ?

ଉତ୍ତର- କିପ ଇଟ ସିମ୍ପଲ, ସ୍ଟୁପିଡ ବା କିପ ଇଟ ଶିମୋଲ, ସର୍ଟ

୧୭- JSW ର ଫୁଲଫର୍ମ କଣ ?

ଉତ୍ତର- ଜିନ୍ଦାଲ ସାଉଥ ୱେଷ୍ଟ

୧୮- NASA ର ଫୁଲଫର୍ମ କଣ ?

ଉତ୍ତର- ନ୍ୟାସନାଲ ଆରେଅନେଟିକ୍ସ ଆଣ୍ଡ ସ୍ପେସ ଆଡମିନୀଷ୍ଟ୍ରେଶନ

୧୯- HR ର ଫୁଲଫର୍ମ କଣ ?

ଉତ୍ତର- ହ୍ୟୁମାନ ରିସୋର୍ସ

୨୦- OMG ର ଫୁଲଫର୍ମ କଣ ?

ଉତ୍ତର- ଓ ମାଇଁ ଗଡ

୨୧- BBSR ର ଫୁଲ ଫର୍ମ କଣ ?

ଉତ୍ତର- ଭୁବନେଶ୍ଵର

୨୨- PVC ର ଫୁଲଫର୍ମ କଣ ?

ଉତ୍ତର- ପାଲି ଭିନାଇଲ କ୍ଳୋରାଇଡ ବା ପରମ ବୀର ଚକ୍ର ବା ପୋଲିସ ଭେରୀଫିକେସନ ସାର୍ଟିଫିକେଟ

୨୩- LSG ର ଫୁଲଫର୍ମ କଣ ?

ଉତ୍ତର- ଲକ୍ଷ୍ନୌ ସୁପର ଗ୍ୟାନ୍ଟଷ ବା ଲେଡିଜ ଶିକୁରୀତୀ ଗାର୍ଡ

୨୪- BCM ର ଫୁଲ ଫର୍ମ କଣ ?

ଉତ୍ତର- ବ୍ୟାଚଲର ଅଫ କମ୍ପୁଟର ମ୍ୟାନେଜମେଣ୍ଟ ବା ବିଜେନ୍ସ କଣ୍ଟିନିୟୁଟି ମ୍ୟାନେଜମେଣ୍ଟ

୨୫- DSLR ର ଫୁଲ ଫର୍ମ କଣ ?

ଉତ୍ତର- ଡିଜିଟାଲ ଶିଂଗଲ ଲେନ୍ସ ରିଫ୍ଲେକ୍ସ

୨୬- OAS ର ଫୁଲ ଫର୍ମ କଣ ?

ଉତ୍ତର- ଓଡିଶା ଆଡମିନିଷ୍ଟ୍ରେତୀଭ ସର୍ଭିସ ବା ଅରକଲ ଆପ୍ଲିକେସନ ସର୍ଭର

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *