ହିନ୍ଦୁ ଧର୍ମରେ କଣ ପାଇଁ କରନ୍ତି ନାହିଁ ଗୋଟେ ଗୋତ୍ରରେ ବିବାହ, ଜାଣନ୍ତୁ କଣ ଅଛି ଏହା ପଛରେ ବୈଜ୍ଞାନିକ କାରଣ

ଆମ ହିନ୍ଦୁ ପରମ୍ପରାକୁ ନେଇ ବହୁତ ପ୍ରକାର ପ୍ରଶ୍ନ ଲୋକଙ୍କ ମନକୁ ଆସିଥାଏ କି ଏହି ପରମ୍ପରା କୁ ନିଭାଇବା ପଛରେ କାରଣ କଣ । ଏମିତି କଣ ପାଇଁ ହୋଇଥାଏ । ଏହି ପରି ଗୋଟେ ପ୍ରଶ୍ନ ଲୋକଙ୍କ ମନକୁ ଆସିଥାଏ ଏବଂ ସେହି ପ୍ରଶ୍ନ ହେଉଛି ହିନ୍ଦୁ ଧର୍ମରେ ଏକା ଗୋତ୍ରରେ ମଣିଷକୁ ବିବାହ କରିବାକୁ ମନା କରା ଯାଇଛି କଣ ପାଇଁ । ଏହା ବିଷୟରେ ସମସ୍ତେ ଜାଣି ନଥିବେ ।

ଆଜି ଆମେ ଆପଣଙ୍କୁ କହିବୁ କି ଏକା ଗୋତ୍ରରେ ବିବାହ କଣ ପାଇଁ କରନ୍ତି ନାହିଁ ।

ଏହାର ସବୁଠାରୁ ବଡ କାରଣ ହେଉଛି ଜେନେଟିକ ବେମାର ,ଠିକ ପାଢୀଛନ୍ତି ଆପଣ । ଏହି କଥାକୁ ବୈଜ୍ଞାନିକ ମାନେ ପ୍ରମାଣିତ କରିଛନ୍ତି କି ଜେନେଟିକ ବେମାର ପାଇଁ ଏକା ଗୋତ୍ରରେ ବିବାହ କରିବା ଉଚିତ ନୁହେଁ ।

ଏହି ରୋଗ ଆଜିର ଆସୁଥିବା ପିଢୀ ଉପରେ ବହୁତ ପ୍ରଭାବ ପକାଇଥାଏ । ଏବଂ ସେମାନଙ୍କୁ ଏହି ରୋଗର ସାମ୍ନା ଏଥିପାଇଁ କରିବାକୁ ପଡିଥାଏ କାରଣ ସେ ନିଜ ଗୋତ୍ରରେ ହିଁ ବିବାହ କରିଥାନ୍ତି ।

ଏହି ରୋଗର ଏଲାଜ କରିବା କିଛି ସହଜ କଥା ନୁହେଁ ,ଏହାର ଇଲାଜ ବହୁତ କଷ୍ଟରେ ହୋଇଥାଏ ,ସେ ଇଲାଜ ହେଉଛି ସପ୍ରେସନ ଆନ୍ଫ ଜିନସ ।

ଯେତବେଳେ ଆମ ଜିନକୁ ଆଲଗା କାରାଦିଆଯାଏ ସେତବେଳେ ତାର ଚିକିସ୍ସା କରାଯାଇପାରିବ । ଆମକୁ କେବେବି ଆମ ନିଜ ଗୋତ୍ର ଥିବା ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ହୋଇନଥାଏ । କାରଣ ଯିଏ ଆମର ନିଜ ସମ୍ପର୍କୀୟ ହୋଇଥାନ୍ତି ତାଙ୍କ ଭିତାରେ ଜିନ ଅଲଗା ହେଇପାରେ ନାହିଁ ,ଯେଉଁ କାରଣରୁ ଆମ ଯେତେ ବି ସମ୍ପର୍କୀୟ ଥାନ୍ତି ତାଙ୍କ ଭିତରେ ଯଦି କିଛି ବି ପ୍ରକାର ରୋଗ ଥାଏ ତାହା ଆଗକୁ ଆସୁଥିବା ନବଜାତ ଶିଶୁ ଭିତରେ ବି ହେଇପାରେ ।

ଏହି ରୋଗ ବିଭିନ୍ନ ପ୍ରକାରର ହୋଇଥାଏ ଯେମିତି କି ହିମୋଫିଲିଆ ,କଲର ବ୍ଳାଇଣ୍ଡନେସ ଇତ୍ୟାଦି ଏମିତିରେ ବି ବୈଜ୍ଞାନିକ ମାନେ ଏହାକୁ ସତ ବୋଲି ମାନିଛନ୍ତି । ଯଦି କେବେ ଆପଣ ଏକା ଗୋତ୍ରରେ ବିବାହ କରିବେ ତାହେଲେ ଏମିତି ସବୁ ସମସ୍ୟାର ସାମ୍ନା କରିବାକୁ ପଡିବ ।

ତେଣୁ ବୈଜ୍ଞାନିକ ମାନେ ବି ଏହି କଥା ସଫା ସଫା କହିଦେଇଛନ୍ତି କି ହିନ୍ଦୁ ଧର୍ମ ଏହି ବିଶ୍ଵର ଏକମାତ ଏମିତି ଧର୍ମ ଯାହାକି ବିଜ୍ଞାନ ଉପରେ ଆଧାରିତ ହେଇଛି ।

ଯଦି ଆମେ ଅକା ଗୋତ୍ରରେ ବିବାହ କରିବା ତାହେଲେ ଆମର ହବାକୁ ଥିବା ପିଲାକୁ ବିଭିନ୍ନ ପ୍ରକାର ରୋଗର ସମୁଖୀନ ହେବାକୁ ପଡିବ ଯାହାର ଚିକସା ବହୁତ କଷ୍ଟ ହୋଇଥାଏ ,ଏଥିପାଇଁ ଆଗକାଳରେ ଲୋକମାନେ କାବେବି ଏକା ଗୋତ୍ରରେ ବିବାହ କରୁନଥିଲେ । ଆଜି ବି ଏହି ପରମ୍ପରା ଚାଲି ଆସୁଛି ।

Leave a Reply

Your email address will not be published. Required fields are marked *