ଅନ୍ଧାର ରାତିରେ Tube well ମାରି ଚାଲିଛି ଭୁତ, Video ହେଉଛି ଭାଇରାଲ… ଦେଖନ୍ତୁ ଛାତିଥରା ଦୃଶ୍ୟ

ସୁନସାନ ଅନ୍ଧାର ରାତି ଆଉ ଗଛପତ୍ର ସବୁ କିଛି ଶାନ୍ତ । ଗଛ ଭିତରେ ମାଡି ଯାଇଛି ଟିକଟିକ ଅନ୍ଧାର । ଏମିତି ଏକ ଭୌତିକ ପରିବେଶକୁ ଅଧିକ ଭୟଭୀତ କରି ଦେଉଛି ଟିୟୁୱେଲ ମରା । ଏହି ଭିଡିଓରେ ନଡିଆ ଗଛ ତଳେ ରହିଛି ଟ୍ଯୁୱେଲ । ହୁବ ପୁରୁଣା ପରି ଲାଗୁଛି କାରଣ ଏହା ଶବ୍ଦ କରୁଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହାର ହ୍ୟାଣ୍ଡେଲଟି ଆପେ ଆପେ ବାଜୁଛି । ଏହି ଦୃଶ୍ୟଟି ଦେଖି ସତରେ ଭୟ ଲାଗୁଛି । ଏହାକୁ ଏକ ଭୁତ ଭିଡିଓ କହି ଅନେକ ଲୋକେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

କିନ୍ତୁ ଆମେ ଜାଣିଛୁ ଭୁତ ପ୍ରେତ ଲୋକେ ବିଶ୍ଵାସ କରୁଥିଲେ ମଧ୍ୟ ବିଜ୍ଞାନ ଏହାକୁ ସ୍ଵୀକାର କରୁ ନାହି । ସେଥିପାଇଁ ତ ଅନେକ ଲୋକ ଏହି ଭିଡିଓ କୁ ମିଛ ବୋଲି କମେଣ୍ଟ ଦେଇଛନ୍ତି । ବନ୍ଧଗଣ ଭୁତ ପ୍ରେତ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ଆସେ ଯାହା ସ୍ଵାଭାବିକ କଥା । ଏମିତି ଦୃଶ୍ୟ ଦେଖିଲେ କିଏ ବା ନ ଭୟ କରିବ । କିନ୍ତୁ ଆଜିର ଯୁଗରେ ଭୁତ ପ୍ରେତକୁ ଅନେକ ଲୋକ ମିଛ ମାନିଥାନ୍ତି ।

ବାସ୍ତବରେ ଭୁତ ପ୍ରେତ ହେଉଛି ମନର ଏକ ଭ୍ରମ । ଏହିପରି ଦୃଶ୍ୟ ମନକୁ ଦୁର୍ବଳ ଓ ଭୟଭୀତ କରି ଦେଇଥାଏ । ଉଦାରହଣ ହେଉଛି ଏହି ଭିଡିଓ ରେ ଆପଣ ମାନେ ଦ୍କେହୀ ପାରିବେ ଟ୍ଯୁୱେଲ ଟି ଆପେ ଆପେ ହାବିସ ହେଉଛି ବା ମାରି ଚାଲିଛି । ସେଠାରେ କେହି ବି ଦେଖା ଯାଉ ନାହନ୍ତି କିନ୍ତୁ ଟ୍ଯୁୱେଲ ଆପେ ଆପେ ମରା ହୋଇ ଚାଲିଛି ।

କିନ୍ତୁ ପାଣି ବାହାରୁ ନାହି, ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ପାଣି ବାହାରିବା ଯାହାରେ ଗୋଟେ ଛୋଟ ବଳ ଜଳୁଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ବିଷୟରେ କିଛି ଲୋକ କମେଣ୍ଟ ଦେଇଛନ୍ତି ।

କେହି କେହି କହିଛନ୍ତି ଲୋକ ମାନଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ଭିଡିଓ ପ୍ରଚାର କରା ଯାଉଛି । ଅନ୍ୟ କେହି ଲେଖିଛନ୍ତି ଲୁହାକୁ ଭୁତ ପ୍ରେତ ଭୟ କରନ୍ତି ଏହାକୁ ସ୍ପର୍ଶ କରନ୍ତି ଅନହି । ଏଣୁ ଭିଡିଓ ରେ ଅଦୃଶ୍ୟ ହୋଇ ହ୍ୟାଣ୍ଡେଲ ହ୍ୟାବିସ କରୁଛି କେମିତି ବୋଲି ଲୋକେ ମତ ଦେଇଛନ୍ତି ।

ବର୍ତ୍ତମାନ ଆମେ ଏମିତି ସମୟରେ ଅଛନ୍ତି ଯେଉଁ ଠାରେ ପୁରାତନ ଯୁଗର ବିଶ୍ଵାସ ଓ ବିଜ୍ଞାନ ଏକା ସ୍ଥାନରେ ଅବସ୍ଥାନ କରୁଛନ୍ତି । ଆମ ଭିତରୁ ଅଧା ଲୋକେ ସତ ବୋଲି କହୁଥିବା ବେଳ ଆଉ କିଛି ଲୋକେ ଏହାକୁ ଅନ୍ଧବିଶ୍ଵାସ କହୁଛନ୍ତି । ତେବେ ବିଶ୍ଵାସ କରିଆରେ ସମସ୍ଯା ନାହି । କିନ୍ତୁ ଏଭଳି ଅନ୍ଧବିଶ୍ଵାସ ଲୋକଙ୍କ ମନରେ ନ ଆସୁ । ବନ୍ଧୁଗଣ ଆପଣ ମାନଙ୍କର କଣ ଭୁତ ପ୍ରେତରେ ବିଶ୍ଵାସ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଅମା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *