କଣ ଆପଣ ଜାଣିଛନ୍ତି ଗାଈ ବିଷୟରେ ଏହି ରହସ୍ୟମୟୀ କଥା- ଜାଣିବା ପାଇଁ ଗୋଟେ ଥର ଦେଖନ୍ତୁ ଏହି ଲେଖାକୁ

ଗାଈ କୁ ହିନ୍ଦୁ ଧ୍ରମ ର ଶାସ୍ତ୍ରରେ ବିଶେଷ ସ୍ଥାନ ଦିଅ ଯାଇଅଛି ଏହା ତ ଆମେ ସମସ୍ତେ ଜାଣିଛୁ ହିନ୍ଦୁ ମାନକ ପାଇଁ ଗାଈ ମା ଭଳି ଅଟେ ଏହାକୁ ସବଟୁ ପବିତ୍ର ପଶୁ ମାନଯାଇଛି । ଖାଲି ଏତିକି ନୁହ କ୍ଷୀର ପାଇଁବି ସିଅ ବହୁତ ଆବଶ୍ୟକ କୁହ ଯାଏ ସେଥିରୁ ଅଧଭୂତ ପୋଷଣ ଥାଏ।ଏହା ଛଡା ଗୋ ମୁତ୍ରକୁବି କେତେ ଗୁଡିଆ ରୋଗୀକି ବି ଭଲ କରିବାରେ ପବିତ୍ରା କୁହ ଯାଏ ଆଉ ହିନ୍ଦୁ ଧର୍ମରେ ଏହାକୁ ସବୁଠୁ ପବିତ୍ର କୁହାଯାଏ ଅନ୍ୟ ପଶୁ ତୁଳନରେ ଗାଈକୁ ସବୁଠୁ ବେସୀ ସରଳ ପଶୁ କୁହ ଯାଏ ଆଉ ବିଶିଷ୍ଟ କୁହ ଯାଏ ।

ଆଜି ଅମକେ ଆପଣଙ୍କୁ ଏହି ଗୋ ମାତା ସଙ୍ଗେ ଥିବା କିଛି ବିଶେଷ କଥା ବିଷୟରେ କହୁଇବାକୁ ଯାଉଛି ଆପଣ ବିତାଯୁବ ହୋଇଯିବେ ।

ଏହା ହାଉଛି କିଛି ଚକିତ କରିଦେଲା ଭଳି ତଥ୍ୟ-

ଜ୍ଯୋତିଷ ଶାସ୍ତ୍ର ଅନିଶାରେ ଏହା କୁହ ଯାଏ କି କାହା ଘରେ କିଛି ପ୍ରକାର ବସ୍ତୁ ଦୋଷ ଅଛି ତେବେ ଗାଈ ସେବା କରିବା ଦ୍ଵାରା ଏହା କିଛି ଦିନ ଭିତରେ ଦୂର ହଅଇଯିବା ପୁରୁଣା ଯୁଗରେ ସବୁ ହିନ୍ଦୁ ଧର୍ମରେ ଲୋକଙ୍କ ଘରେ ଗୋଟେ ଗାଈ ଦେଖିବାକୁ ପାଇବେ ଆଉ ଘରର ସବୁ ସଦଶ୍ୟ ସେଇ ଗାଈର ସେବା କରିଥାନ୍ତି।

ଏବେ ଏହା ସବୁ ଆଉ ଦେଖିବାକୀ ମିଲୁନି। ଆଉ ଏବେ ଲୋକଙ୍କ ଏତେ ସମୟ ନାହି ନାହି ଗାଈ ସେବାରେ ତାଙ୍କର ପୁରା ସମୟ ଦେଇପାରିବେ। ଏହା ଛଡା ଏବେ ବି କୁହାଯାଇ କି ଯଦି କଉ ବ୍ଯକ୍ତିର ଯାତ୍ରା ସମୟରେ ବାମ ପଟେ ଗାଈ ଯାଇଥାଏ ତେବେ ତାଙ୍କର ସେହି ଯାତ୍ରା ନିଶ୍ଚିନ୍ତ ରୂପରେ ସଫଳ ହବ ।

ଯଦି ଆପଣଙ୍କ କିଛି ଆବଶ୍ୟକର କାର୍ଯ୍ୟ ପୁରା କରିବାକୁ ଯାଉଛନ୍ତି ଆଉ ରାସ୍ତା ରେ ଗାଈ ର ଛୁଆ ମାନେ ବାଛୁରି ଦେଖନ୍ତି ତେବେ ଏହା କୁହ ଯାଇ କି ହବାକୁ ଯାଉଥିବା କାର୍ଯ୍ୟ ନିଶ୍ଚୟ ପୁରା ହବ. ଏହା ଛଡା କିଛି ବ୍ୟକ୍ତିଙ୍କ ରାଶିରେ କିଛି ପ୍ରକାର ଦୋଷ ରହିଥାଏ ତେବେ ସେ ଗୋ ମାତାଙ୍କ ସେବା କରନ୍ତୁ ସବୁ ଠିକ ହୋଇଯିବ ।

ଗାଈ ଶରୀରରେ ଥିବା ଆବର ଚିହ୍ନ ଏହି ଗ୍ରହର ପ୍ରତୀକ –

ଏହା କୁହ ଯାଇ କି ଗାଈ ଶରୀରରେ ସବୁ ଭାଗରେ ଇଶ୍ଵର ବଶ କରୁଛନ୍ତି କାହା ସପନରେ ଗୋ ମାତା ର ଦର୍ଶନ ହେଲା ତ ଆମାନେ ଆପଣଙ୍କ ଜୀବନରେ ଖୁଶି ଆସିବାର ଅଛି ।

Leave a Reply

Your email address will not be published. Required fields are marked *